ଏମସିଏଲର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜିତ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ) ର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି)  ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର…

Continue Readingଏମସିଏଲର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜିତ

ଲଗାତାର ଟସ୍ ହାରିବା ବିଶ୍ବ ରେକର୍ଡ କଲା ଭାରତ, ODIରେ ୧୨ ଥର ହାରିଲା ଟସ୍

ଅନୁଗୁଳ: ଲଗାତାର ଟସ୍ ହାରିବାର ଆଜି ବିଶ୍ବ ରେକର୍ଡ କରିଛି ଭାରତ। ଆଜି ଚାମ୍ପିୟାନ୍ସ ଟ୍ରଫିରେ ଦୁବାଇରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବଡ଼ ପ୍ରତିଦ୍ବନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଆଜିର ମ୍ୟାଚରେ ପାକିସ୍ତାନ କ୍ୟାପଟେନ ମହମ୍ମଦ ରିଜୱାନ ଟସ୍ ଜିତିବା ସହ…

Continue Readingଲଗାତାର ଟସ୍ ହାରିବା ବିଶ୍ବ ରେକର୍ଡ କଲା ଭାରତ, ODIରେ ୧୨ ଥର ହାରିଲା ଟସ୍

ବଅଁରପାଳରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ସେ ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ ପାଇଁ ସମନ୍ୱିତ ବିକାଶ ପ୍ରକଳ୍ପ ଓ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ…

Continue Readingବଅଁରପାଳରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାତକୋଶିଆ ବନଖଣ୍ଡରେ ବଢ଼ୁଛି ଦୁର୍ନୀତି, ଜାଲ୍ କାଗଜ ଦେଖାଇ ସରକାରୀ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଅନେକ ଅନିୟମିତତା ଓ ସରକାରୀ ଅର୍ଥ ହରିଲୁଟ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି। ଏଠାରେ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। କିନ୍ତୁ…

Continue Readingସାତକୋଶିଆ ବନଖଣ୍ଡରେ ବଢ଼ୁଛି ଦୁର୍ନୀତି, ଜାଲ୍ କାଗଜ ଦେଖାଇ ସରକାରୀ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ

ଚତୁର୍ଥୀରେ କନ୍ୟାର ଉନ୍ମତ୍ତ କାଣ୍ଡ: ସ୍ୱାମୀକୁ ଛାଡ଼ି ପ୍ରେମିକ ପାଖକୁ ଯିବାକୁ କଲା ଜିଦ୍ଦି, ପୋଲିସ ଉପସ୍ଥିତିରେ ଭାଙ୍ଗିଲା ବାହାଘର

ଅନୁଗୁଳ: ବୈଦିକ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ ହେଲା। ଝିଅ ବିଦା ହୋଇ ଶାଶୁ ଘରକୁ ମଧ୍ୟ ଗଲେ। କିନ୍ତୁ ବାହାଘରର ତିନି ଦିନ ପରେ ଅର୍ଥାତ୍ ଚତୁର୍ଥୀରେ ଝିଅ ବାହାଘରକୁ ପ୍ରତ୍ୟାଖ୍ୟାନ କରିବା ସହ ନିଜ ପ୍ରେମିକ ପାଖକୁ ଫେରିଯିବାକୁ…

Continue Readingଚତୁର୍ଥୀରେ କନ୍ୟାର ଉନ୍ମତ୍ତ କାଣ୍ଡ: ସ୍ୱାମୀକୁ ଛାଡ଼ି ପ୍ରେମିକ ପାଖକୁ ଯିବାକୁ କଲା ଜିଦ୍ଦି, ପୋଲିସ ଉପସ୍ଥିତିରେ ଭାଙ୍ଗିଲା ବାହାଘର

ଓଡ଼ିଶା ଉଚ୍ଚ ନ୍ୟାୟିକ ସେବା ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳ; କେହି ଜଣେ ବି ହୋଇ ପାରିଲେନି ପାସ୍

ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶା ଉଚ୍ଚ ନ୍ୟାୟିକ ସେବା ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳ ଆସିଛି। ପରୀକ୍ଷାରେ କେହି ଜଣେ ବି ଉତ୍ତୀର୍ଣ୍ଣ ହୋଇନାହାନ୍ତି। ଫଳରେ ସାରା ରାଜ୍ୟରେ ୪୫ ଟି ଜିଲ୍ଲା ଜଜ ପଦବୀ ଖାଲି ରହିଛି। ବିଚାରପତି ଏବଂ ଓକିଲ ନିଯୁକ୍ତି…

Continue Readingଓଡ଼ିଶା ଉଚ୍ଚ ନ୍ୟାୟିକ ସେବା ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳ; କେହି ଜଣେ ବି ହୋଇ ପାରିଲେନି ପାସ୍

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ଘଟଣା: ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁରର ତନାଘନା, ୨ ଅଟକ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀପାଲି ଗାଁରେ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଦ୍ବୟ ହେଲେ ଗ୍ରାମର ଅଜୟ ନାୟକ ଏବଂ…

Continue Readingମହିଳାଙ୍କୁ ଗଣଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ଘଟଣା: ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁରର ତନାଘନା, ୨ ଅଟକ

ଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନ

ଅନୁଗୁଳ: ଗତ ୨୦ ତାରିଖରେ ଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ଶାଖା ସଙ୍ଘ ପିଟିସିର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହେବା ସହ ୨୧ ତାରିଖରୁ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷିତ ହୋଇଛି। ଏହି ନିର୍ଵାଚନରେ ଆର୍ତତ୍ରାଣ ସ୍ୱାଇଁ ସଭାପତି,ମନମୋହନ…

Continue Readingଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନ

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଦୁର୍ବୃତ୍ତ ସହ ମୋଟ ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆ ବୋଲ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ। ଅଭିଯୁକ୍ତ ଦ୍ବୟ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମର…

Continue Readingମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଦୁର୍ବୃତ୍ତ ସହ ମୋଟ ୭ ଗିରଫ

୫୪ ବର୍ଷ ପରେ ମନେ ପଡିଲେ ସହିଦ ସୁଧାକର: ମିଳିଲା ଅନ୍ତର୍ଜାତୀୟ ମୁକ୍ତିଯୋଦ୍ଧା ସମ୍ମାନ

ଅନୁଗୁଳ: ଆଜି ତାଳଚେର ଜେଲ ରୋଡ଼ସ୍ଥିତ ଏକ ଘରେ ଲାଗିଥିଲା ଅସମ୍ଭବ ଭିଡ। ଶହ ଶହ ଲୋକ ଶୋଭାଯାତ୍ରାରେ ମାଡି ଆସୁଥାନ୍ତି ସେ ଘର ଆଡକୁ। ବ୍ୟାଣ୍ଡରେ ଶୁଭୁଥିଲା ଦେଶାତ୍ମବୋଧକ ଗୀତର ସ୍ୱର। ଶୋଭାଯାତ୍ରାର ଆଗରେ ଥିଲେ ଜଣେ ସେନା ଅଧିକାରୀ…

Continue Reading୫୪ ବର୍ଷ ପରେ ମନେ ପଡିଲେ ସହିଦ ସୁଧାକର: ମିଳିଲା ଅନ୍ତର୍ଜାତୀୟ ମୁକ୍ତିଯୋଦ୍ଧା ସମ୍ମାନ