ନାବାଳକକୁ ଗୁଳିମାଡ଼ ଘଟଣା: ଜଣେ ଗିରଫ, ଏବେ ବି ୩ ଫେରାର 

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗରେ ନାବାଳକକୁ ଗୁଳିମାଡ଼ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବଅଁରପାଳ ଥାନା ସାନ କେରଜାଙ୍ଗ ଗାଁର କାଳିଆ ମହାପାତ୍ର। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି…

Continue Readingନାବାଳକକୁ ଗୁଳିମାଡ଼ ଘଟଣା: ଜଣେ ଗିରଫ, ଏବେ ବି ୩ ଫେରାର 

କୁକୁର ପାଇଁ କଲେଜ ପିଲା ନାକେଦମ

ଅନୁଗୁଳ:ଧୂଳି, ଧୂଆଁ, ମଶା ସାଙ୍ଗକୁ ବୁଲା କୁକୁର ଅନୁଗୁଳ ସହରର ଅନ୍ୟତମ ମୁଖ୍ୟ ସମସ୍ୟା। ଏହି ବୁଲା କୁକୁରଙ୍କ ଯୋଗୁଁ ଦୁର୍ଘଟଣା ଘଟିବା ସହ ଅନେକେ କାମୁଡ଼ାର ଶିକାର ହେଉଛନ୍ତି। ଆଜି କୁକୁର ଯୋଗୁଁ ଅନୁଗୁଳ ସରକାରୀ ମହାବିଦ୍ୟାଳର ଛାତ୍ରଛାତ୍ରୀ ନାକେ…

Continue Readingକୁକୁର ପାଇଁ କଲେଜ ପିଲା ନାକେଦମ

ଟ୍ରାଫିକ ପାଇଁ ପୋଷ୍ଟର ହଟିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦେଶରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଆଜି ଅନୁଗୁଳ ସହରର ଟ୍ରାଫିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଅଞ୍ଚଳରୁ ହୋର୍ଡିଙ୍ଗ ଏବଂ ପୋଷ୍ଟର ହଟା ଯାଇଛି। ବିଶେଷ କରି ଗୁରୁତ୍ୱପୂର୍ଣ ବୁଲାଣି ଗୁଡିକରେ ଥିବା ହୋର୍ଡିଙ୍ଗ…

Continue Readingଟ୍ରାଫିକ ପାଇଁ ପୋଷ୍ଟର ହଟିଲା

ଜବରଦଖଲକାରୀଙ୍କ କବଜାରେ ରାଣୀପାର୍କ ଜମି, ସବୁ ଜାଣି ବି ସରକାରୀ ଅଧିକାରୀ ଚୁପ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ମାତିଛନ୍ତି ସରକାରୀ ଜମି ହଡ଼ପକାରୀ। ସରକାରଙ୍କ ଜାଣତରେ ସବୁ ଚାଲିଥିବା ବେଳେ ଅଧିକାରୀ କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ ହେଉଛି। ଏହାର ସୁଯୋଗ ନେଇ ଦଲାଲଙ୍କ ଚେର ଅଧିକ ମାଡି ଚାଲିଛି। ତାଳଚେର…

Continue Readingଜବରଦଖଲକାରୀଙ୍କ କବଜାରେ ରାଣୀପାର୍କ ଜମି, ସବୁ ଜାଣି ବି ସରକାରୀ ଅଧିକାରୀ ଚୁପ୍

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଅଭିଯୋଗ ଶୁଣାଣି

ଅନୁଗୁଳ:ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଗୁଳ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଚର୍ଚାରେ ଅଛନ୍ତି। ବଡି ଭୋରରୁ ଜିପିଆରଏସ ଟ୍ରାକିଙ୍ଗ ସିଷ୍ଟମରେ ସ୍ୱଚ୍ଛ ସଵାରୀ ଠିକ ରୁଟରେ ନିୟମିତ ଯାଉଚି କି ନାହିଁ, ଅଳିଆ ଉଠୁଛି ନା ନାହିଁ ତାହା ତଦାରଖ କରିବା…

Continue Readingପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଅଭିଯୋଗ ଶୁଣାଣି

ଶ୍ଵାନ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ସ୍ବେଚ୍ଛାସେବୀଙ୍କ ସ୍ମାରକ

ଅନୁଗୁଳ: ଅନୁଗୁଳ ପୌରପାଳିକା ମଧ୍ୟରେ ବୁଲା କୁକୁରଙ୍କ ବଂଶ ବୃଦ୍ଧି ବର୍ଷକୁ ବର୍ଷ ବଢ଼ି ଚାଲିଛି। ସହରର ୨୩ ଟି ୱାର୍ଡରେ ୫୦୦ ରୁ ଉର୍ଧ୍ଵ କୁକୁର ଥିବା ବେସରକାରୀ ଭାବେ ଆକଳନ କରାଯାଇଛି। ଖାଦ୍ୟ ଅଭାବରୁ ଅବା ରୋଗ କାରଣରୁ…

Continue Readingଶ୍ଵାନ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ସ୍ବେଚ୍ଛାସେବୀଙ୍କ ସ୍ମାରକ

ରାଜନୈତିକ ଆକ୍ରୋଶ: ଗାଁ ଛକରେ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭଯୋଗ

ଅନୁଗୁଳ: ରାଜନୈତିକ ଆକ୍ରୋଶର ଶିକାର ହୋଇ ନିଜ ସମର୍ଥକଙ୍କଠାରୁ ନିସ୍ତୁକ ମାଡ଼ ଖାଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ସରପଞ୍ଚ। ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଅନୁଗୁଳ ବ୍ଲକ ପୋକତୁଙ୍ଗା ସରପଞ୍ଚଙ୍କୁ ତାଙ୍କର କିଛି ସମର୍ଥକ ଗାଁ ଛକକୁ ଡକାଇଥିଲେ। ସରପଞ୍ଚ ଆସି…

Continue Readingରାଜନୈତିକ ଆକ୍ରୋଶ: ଗାଁ ଛକରେ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭଯୋଗ

ପିଏଚଡି ପକ୍ଷରୁ ବେଆଇନ ପାଣି ପାଇପ ବିଛା : ପୌରପାଳିକାର ତାଗିଦ

ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଅମଲାପଡା ଯାଏଁ ପାଣି ପାଇପ ବିଛାଇବା ପାଇଁ ରାସ୍ତା ଖୋଳା ଯାଉଚି। ପୌରପାଳିକାର ବିନା ଅନୁମତିରେ ଏହି କାର୍ଯ୍ୟ କରାଯାଉଥିବାରୁ ଟ୍ରାଫିକ ଜାମ ହେଉଛି।…

Continue Readingପିଏଚଡି ପକ୍ଷରୁ ବେଆଇନ ପାଣି ପାଇପ ବିଛା : ପୌରପାଳିକାର ତାଗିଦ

ପରିବାର ଲୋକଙ୍କ ସହ ଝଗଡ଼ା ପରେ ଗୁଳି ମାଡ଼, ନାବାଳକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜଙ୍ଗ ଗାଁରେ ଗୁଳିମାଡ଼ରେ ଜଣେ ନାବାଳକ ଆହତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସୂଚନା ମୁତାବକ,…

Continue Readingପରିବାର ଲୋକଙ୍କ ସହ ଝଗଡ଼ା ପରେ ଗୁଳି ମାଡ଼, ନାବାଳକ ଗୁରୁତର

ଫସିବେ ରାସନ କାର୍ଡ ହାତେଇଥିବା ଆୟକରଦାତା, ସରକାରୀ ତାଲିକାରେ ଅଛନ୍ତି ଅନୁଗୁଳର ୧୮,୧୬୭ ଜଣ ଟ୍ୟାକ୍ସ ଦାତା

ଅନୁଗୁଳ: ସରକାରଙ୍କ ଟାର୍ଗେଟରେ ରାସନ କାର୍ଡ ହାତେଇଥିବା ଆୟକରଦାତା। ରାସନ କାର୍ଡ ନେଇଥିବା ଆୟକରଦାତାଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର। ଆଉ ଏହି ତାଲିକାକୁ ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ପଠାସରିଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲାର ମୋଟ୍ ୧୮,୧୬୭ ଜଣଙ୍କ ନାଁ ଜିଲ୍ଲା ଯୋଗାଣ ବିଭାଗ…

Continue Readingଫସିବେ ରାସନ କାର୍ଡ ହାତେଇଥିବା ଆୟକରଦାତା, ସରକାରୀ ତାଲିକାରେ ଅଛନ୍ତି ଅନୁଗୁଳର ୧୮,୧୬୭ ଜଣ ଟ୍ୟାକ୍ସ ଦାତା