ଅନୁଗୁଳ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ: ବଅଁରପାଳ ବ୍ଲକ ପରିସରରେ ସୁଭଦ୍ରାଦିଦି ଫୁଡ୍ କୋର୍ଟ ଶୁଭାରମ୍ଭ
ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ତଳମୂଳ ଶାସନର ୩୦ ବର୍ଷରୁ ଦାବି ହେଇ ଆସୁଥିବା ବହୁ ପ୍ରତିକ୍ଷିତ ମାତେଳୀଆ ନାଳ ଉପରେ ୮୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସେତୁର ଶିଳାନ୍ୟାସ କରିଥିଲେ। ଏହି ପରିପ୍ରେକ୍ଷୀରେ…
