ବିନା ସୁରକ୍ଷାରେ ଚାଲିଛି ସୁଉଚ୍ଚ ପାଣିଟାଙ୍କି କାମ, ନା ଅଛି ବେଲ୍ଟ ନା ହେଲମେଟ୍

ଅନୁଗୁଳ: ଅନୁଗୁଳ ସହରର ମଧ୍ୟ ସ୍ଥଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଓଭର ହେଡ୍ ଟାଙ୍କି ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ହେବ ଜାରି ରହିଛି। ଏହା ସୁଉଚ୍ଚ ହୋଇଥିବା ବେଳେ ଅନେକ ସମୟରେ ଶ୍ରମିକମାନେ ଏଠାରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ…

Continue Readingବିନା ସୁରକ୍ଷାରେ ଚାଲିଛି ସୁଉଚ୍ଚ ପାଣିଟାଙ୍କି କାମ, ନା ଅଛି ବେଲ୍ଟ ନା ହେଲମେଟ୍

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ, ଘର ତିଆରି ପାଇଁ ବ୍ୟାଙ୍କରୁ ଉଠାଇ ଫେରୁଥିଲେ…

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଅଞ୍ଚଳର ଜଣେ ଯୁବକଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଛି। ଏମେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ଜରପଡ଼ା ଥାନା ଜରଡ଼ା ଗାଁର ରଞ୍ଜନ କୁମାର ସାହୁ ତାଙ୍କ ଘର କାମ…

Continue Readingଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ, ଘର ତିଆରି ପାଇଁ ବ୍ୟାଙ୍କରୁ ଉଠାଇ ଫେରୁଥିଲେ…

ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ, ପଦଯାତ୍ରା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ ନିମନ୍ତେ ଏକ ଜନ ସଚେତନତା ପଦଯାତ୍ରା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଆୟୋଜିତ ହୋଇଛି। ଏହା ବିକାଶ ମେଳା ଠାରୁ…

Continue Readingଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ, ପଦଯାତ୍ରା ଆୟୋଜିତ

ଗ୍ରାମୀଣ ଓଡ଼ିଶାର ପ୍ରଥମ: କିଶୋରନଗରର କଣ୍ଢାଳରେ ମଳପଙ୍କ ବିଶୋଧନ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ନାକଚି ପଞ୍ଚାୟତ କଣ୍ଢାଳ ଗାଁରେ ମଳପଙ୍କ ବିଶୋଧନ କେନ୍ଦ୍ର,ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ମ୍ୟାଟେରିଆଲ ରିକଭରି ସେଣ୍ଟର ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏଭଳି ସୁବିଧା ଦେବାରେ କଣ୍ଢାଳ ଗ୍ରାମୀଣ…

Continue Readingଗ୍ରାମୀଣ ଓଡ଼ିଶାର ପ୍ରଥମ: କିଶୋରନଗରର କଣ୍ଢାଳରେ ମଳପଙ୍କ ବିଶୋଧନ କେନ୍ଦ୍ର

ଡ୍ରେନ ମାଷ୍ଟର ପ୍ଲାନ୍ ପାଇଁ ଡ୍ରୋନ ସର୍ଭେ

ଅନୁଗୁଳ: ଅନୁଗୁଳ ପୌରପାଳିକା ମଧ୍ୟରେ ଡ୍ରେନ ମାଷ୍ଟର ପ୍ଲାନ୍ ତିଆରି ପାଇଁ ସର୍ଭେ କାମ ଆରମ୍ଭ ହୋଇଛି।ହଲଦିଆକଟା ବନ୍ଧ ନିକଟରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି।ଅନୁଗୁଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଦାୟିତ୍ଵ…

Continue Readingଡ୍ରେନ ମାଷ୍ଟର ପ୍ଲାନ୍ ପାଇଁ ଡ୍ରୋନ ସର୍ଭେ

ଏଇ ବର୍ଷ ଖୋଲିବ ପବିତ୍ରମୋହନ ମେଡିକାଲ କଲେଜ, କୌଣସି ଧାରଣା ନ ଦେବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପବିତ୍ରମୋହନ ମେଡିକାଲ କଲେଜରେ ଚଳିତବର୍ଷଠୁ ଆରମ୍ଭ ହେବ ପାଠପଢ଼ା ଓ ରୋଗୀ ଦେଖା। ଏଣୁ ଏନେଇ ଆଉ କୌଣସି ଧାରଣା କି ଆନ୍ଦୋଳନ ନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନା ମୁତାବକ,…

Continue Readingଏଇ ବର୍ଷ ଖୋଲିବ ପବିତ୍ରମୋହନ ମେଡିକାଲ କଲେଜ, କୌଣସି ଧାରଣା ନ ଦେବାକୁ ପରାମର୍ଶ

ଫେସବୁକ୍ ଯୋଗୁଁ ୨୯ ବର୍ଷ ପରେ ମା’ ଫେରିପାଇଲା ତାର ହଜିଲା ପୁଅ; ସାହି ପଡ଼ିଶାରେ ଉତ୍ସବର ମାହୋଲ

ଅନୁଗୁଳ: ଜୁନ ୩ ତାରିଖ ଅନୁଗୁଳ ରେଳ ଷ୍ଟେସନରେ ବଅଁରପାଳ ବ୍ଲକ କୁକୁଡ଼ାଙ୍କ ପଞ୍ଚାୟତ ରଙ୍କାସିଂହା ଗାଁର ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏବଂ ସାହି ପଡ଼ିଶାର ଲୋକ ମିଶି ପ୍ରାୟ ୨୦ ଜଣ ଅପେକ୍ଷା କରିଛନ୍ତି ଏକ ଟ୍ରେନକୁ। ସମସ୍ତଙ୍କ…

Continue Readingଫେସବୁକ୍ ଯୋଗୁଁ ୨୯ ବର୍ଷ ପରେ ମା’ ଫେରିପାଇଲା ତାର ହଜିଲା ପୁଅ; ସାହି ପଡ଼ିଶାରେ ଉତ୍ସବର ମାହୋଲ

ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ, ମାଲିକ ଫେରିପାଇଲେ ୧୨୫ରୁ ଊର୍ଦ୍ଧ୍ବ ଫୋନ୍‌

ଅନୁଗୁଳ: ଅନୁଗୁଳ ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ମୋବାଇଲ୍‌ ହସ୍ତାନ୍ତର ମେଳା। ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲକୁ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ,…

Continue Readingମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ, ମାଲିକ ଫେରିପାଇଲେ ୧୨୫ରୁ ଊର୍ଦ୍ଧ୍ବ ଫୋନ୍‌

ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୫୧ଟି ଅଭିଯୋଗ ଗ୍ରହଣ

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦର ମହକୁମାଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଶିବିରରେ ସମୁଦାୟ ୫୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥ‌ିମଧ୍ୟରୁ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୫୧ଟି ଅଭିଯୋଗ ଗ୍ରହଣ

ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବି: ଜନ ଆନ୍ଦୋଳନ ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସରକାରୀ ମେଡିକାଲ କଲେଜରେ ଶିକ୍ଷାଦାନ ସହ ରୋଗୀ ଚିକିତ୍ସା ଆରମ୍ଭ କରିବା ଉଦ୍ଦେଶ୍ୟରେ ଜନ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଆସନ୍ତା ୧୭ ତାରିଖ ଦିନ…

Continue Readingତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବି: ଜନ ଆନ୍ଦୋଳନ ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ