ଆକ୍ସନରେ ପ୍ରଶାସନ! ବାଲି ଚୋରାଚାଲାଣ ବେଳେ ଟ୍ରାକ୍ଟର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଶୁଶୁବା ନଦୀ ଘାଟରୁ ବେଆଇନ୍ ବାଲି ଚୋରାଚାଲାଣ ବେଳେ ଏକ ଟ୍ରାକ୍ଟର ଜବତ ହୋଇଛି। ରବିବାର ଭୋରୁ କଣିହାଁ ତହସିଲଦାର ଓ ତାଳଚେର ଖଣି ବିଭାଗ ମିଳିତ ଚଢ଼ଉ କରି…

Continue Readingଆକ୍ସନରେ ପ୍ରଶାସନ! ବାଲି ଚୋରାଚାଲାଣ ବେଳେ ଟ୍ରାକ୍ଟର ଜବତ

ଯୁବକଙ୍କୁ ଗଳା କାଟି ହତ୍ୟା, ୭ ମାସ ହେଲାଣି ଅଭିଯୁକ୍ତ ଦେଉଥିଲା ଧମକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ମସୁଣିହତା ଗ୍ରାମର ବାବାଜୀ ନାଏକ(୨୫)। କାକୁଡ଼ିଆ ଗ୍ରାମର ବିଭୂତି ନାଏକ(୩୫) ତାଙ୍କୁ ହତ୍ୟା କରିଥିବା ନେଇ…

Continue Readingଯୁବକଙ୍କୁ ଗଳା କାଟି ହତ୍ୟା, ୭ ମାସ ହେଲାଣି ଅଭିଯୁକ୍ତ ଦେଉଥିଲା ଧମକ

‘ଆମ ସଂକଳ୍ପ: ନିଶା ନୁହେଁ, ଜୀବନ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ନିଶାଦ୍ରବ୍ୟ ବିରୋଧରେ ସଚେତନ କରିବା ଲକ୍ଷ୍ୟ

ଅନୁଗୁଳ: ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ 'ଆମ ସଂକଳ୍ପ: ନିଶା ନୁହେଁ, ଜୀବନ'କୁ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ…

Continue Reading‘ଆମ ସଂକଳ୍ପ: ନିଶା ନୁହେଁ, ଜୀବନ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ନିଶାଦ୍ରବ୍ୟ ବିରୋଧରେ ସଚେତନ କରିବା ଲକ୍ଷ୍ୟ

କେଟ୍‌ର ବାର୍ଷିକ ସାଧାରଣ ବୈଠକ: ସାଇବର ନିରାପତ୍ତା ଉପରେ କର୍ମଶାଳା

ଅନୁଗୁଳ: କନଫେଡରେସନ୍ ଅଫ ଅଲ୍ ଇଣ୍ଡିଆ ଟ୍ରେଡରସ୍,ଅନୁଗୁଳ ଶାଖାର ବାର୍ଷିକ ସାଧାରଣ ବୈଠକ ଗୁରୁବାର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲ ପରିସରରେ ଆୟୋଜିତ ଏହି ବୈଠକରେ କମଲ ଅଗ୍ରୱାଲ ସଭାପତିତ୍ବ କରିଥିଲେ। ଏହି ସମାରୋହରେ କେଟ୍‌ର ଜାତୀୟ ସଭାପତି ବିସି…

Continue Readingକେଟ୍‌ର ବାର୍ଷିକ ସାଧାରଣ ବୈଠକ: ସାଇବର ନିରାପତ୍ତା ଉପରେ କର୍ମଶାଳା

ଡ଼ା ବଳ ଅନୁଗୁଳ ସିଡିଏମଓ ଦାୟିତ୍ଵ ଗ୍ରହଣ କଲେ

ଅନୁଗୁଳ: ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ଼ା ଗୌରୀ ଶଙ୍କର ବଳ ପିଏମପି ମେଡିକାଲ କଲେଜ୍ ହସ୍ପିଟାଲର ସିଡିଏମଓ ତଥା ଜନ ସ୍ବାସ୍ଥ୍ୟ ଅଧିକାରୀ ରୂପେ ଆଜି ସନ୍ଧ୍ୟାରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଡ଼ା ଶିବାନନ୍ଦ ମହାନ୍ତି ଆଜି…

Continue Readingଡ଼ା ବଳ ଅନୁଗୁଳ ସିଡିଏମଓ ଦାୟିତ୍ଵ ଗ୍ରହଣ କଲେ

ଥମୁନି ଦନ୍ତା ଆତଙ୍କ! ଆମ୍ବ ଗୋଟାଇବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡ଼ିମାରିଲା ହାତୀ

ଅନୁଗୁଳ: ଆମ୍ବ ଗୋଟାଇବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳରେ କଣଲୋଇ ଭାଗମୁଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେହି ଗାଁର ପ୍ରସନ୍ନ ନାଏକ (୬୫)। ସୂଚନା ମୁତାବକ, ଶନିବାର ଭୋର୍‌…

Continue Readingଥମୁନି ଦନ୍ତା ଆତଙ୍କ! ଆମ୍ବ ଗୋଟାଇବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡ଼ିମାରିଲା ହାତୀ

ପେଟ୍ରୋଲ ପମ୍ପ ଡକାୟତି ଘଟଣା: ପୁଲିସ୍ କବ୍‌ଜାରେ ଫେରାର ଅଭିଯୁକ୍ତ

ଅନୁଗୁଳ: ଗତ ଫେବ୍ରୁଆରି ୨୪ ତାରିଖ ଅପରାହ୍ଣ ୩ଟା ବେଳ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ ମ୍ୟାଜେନର୍‌ଙ୍କ ପାଖରୁ ୧୦ ଲକ୍ଷଟଙ୍କା ଲୁଟ୍ ଘଟଣାରେ ଅନୁଗୁଳ ପୁଲିସ କୁମଣ୍ଡର ସୌମ୍ୟରଂଜନସ୍ବାଇଁ(୨୯) ଓରଫ ବୁବୁନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ…

Continue Readingପେଟ୍ରୋଲ ପମ୍ପ ଡକାୟତି ଘଟଣା: ପୁଲିସ୍ କବ୍‌ଜାରେ ଫେରାର ଅଭିଯୁକ୍ତ

ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ। ସୂଚନା ଯେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳସୀରା ଗାଁରେ ବିଦୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ପାଖ ଜଙ୍ଗଲରୁ ଗତ କାଲି ବିଳମ୍ବିତ…

Continue Readingବିଦ୍ୟୁତ୍ ଆଘାତରେ ଦନ୍ତା ମୃତ

ଅନୁଗୁଳ ସିଡିଏମଓଙ୍କୁ ବିଦାୟ ସମ୍ବର୍ଦ୍ଧନା: ଡ଼ା ଗୌରୀ ଶଙ୍କର ବଳଭାରପ୍ରାପ୍ତ ସିଡିଏମଓ

ଅନୁଗୁଳ: ମେ' ୩୧ ତାରିଖରେ ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ଅବସର ଗ୍ରହଣ କରୁଛନ୍ତି। ଏଣୁ ଆଜି ଜିଲ୍ଲା ଟ୍ରେନିଂ ହଲରେଏକ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା ଏହି ସମାରୋହରେ ମେଡିକାଲ ସୂପରିନଟେଣ୍ଡେଣ୍ଟ ଡ଼ା ଗୌରୀଶଙ୍କର ବଳଙ୍କ ସମେତ…

Continue Readingଅନୁଗୁଳ ସିଡିଏମଓଙ୍କୁ ବିଦାୟ ସମ୍ବର୍ଦ୍ଧନା: ଡ଼ା ଗୌରୀ ଶଙ୍କର ବଳଭାରପ୍ରାପ୍ତ ସିଡିଏମଓ

ପର୍ଯ୍ୟଟକଙ୍କୁ ଅପହରଣ ପରେ ନିର୍ଘାତ ପିଟିଲେ, ଲୁଟିନେଲେ ସୁନା ଗହଣା ସହ ଲକ୍ଷାଧିକ ଟଙ୍କାର ଜିନିଷ

ଅନୁଗୁଳ: ଅନୁଗୁଳ ସଦର ଥାନା ଅର୍ନ୍ତଗତ ମୂଷାପାପୁଲିରେ ବଡ଼ ଧରଣର ଲୁଟ୍‌। ଆଜି ସକାଳେ ୮ ଟା ବେଳେ ୧୦ ଜଣ ଦୁର୍ବୃତ୍ତ ଏକ ପର୍ଯ୍ୟଟକ ଦଳଙ୍କୁ ମାଡ଼ ମାରି ସେମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଆଦି ଲକ୍ଷାଧିକ…

Continue Readingପର୍ଯ୍ୟଟକଙ୍କୁ ଅପହରଣ ପରେ ନିର୍ଘାତ ପିଟିଲେ, ଲୁଟିନେଲେ ସୁନା ଗହଣା ସହ ଲକ୍ଷାଧିକ ଟଙ୍କାର ଜିନିଷ