ସଡ଼କ ସୁରକ୍ଷା ମାସ ପାଳନ ଉଦଯାପିତ: ଜନସଚେତନତା ମାଧ୍ୟମରେ ଦୁର୍ଘଟଣା ରୋକିବାକୁ ଆହ୍ୱାନ
ଅନୁଗୁଳ : ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡକ ସୁରକ୍ଷାମାସ ପାଳନର ଉଦଯାପନୀ ଉତ୍ସବ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।…
