ବିଜିନେସ ଓ ଘୋଡ଼ା ଦୌଡ଼ରେଟଙ୍କା ଲଗାଇବାକୁ କହି ଠକି ନେଲେ ଲକ୍ଷାଧିକ ଟଙ୍କା, ୫ ସାଇବର ଠକ ଗିରଫ, କାର ଜବତ
ଅନୁଗୁଳ: ବିଜନେସ ଓ ଘୋଡ଼ା ଦୌଡ଼ରେ ଟଙ୍କା ଲଗାଇ ରାତାରାତି କୋଟିପତି କରାଇଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଏକ ଦଳର ପାଞ୍ଚ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଜୁଲାଇ…




