ଅନୁଗୁଳରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ: ୨୨୦ ଜଣ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ପ୍ରଦାନ

ଅନୁଗୁଳ: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଗୁଳ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି।…

Continue Readingଅନୁଗୁଳରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ: ୨୨୦ ଜଣ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ପ୍ରଦାନ

ଛେଣ୍ଡିପଦାରେ କୋଇଲା ଖଣିକୁ ଘୋର ବିରୋଧ: ତହସିଲ କାର୍ଯ୍ୟାଳୟ ଘେରିଲା ଆଞ୍ଚଳିକ ସୁରକ୍ଷା ମଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ତହସିଲ ଅଫିସ ଘେରାଉ କରାଯାଇଛି। ମଞ୍ଚ ସଭାପତି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ପୋଡାପଡା, ହାଣ୍ଡିଗୋଡା, ମାଛକୁଟା ସାଲୁଇଖମଣ ଆଦି କ୍ଷତିଗ୍ରସ୍ତ ପ୍ରାୟ…

Continue Readingଛେଣ୍ଡିପଦାରେ କୋଇଲା ଖଣିକୁ ଘୋର ବିରୋଧ: ତହସିଲ କାର୍ଯ୍ୟାଳୟ ଘେରିଲା ଆଞ୍ଚଳିକ ସୁରକ୍ଷା ମଞ୍ଚ

ଜିଲ୍ଲା ଠିକାଦାର ସଂଘର ନୂତନ କର୍ମକର୍ତା

ଅନୁଗୁଳ: ସ୍ଥାନୀୟ ଚଣ୍ଡୀଖମଣ ଠାରେ ଅନୁଗୁଳ ଜିଲ୍ଲା ଠିକାଦାର ସଂଘର ସାଧାରଣ ସଭା ଓ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ସୁବୋଧ କୁମାର ସିଂହ, ସରୋଜ କୁମାର ରାଉଳଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସାଧାରଣ ସଭାରେ ଦିବଙ୍ଗତ…

Continue Readingଜିଲ୍ଲା ଠିକାଦାର ସଂଘର ନୂତନ କର୍ମକର୍ତା

ମଣ୍ଡି ଉଦଘାଟନ ହେଲା ହେଲେ ଉଠିଲାନି ଧାନ, ଟେଣ୍ଟ ତଳେ ପଡ଼ିଛି ୬୩୪ କ୍ବିଣ୍ଟାଲ ଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରଣିଆକଟା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସୁଲୋଚନା ପ୍ରଧାନ, ସମିତି ସଭାପତି ଅଜିତ ପ୍ରଧାନ ଯୋଗଦେଇ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି। ହେଲେ ଧାନ କିଣିବାକୁ ଆସିଥିବା ମାହେଶ୍ବରୀ ମିଲର…

Continue Readingମଣ୍ଡି ଉଦଘାଟନ ହେଲା ହେଲେ ଉଠିଲାନି ଧାନ, ଟେଣ୍ଟ ତଳେ ପଡ଼ିଛି ୬୩୪ କ୍ବିଣ୍ଟାଲ ଧାନ

ନାହିଁ ନାହିଁରେ ଚାଲିଛି ଅନୁଗୁଳ ମେଡିକାଲ ଜନ ଔଷଧୀ ଷ୍ଟୋର: ଅଧିକାଂଶ ସମୟରେ ମିଳୁନି ସାଧାରଣ ଔଷଧ, ଗରିବ ରୋଗୀ ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ମେଡିକାଲରେ ଥିବା ଜନଔଷଧୀ ଥାଇ କି ନ ଥିଲା ଭଳି ଅବସ୍ଥା। ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବାକୁ ଏହାର ପ୍ରତିଷ୍ଠା ହୋଇଥିଲେ ବି ଏବେ ନାମକୁ ମାତ୍ର ହୋଇ ରହି ଯାଇଛି। ରୋଗୀଙ୍କ ଆବଶ୍ୟକ ମୁତାବକ ଔଷଧ…

Continue Readingନାହିଁ ନାହିଁରେ ଚାଲିଛି ଅନୁଗୁଳ ମେଡିକାଲ ଜନ ଔଷଧୀ ଷ୍ଟୋର: ଅଧିକାଂଶ ସମୟରେ ମିଳୁନି ସାଧାରଣ ଔଷଧ, ଗରିବ ରୋଗୀ ହନ୍ତସନ୍ତ

ସମଲ ଥାନାରେ ନୂଆ ଆଇଆଇସି ଭାବେ ଯୋଗ ଦେଲେ ଅରୁଣ କୁମାର ଖିଲାର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନାରେ ନୂଆ ଆଇଆଇସି ଭାବେ ଅରୁଣ କୁମାର ଖିଲାର ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଅନୁଗୁଳ ଜିଲ୍ଲା କିଆକଟା ଥାନାରେ କାର୍ଯ୍ୟରତ ଥିଲେ। ଶ୍ରୀ ଖିଲାର ସମଲ ଥାନାରେ ଯୋଗଦାନ କରିବା…

Continue Readingସମଲ ଥାନାରେ ନୂଆ ଆଇଆଇସି ଭାବେ ଯୋଗ ଦେଲେ ଅରୁଣ କୁମାର ଖିଲାର

ଅନୁଗୁଳର ଜ୍ୟୋତିର୍ବିଦ ଡାଲଟନ୍‌ ମହାପାତ୍ରଙ୍କୁ ଜ୍ୟୋତିଷ ଶିରେମଣି ସମ୍ମାନ

ବଇଣ୍ଡା: ଜ୍ୟୋତିଷ ଶିରେମଣି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲ୍ଲା କୁଶକିଳା ଗାଁର ଜ୍ୟୋତିର୍ବିଦ ଡାଲଟନ୍‌ ମହାପାତ୍ର। ଭୁବନେଶ୍ବରର ଏକ ହୋଟେଲରେ ଇଣ୍ଡିଆନ୍‌ ବାସ୍ତୁ ଆଣ୍ଡ ଆଷ୍ଟ୍ରୋଲୋଜିକାଲ ରିସର୍ଚ୍ଚ ସେଣ୍ଟର ଦ୍ବାରା ୧୧ ଓ ୧୨ ତାରିଖରେ ଆୟୋଜିତ ୨ ଦିନିଆ…

Continue Readingଅନୁଗୁଳର ଜ୍ୟୋତିର୍ବିଦ ଡାଲଟନ୍‌ ମହାପାତ୍ରଙ୍କୁ ଜ୍ୟୋତିଷ ଶିରେମଣି ସମ୍ମାନ

ଚାଷୀଙ୍କୁ ପିଆଜ ବିହନ ବିତରଣ

ଅନୁଗୁଳ: ଅନୁଗୁଳ ଜଙ୍ଗଲ ବିଭାଗ ଏବଂ ଛେଣ୍ଡିପଦା ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମରେ ଜରପଡା ରେଞ୍ଜ ଭାଗିରଥିପୁର ବନ ସଂରକ୍ଷଣ ସମିତିର ଚାଷୀ ମାନଙ୍କୁ ପିଆଜ ବିହନ ବଣ୍ଟନ କରାଯାଇଥିଲା। ଜେରଙ୍ଗ ନୂଆ ସାହି, ବୁଢ଼ୀ ପାହାଡ଼, ଭାଗିରଥିପୁର ଆଦି…

Continue Readingଚାଷୀଙ୍କୁ ପିଆଜ ବିହନ ବିତରଣ

ମକର ସଂକ୍ରାନ୍ତିରେ ଶୈଳଶ୍ରୀକ୍ଷେତ୍ର ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। ବଡି ଭୋରରୁ ଦୁଆର ଫିଟା ପରେ ଶ୍ରୀ ଜୀଉ ମାନଙ୍କର ପାରମ୍ପରିକ ପୂଜା ନୀତି ସରିବାପରେ ଶ୍ରୀ ବିଷ୍ଣୁ ପୂଜନ ଓ…

Continue Readingମକର ସଂକ୍ରାନ୍ତିରେ ଶୈଳଶ୍ରୀକ୍ଷେତ୍ର ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କାହିଁକି ପାଳିତ ହୁଏ ମକର ସଂକ୍ରାନ୍ତି, ମକର ବୁଡ଼ର ମାହାତ୍ମ୍ୟ

ଅନୁଗୁଳ: ଆଜି ମକର ସଂକ୍ରାନ୍ତି। ହିନ୍ଦୁମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳିତ ହୋଇଥାଏ। କର୍ଣ୍ଣାଟକର ସଂକ୍ରାନ୍ତି, ତାମିଲନାଡୁ ଓ କେରଳରେ ପୋଙ୍ଗଲ, ହରିୟାଣାରେ ମାଘି, ଗୁଜରାଟ ଏବଂ ରାଜସ୍ଥାନରେ ଉତ୍ତରାୟଣ, ଉତ୍ତରାଖଣ୍ଡର ଉତ୍ତରାୟଣି, ଉତ୍ତରପ୍ରଦେଶ…

Continue Readingକାହିଁକି ପାଳିତ ହୁଏ ମକର ସଂକ୍ରାନ୍ତି, ମକର ବୁଡ଼ର ମାହାତ୍ମ୍ୟ