ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି  ଭାଇ

ଅନୁଗୁଳ: ଛେଣ୍ଡିପଦା ଥାନା କୋଶଳା ବହିଆଳିସାହିରେ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ସୁଗ୍ରୀବ ପ୍ରଧାନ। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୁଗ୍ରୀବଙ୍କ…

Continue Readingଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି  ଭାଇ

ନିଯୁକ୍ତି ଓ ଥଇଥାନରେ ଟାଳଟୁଳ ନୀତି ବନ୍ଦ କରିବା ଦାବି: ସ୍ଥାୟୀ ନିଯୁକ୍ତି ଦାବିରେ ଏ.ଆଇ.ଡି.ୱାଇ.ଓ.ର ବିକ୍ଷୋଭ

ଅନୁଗୁଳ: ଜିଲ୍ଲାର ସରକାରୀ, ବେସରକାରୀ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ, ବିସ୍ଥାପିତ ପରିବାରର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଥଇଥାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ବନ୍ଦ କରିବା ଦାବିରେ ଏ.ଆଇ.ଡି.ୱାଇ.ଓ. ଅନୁଗୁଳ ଜିଲ୍ଲା…

Continue Readingନିଯୁକ୍ତି ଓ ଥଇଥାନରେ ଟାଳଟୁଳ ନୀତି ବନ୍ଦ କରିବା ଦାବି: ସ୍ଥାୟୀ ନିଯୁକ୍ତି ଦାବିରେ ଏ.ଆଇ.ଡି.ୱାଇ.ଓ.ର ବିକ୍ଷୋଭ

ପରୀକ୍ଷା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିୟମ: ମାସେ ଯାଏଁ ବନ୍ଦ ରହିବ ଭାରିଯାନ ଚଳାଚଳ

​ଅନୁଗୁଳ: ଚଳିତ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଯାତାୟାତର ସୁବିଧା ପାଇଁ ଅନୁଗୁଳ ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଅବ୍ଦାଲ ଏମ. ଅଖତର ଓଏମଭି ରୁଲ ୧୯୭୫ ଅନୁଯାୟୀ ଆସନ୍ତା ୧୯.୦୨.୨୦୨୬…

Continue Readingପରୀକ୍ଷା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିୟମ: ମାସେ ଯାଏଁ ବନ୍ଦ ରହିବ ଭାରିଯାନ ଚଳାଚଳ

ଅନୁଗୁଳରେ ଦେଢ଼ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜଙ୍ଗଲ ଜାମୁଣ୍ଡା ଟ୍ରକ ପାର୍କିଂ ଅଞ୍ଚଳରେ ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ୧୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଜିଲ୍ଲା…

Continue Readingଅନୁଗୁଳରେ ଦେଢ଼ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି: ଜିଲ୍ଲାପାଳଙ୍କ ସମୀକ୍ଷା

ଅନୁଗୁଳ: ଚଳିତ ବର୍ଷର ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ…

Continue Readingଅନୁଗୁଳରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି: ଜିଲ୍ଲାପାଳଙ୍କ ସମୀକ୍ଷା

ଅନୁଗୁଳର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପଲିଥିନ ଜବତ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ଆଜି ଚଢାଉ କରାଯାଇ ବିପୁଳ ପରିମାଣର ଅବୈଧ ପଲିଥିନ ଓ ଥର୍ମକୁଲ  ପାତ୍ର ଜବତ କରାଯାଇଛି। ହରିମହୁରୀ ଛକରେ ଏକ ଗୋଦାମରୁ ପ୍ରାୟ ୨୫୦ କେଜିର ପଲିଥିନ ଜବତ କରାଯାଇ ତାଙ୍କୁ ୫୦ ହଜାର…

Continue Readingଅନୁଗୁଳର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପଲିଥିନ ଜବତ

ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରୟାସ: କିଶୋରୀମାନେ ଶିଖିଲେ କମ୍ପ୍ୟୁଟର ଓ ନିଯୁକ୍ତି କୌଶଳ

ଅନୁଗୁଳ: ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସମାଜ ମଙ୍ଗଳ ବୈଠକ ଗୃହଠାରେ କିଶୋରୀମାନଙ୍କ ପାଇଁ ଏକ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କର୍ମଶାଳାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ…

Continue Readingଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରୟାସ: କିଶୋରୀମାନେ ଶିଖିଲେ କମ୍ପ୍ୟୁଟର ଓ ନିଯୁକ୍ତି କୌଶଳ

ରନ୍ତଲେଇରେ OHPC ପକ୍ଷରୁ ସହାୟକ ଉପକରଣ ବଣ୍ଟନ ଶିବିର: ୭୯ ହିତାଧିକାରୀ ଉପକୃତ

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ରନ୍ତଲେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ (OHPC) ପକ୍ଷରୁ ଏକ ସ୍ଵତନ୍ତ୍ର ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି। ନିଗମର ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ମାଧ୍ୟମରେ ଆୟୋଜିତ…

Continue Readingରନ୍ତଲେଇରେ OHPC ପକ୍ଷରୁ ସହାୟକ ଉପକରଣ ବଣ୍ଟନ ଶିବିର: ୭୯ ହିତାଧିକାରୀ ଉପକୃତ

ନାଲକୋ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି ଶେଷ: ଜମିହରା ପ୍ରଜାଙ୍କ ତୀବ୍ର ଅସନ୍ତୋଷ

ଅନୁଗୁଳ: ଅନୁଗୁଳ ସ୍ଥିତ ନାଲକୋ ସ୍ମେଲଟର କାରଖାନାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପାଇଁ ଆୟୋଜିତ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ବୁଧବାର ଦିନ ତୀବ୍ର ଜନ ଅସନ୍ତୋଷ ଓ ବିରୋଧ ମଧ୍ୟରେ ସମ୍ପନ୍ନ ହୋଇଛି। ଗୋପୀନାଥପୁର ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ…

Continue Readingନାଲକୋ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି ଶେଷ: ଜମିହରା ପ୍ରଜାଙ୍କ ତୀବ୍ର ଅସନ୍ତୋଷ

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ପ୍ରଥମ ସମୀକ୍ଷା ବୈଠକ: ଶୃଙ୍ଖଳା ଓ ଶିକ୍ଷାଦାନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡ଼ା. ବସନ୍ତ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟାଫ୍ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଲେଜର ସାମଗ୍ରିକ ବିକାଶ ଓ ସୁପରିଚାଳନା ନେଇ…

Continue Readingଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ପ୍ରଥମ ସମୀକ୍ଷା ବୈଠକ: ଶୃଙ୍ଖଳା ଓ ଶିକ୍ଷାଦାନ ଉପରେ ଗୁରୁତ୍ୱ