ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହଙ୍କୁ ତାଳଚେର କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଅନୁଗୁଳ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହଙ୍କ ବିୟୋଗରେ ତାଳଚେର କଂଗ୍ରେସ ପକ୍ଷରୁ ଏକ ଶୋକସଭା ହାଟତୋଟା ସ୍ଥିତ ପ୍ରେସକ୍ଲବ ଠାରେ ଅନୁଷ୍ଠିତ ହୋଇଛି। ପୂର୍ବତନ ନଗରପାଳ କେଶବ ଭୂତିଆଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ମହିଳା କଂଗ୍ରେସ…
