ଚାମ୍ପିୟନ୍ସ ଟ୍ରଫି-୨୦୨୫ରେ ୫ଟି ୱିକେଟ ନେବାରେ ୨ୟ ଭାରତୀୟ ବୋଲର ହେଲେ ବରୁଣ ଚକ୍ରବର୍ତୀ, ରଚିଲେ ଇତିହାସ
ଅନୁଗୁଳ: ଚଳିତ ଚାମ୍ପିୟନ୍ସ ଟ୍ରଫିରେ ୫ ୱିକେଟ ନେବାରେ ଦ୍ବିତୀୟ ଭାରତୀୟ ବୋଲର ହୋଇଛନ୍ତି ସ୍ପିନର ବରୁଣ ଚକ୍ରବର୍ତୀ। ଆଜି ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିରେ ପଦାର୍ପଣ କରି ବରୁଣ ୧୦ ଓଭର ବଲିଂ କରି ମାତ୍ର ୪୨…
