ଉତ୍କଳ ସାମ୍ୱାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଆୟୋଜିତ ହେଲା ଅନୁଗୁଳ ଜିଲ୍ଲା ସାମ୍ୱାଦିକ ସଂଘର ବାର୍ଷିକ ଉତ୍ସବ
ଅନୁଗୁଳ: ଉତ୍କଳ ସାମ୍ୱାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳରେ ଅନୁଷ୍ଠିତ ହୋଇଛି। ବୈଠକରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ସାମ୍ୱାଦିକ ସୁରକ୍ଷା…



