ମହାଦେବଙ୍କ ନାମ କୀର୍ତ୍ତନରେ ଗୁଞ୍ଜରିତ ହେଲା ଗଗନ ପବନ: ଶିବ ଭକ୍ତିରେ ତଲ୍ଲୀନ ଅନୁଗୁଳର ସମସ୍ତ ଶୈବ ପୀଠ

ଅନୁଗୁଳ: ମହାଶିବରାତ୍ରି ଅବସରରେ ଚାରି ଆଡ଼ ଶିବମୟ। ଘରଠୁ ମନ୍ଦିର ଯାଏଁ ସବୁଆଡ଼େ ଶୁଭୁଛି ଓଁ ନମଃ ଶିବାୟ ଧ୍ୱନି। ମହାଦେବଙ୍କ ନାଁରେ ଗୁଞ୍ଜରିତ ହେଉଛି ଗଗନ ପବନ। ଅନୁଗୁଳରେ ମଧ୍ୟ ଭୋଲେନାଥଙ୍କ ଭକ୍ତିରେ ତଲ୍ଲୀନ ହୋଇଛନ୍ତି ଆବାଳ ବୃଦ୍ଧ ବନିତା।…

Continue Readingମହାଦେବଙ୍କ ନାମ କୀର୍ତ୍ତନରେ ଗୁଞ୍ଜରିତ ହେଲା ଗଗନ ପବନ: ଶିବ ଭକ୍ତିରେ ତଲ୍ଲୀନ ଅନୁଗୁଳର ସମସ୍ତ ଶୈବ ପୀଠ

କମୁଛି ଓଡିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯% ରୁ ଖସି ୬୩% ରେ ପହଞ୍ଚିଲାଣି

ଭୁବନେଶ୍ୱର: ଲଗାତାର ୪ ବର୍ଷ ଧରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାସ୍ ହାର କମିଥିବା ଜଣାପଡିଛି। ଦ୍ବାଦଶ ଶ୍ରେଣୀରେ ୨୦୨୦-୨୧ ମସିହାରେ ପାସ୍ ହାର ୯୯.୦୯ ପ୍ରତିଶତ ଥିବାବେଳେ ଗତବର୍ଷ ୨୦୨୩-୨୪ ରେ ପାସ୍ ହାର ଖସି ୬୩.୨୦ ପ୍ରତିଶତରେ ପହଞ୍ଚିଛି।…

Continue Readingକମୁଛି ଓଡିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯% ରୁ ଖସି ୬୩% ରେ ପହଞ୍ଚିଲାଣି

ପହିଲାରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ

ଭୁବନେଶ୍ବର : ରାଜ୍ୟରେ ଏବେ ପାଗ ଶୁଖୁଲା ଥିବାବେଳେ ଆସନ୍ତା ୩ ଦିନ ପରେ ଅର୍ଥାତ୍ ପହିଲାରୁ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫେବୃଆରୀ ପ୍ରାରମ୍ଭରେ ଦିନରେ ପାରଦ ବୃଦ୍ଧି ପାଇଥିଲା।…

Continue Readingପହିଲାରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ

୮ ସଫେଇ କର୍ମଚାରୀଙ୍କ ଛଟେଇକୁ ବିରୋଧ: ପାଞ୍ଚ ଦିନ ହେଲା ଆନ୍ଦୋଳନରେ ଇ.ଏସ.ଆଇ.ସି ହସ୍ପିଟାଲର ଠିକା ସଫେଇ କର୍ମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦସ୍ଥିତ ରାଜ୍ୟ ବୀମା ନିଗମର ଅତ୍ୟାଧୁନିକ ହସ୍ପିଟାଲରେ ଯାବତୀୟ ସମସ୍ୟା ଦେଖିବାକୁ ମିଳିଛି। ଆଜକୁ ପାଞ୍ଚ ଦିନ ହେବ ଇ.ଏସ.ଆଇ.ସି ହସ୍ପିଟାଲରେ କାର୍ଯ୍ୟରତ ଠିକା ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି। ଦରମା…

Continue Reading୮ ସଫେଇ କର୍ମଚାରୀଙ୍କ ଛଟେଇକୁ ବିରୋଧ: ପାଞ୍ଚ ଦିନ ହେଲା ଆନ୍ଦୋଳନରେ ଇ.ଏସ.ଆଇ.ସି ହସ୍ପିଟାଲର ଠିକା ସଫେଇ କର୍ମୀ

ଦୁର୍ଘଟଣା ରୋକିବାକୁ ୪ ପଞ୍ଚାୟତବାସୀଙ୍କ ପ୍ରୟାସ: ୬୩ ନମ୍ୱର ରାଜ୍ୟ ରାଜପଥକୁ ନୋ ଏଣ୍ଟ୍ରି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ସହରରୁ ଛେଣ୍ଡିପଦାକୁ ସଂଯୋଗ କରୁଥିବା ୬୩ ନମ୍ୱର ରାଜ୍ୟ ରାଜପଥକୁ ନୋ ଏଣ୍ଟ୍ରି ଘୋଷଣା କରିବା ପାଇଁ ଚାରି ପଞ୍ଚାୟତ ପରଙ୍ଗ, ବେଣାଗାଡ଼ିଆ, କୁମଣ୍ଡ ଓ ଜରାସିଂହାର ଲୋକ ଅଣ୍ଟା ଭିଡ଼ିଛନ୍ତି। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।…

Continue Readingଦୁର୍ଘଟଣା ରୋକିବାକୁ ୪ ପଞ୍ଚାୟତବାସୀଙ୍କ ପ୍ରୟାସ: ୬୩ ନମ୍ୱର ରାଜ୍ୟ ରାଜପଥକୁ ନୋ ଏଣ୍ଟ୍ରି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଚୋର ଛୁ’, ଫସିଲେ ଖରିଦଦାର: ଚୋରି ଗହଣା କିଣିବା ଅଭିଯୋଗରେ ୬ ଗିରଫ

ଅନୁଗୁଳ: ଖସିଗଲା ଚୋରି କରିଥିବା ଯୁବକ, କିନ୍ତୁ ଫସିଗଲା ଖରିଦଦାର୍। ଆଜି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଏଭଳି ଏକ ବିଚିତ୍ର ଘଟଣା ଚର୍ଚ୍ଚାରେ ରହିଛି। ଚୋର ଛୁ' ମାରିଥିବା ବେଳେ ଚୋରି ଜିନିଷ କିଣିଥିବା ୬ ଜଣଙ୍କୁ ବନ୍ତଳା…

Continue Readingଚୋର ଛୁ’, ଫସିଲେ ଖରିଦଦାର: ଚୋରି ଗହଣା କିଣିବା ଅଭିଯୋଗରେ ୬ ଗିରଫ

ଷ୍ଟଡି ଟୁରରେ ବିଶାଖାପାଟଣା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର କାରଖାନା ପରିଦର୍ଶନ କଲେ ଅନୁଗୁଳ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମବିଏ ଏବଂ ଏମକମ୍ ବିଭାଗ ତରଫରୁ ଷ୍ଟଡିଟୁରରେ ବିଶାଖାପାଟଣା ଯାତ୍ରା କରିଥିଲେ। ଗତ ଫେବ୍ରୁଆରୀ ୨୧ ରୁ ୨୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଷ୍ଟଡିଟୁରରେ ଯାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନୀଳାଞ୍ଚଳ ପଟେଲ ଛାତ୍ରଛାତ୍ରୀଙ୍କୁ ଶିଳ୍ପ…

Continue Readingଷ୍ଟଡି ଟୁରରେ ବିଶାଖାପାଟଣା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର କାରଖାନା ପରିଦର୍ଶନ କଲେ ଅନୁଗୁଳ ଛାତ୍ରଛାତ୍ରୀ

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ ପୋକସୋ। ସୂଚନା ମୁତାବକ, ଗତ ୨୭.୧୦.୨୦୨୧ ରାତି ୯ଟା ବେଳେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ…

Continue Readingନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଭଗାମୁଣ୍ଡାରେ ୪୦ ଟିକିଆ ହାତୀପଲଙ୍କ ଆତଙ୍କ, ସଞ୍ଜ ନଇଁଲେ ଜନବସତି ଆଡ଼କୁ ମୁହାଁଉଥିବାରୁ ଲୋକେ ଭୟଭୀତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଭଗାମୁଣ୍ଡା ନିକଟରେ ଗତ ଦୁଇ ଦିନ ହେବ ୪୦ ଟିକିଆ ହାତୀପଲ ରହିଥିବା ଦେଖାଯାଇଛି। ରଙ୍କାସିଂହା ଅଞ୍ଚଳରୁ ଏହି ହାତୀପଲ ଆସିଥିବା ବେଳେ ଦୁଇ ଦିନ ହେବ ରାସ୍ତାପାର୍ଶ୍ଵରେ ଥିବା ଏକ ବୁଦୁବୁଦିଆ…

Continue Readingଭଗାମୁଣ୍ଡାରେ ୪୦ ଟିକିଆ ହାତୀପଲଙ୍କ ଆତଙ୍କ, ସଞ୍ଜ ନଇଁଲେ ଜନବସତି ଆଡ଼କୁ ମୁହାଁଉଥିବାରୁ ଲୋକେ ଭୟଭୀତ

ଅପରେସନ କ୍ଲିନର ୨ ୟ ଦିନ, ଅମାନିଆ ଦୋକାନୀଙ୍କ ଠାରୁ ୭ ହଜାର ଫାଇନ ଆଦାୟ

ଅନୁଗୁଳ: ପୌରପାଳିକାର "ଅପରେସନ କ୍ଲିନ" ର ଦ୍ଵିତୀୟ ଦିନ ବସ ଷ୍ଟାଣ୍ଡ ଓ ଆଖ ପାଖ ଅଞ୍ଚଳରେ ଚଢ଼ାଉ ଜାରି ରହିଥିଲା। ଯେଉଁ ମାନେ ଡ୍ରେନ ଟପି ଦୋକାନ ସାମଗ୍ରୀ ଆଗରେ ରଖିଥିଲେ କିମ୍ବା ଦୋକାନ ଆଗରେ ଡଷ୍ଟ ବିନ ନରଖି…

Continue Readingଅପରେସନ କ୍ଲିନର ୨ ୟ ଦିନ, ଅମାନିଆ ଦୋକାନୀଙ୍କ ଠାରୁ ୭ ହଜାର ଫାଇନ ଆଦାୟ