ଦେଢ଼ଶୁର ଟାଙ୍ଗିଆ ମାଡ଼ରେ ଭାଇ ବୋହୂ ଗୁରୁତର, ଜମିବାଡ଼ି ବିବାଦ ଥିବା ସୂଚନା

ବଇଣ୍ଡା: କିଶୋରନଗର ବ୍ଲକ ହଣ୍ଡାପା ଥାନା ପାପସରା ଗ୍ରାମରେ ସୋମବାର ଭାଇ ବୋହୂକୁ ଆକ୍ରମଣ କରିଛି ଦେଢ଼ଶୁର। ଭାଇବୋହୂ ଦମୟନ୍ତୀ ସାହୁଙ୍କୁ ତାଙ୍କ ଦେଢ଼ଶୁର ଧ୍ରୁବଚରଣ ସାହୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏନେଇ ହଣ୍ଡପା ଥାନାରେ ସୋମବାର ଦମୟନ୍ତୀଙ୍କ ଭାଇ…

Continue Readingଦେଢ଼ଶୁର ଟାଙ୍ଗିଆ ମାଡ଼ରେ ଭାଇ ବୋହୂ ଗୁରୁତର, ଜମିବାଡ଼ି ବିବାଦ ଥିବା ସୂଚନା
Read more about the article ଵୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ
The dead woman's body. Focus on hand

ଵୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ

ଅନୁଗୁଳ: ଆଜି ବଡି ଭୋର ସମୟରେ ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଉପର ସାହିର ଅରକ୍ଷିତ ସାହୁ(୭୫) ସାଇକଲ ଯୋଗେ ଗାଁ ପୋଖରୀ ଆଡକୁ ଯାଇଥିଲେ।କିନ୍ତୁ ଘଣ୍ଟେ ପରେ ଗାଁ ଲୋକେ ଦେଖିଲେ ରାସ୍ତା କଡରେ ଅରକ୍ଷିତ ପଡିଛନ୍ତି। ପରିବାର ଲୋକେ…

Continue Readingଵୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ

ହାତୀ ଆକ୍ରମଣରେ ମହିଳା ଗୁରୁତର, ଗତ କାଲି ଯାଇଥିଲା ଦୁଇ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ ପୋଡ଼ାସାହିର ନନ୍ଦିନୀ…

Continue Readingହାତୀ ଆକ୍ରମଣରେ ମହିଳା ଗୁରୁତର, ଗତ କାଲି ଯାଇଥିଲା ଦୁଇ ଜଣଙ୍କ ଜୀବନ

ଯାହାକୁ ରଖିବେ ଅନନ୍ତ… ହାଇୱା ଧକ୍କାରେ ୩୦ ଫୁଟ ଉଚ୍ଚ ରେଲୱେ ବ୍ରିଜରୁ ପଡ଼ି ମଧ୍ୟ ଜୀବିତ ଅଛନ୍ତି ସ୍କୁଟି ଚାଳକ

ଅନୁଗୁଳ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଆଜି ଅନୁଗୁଳ ଜିଲ୍ଲାର ଏହି କଥା ସତ ପ୍ରମାଣିତ ହୋଇଛି। ସ୍ଥାନୀୟ ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ବନ୍ଦା ଓଭରବ୍ରିଜ ଉପରେ ଏକ ହାଇୱା…

Continue Readingଯାହାକୁ ରଖିବେ ଅନନ୍ତ… ହାଇୱା ଧକ୍କାରେ ୩୦ ଫୁଟ ଉଚ୍ଚ ରେଲୱେ ବ୍ରିଜରୁ ପଡ଼ି ମଧ୍ୟ ଜୀବିତ ଅଛନ୍ତି ସ୍କୁଟି ଚାଳକ

ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

ବଇଣ୍ଡା: କିଶୋରନଗର ଥାନା ଜଏରାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ତାଲା ଭାଙ୍ଗି କମ୍ପ୍ୟୁଟର ସାମଗ୍ରୀ, କ୍ୟାମେରା ସହ କିଛି ବିଦ୍ୟାଳୟ ସାମଗ୍ରୀ ଚୋରି କରିଛନ୍ତି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

Continue Readingତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

ରୋଷେଇ ଘରୁ ୧୩ ଫୁଟର ଅହିରାଜ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଖେତା ଗାଁର ବାବୁଲା ନାଏକଙ୍କ ରୋଷେଇ ଘରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ବଡ ଅହିରାଜ ସାପ ପଶି ଯାଇଥିଲା। ପରିବାର ଲୋକେ ଫରେଷ୍ଟର ସିଦ୍ଧେଶ୍ବର ପ୍ରଧାନଙ୍କୁ ଖବର ଦେଇଥିଲେ।ଫରେଷ୍ଟର ସର୍ପମିତ୍ର ଆଦିତ୍ୟ…

Continue Readingରୋଷେଇ ଘରୁ ୧୩ ଫୁଟର ଅହିରାଜ ଉଦ୍ଧାର

ଟ୍ରକ୍ ଚାପାରେ ବାପ ପୁଅଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ତାଳଚେର : ଆଜି ତାଳଚେର ବଙ୍କାଧରା ଛକ ନିକଟରେ ପୁଣି ଏକ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ଟ୍ରକ ଚାପାରେ ଉଭୟଙ୍କ ଜୀବନ ଯାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ଭଣଜା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କୁ…

Continue Readingଟ୍ରକ୍ ଚାପାରେ ବାପ ପୁଅଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

୧୫ ଗ୍ରାମ୍ ହେରୋଇନ ଜବତ, ଜଣେ ଗିରଫ

ଅନୁଗୁଳ: ବୁଧବାର ସକାଳେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ତାଳଚେର ଆର୍ଟିଓ ଅଫିସ ନିକଟବର୍ତ୍ତୀ ବିରାଦରପଡ଼ା ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଗ୍ରାମ ହେରୋଇନ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଚଗଲା…

Continue Reading୧୫ ଗ୍ରାମ୍ ହେରୋଇନ ଜବତ, ଜଣେ ଗିରଫ

ଟ୍ରକ୍ ଚାପାରେ ମିକ୍ସଚର ମେସିନ ଅପରେଟର ମୃତ

ଅନୁଗୁଳ:ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ମଙ୍ଗଳବାର ସକାଳେ ଏକ ଟ୍ରକ୍ ତଳେ ଚାପିହୋଇ ମିକ୍ସଚର ମେସିନ ଅପରେଟରଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଏକ ଠିକା ସଂସ୍ଥାର କ୍ୟାମ୍ପ ଅଫିସରେ ଏକ ମିକ୍ସଚର ମେସିନ ଟ୍ରକ୍(ଓଆର ୧୯- ୩୭୨୧)ଠିଆ ହୋଇଥିଲା।…

Continue Readingଟ୍ରକ୍ ଚାପାରେ ମିକ୍ସଚର ମେସିନ ଅପରେଟର ମୃତ

ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଲା ହାତୀ, ବୃଦ୍ଧ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ବନ୍ତଳା ରେଞ୍ଜ କନ୍ତମେଘ ଗାଁର ରମେଶ ଦେହୁରୀ ବୋଲି ଜଣାଯାଇଛି। ସୂଚନା ମୁତାବକ, ରମେଶ ଆଜି ଭୋରରୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ…

Continue Readingଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଲା ହାତୀ, ବୃଦ୍ଧ ମୃତ