ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ ନିମନ୍ତେ ପ୍ରଥମ ବୈଠକ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର କୁମାର ଦାଶଗୁପ୍ତାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସନ୍ତା ବର୍ଷ ୨୦୨୬ ମସିହାରେ…

Continue Readingଅନୁଗୁଳ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

୧୯୨ କେଜି ଗଞ୍ଜେଇ ସହ ଦୁଇ ଗାଡ଼ି ଜବତ, ୪ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ହୁଲା ରାସ୍ତା ନିକଟରେ ଶୁକ୍ରବାର ସକାଳେ ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ଉ କରି ବିପୁଳ ଗଂଜେଇ ଜବତ କରିଛନ୍ତି। ଚଢ଼ଉ ବେଳେ ୧୯୨ କେଜି ଗଞ୍ଜେଇ ସହ ଏକ…

Continue Reading୧୯୨ କେଜି ଗଞ୍ଜେଇ ସହ ଦୁଇ ଗାଡ଼ି ଜବତ, ୪ ବେପାରୀ ଗିରଫ

ଶାଗ ମାଛ ଦରରେ ବିକ୍ରି ହେଉଛି ଟମାଟୋ: କେଜି ପିଛା ୬୦ ଟଙ୍କାରୁ ୧.୬୦ଟଙ୍କାକୁ ଖସିଲା ଦର, ଚିନ୍ତାରେ ଚାଷୀ

ଅନୁଗୁଳ: ଅନୁଗୁଳରେ ଟମାଟୋର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ପୂର୍ବରୁ ଏହାର ମୂଲ୍ୟ ଆକାଶ ଛୁଆଁ ଥିବା ବେଳେ ଏବେ ଅଭାବୀ ବିକ୍ରି ଯୋଗୁଁ ତୋଳିବା ମୂଲ୍ୟ ମଧ୍ୟ ଅଣ୍ଟୁନାହିଁ। ଏଭଳି ସ୍ଥିତିରେ ଅନୁଗୁଳ ବ୍ଲକ ଅଞ୍ଚଳର ଟମାଟୋ ଚାଷୀ ହତାଶ…

Continue Readingଶାଗ ମାଛ ଦରରେ ବିକ୍ରି ହେଉଛି ଟମାଟୋ: କେଜି ପିଛା ୬୦ ଟଙ୍କାରୁ ୧.୬୦ଟଙ୍କାକୁ ଖସିଲା ଦର, ଚିନ୍ତାରେ ଚାଷୀ

ସରସ୍ୱତୀ ପୂଜା ଭସାଣିରୁ କଲେଜରେ ଗୋଷ୍ଠୀ ବିବାଦ: ବୋତଲରେ ଆକ୍ରମଣ, ୩ ଛାତ୍ର ଗୁରୁତର

ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୂଜା ଭସାଣି ସମୟରେ ଦୁଇ ଛାତ୍ର ଗୋଷ୍ଠୀ ବିବାଦରୁ ରକ୍ତ ସଂଘର୍ଷ ହୋଇଛି। ଯୁକ୍ତ ଦୁଇ ଓ ଯୁକ୍ତ ତିନି ବର୍ଷର ଛାତ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ କାଚମଦ ବୋତଲରେ ଆକ୍ରମଣ ଫଳରେ ତିନି…

Continue Readingସରସ୍ୱତୀ ପୂଜା ଭସାଣିରୁ କଲେଜରେ ଗୋଷ୍ଠୀ ବିବାଦ: ବୋତଲରେ ଆକ୍ରମଣ, ୩ ଛାତ୍ର ଗୁରୁତର

ଯୋଗ ଦେଲେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ପୌରପାଳିକାର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାରପ୍ରାପ୍ତ ଅଧିକାରୀ ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ  କରିଥିଲେ। ସୂଚନା ଯୋଗ୍ୟ ପୂର୍ବତନ ନିର୍ବାହୀ…

Continue Readingଯୋଗ ଦେଲେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, କ୍ୟାମ୍ପ କୋର୍ଟରେ ୪୧ ଟି ମାମଲାର କଲେ ଫଇସଲା

ଅନୁଗୁଳ: ଦିନିକିଆ ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ। ଶ୍ରୀ ଯାଦବ ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ରାଜସ୍ୱ ମାମଲାର ଶୁଣାଣି (କ୍ୟାମ୍ପ କୋର୍ଟ) କରିଛନ୍ତି। ସେ ମୋଟ ୮୬ଗୋଟି ରାଜସ୍ୱ ମାମଲା…

Continue Readingଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, କ୍ୟାମ୍ପ କୋର୍ଟରେ ୪୧ ଟି ମାମଲାର କଲେ ଫଇସଲା

ଅଳିଆ ଆବର୍ଜନାର ସହର ପାଲଟିଛି ଅନୁଗୁଳ, ପ୍ରଶାସନ ନିଦାବିଷ୍ଣୁ

ଅନୁଗୁଳ: ଶିଳ୍ପର ସହର ଭାବେ ପରିଚୟ ପାଇଥିବା ଅନୁଗୁଳ ଏବେ ଅଳିଆ ଆବର୍ଜନାର ସହର ପାଲଟିଛି। ସହର ସାରା କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିଥିବା ଦେଖିବାକୁ ମିଳୁଛି। ଘରୋଇ ଅଳିଆଠୁ ବଢ଼ିଗଲାଣି କଳକାରଖାନାର ଆବର୍ଜନା। ଦୁଇ ବର୍ଷ ତଳର ରିପୋର୍ଟ…

Continue Readingଅଳିଆ ଆବର୍ଜନାର ସହର ପାଲଟିଛି ଅନୁଗୁଳ, ପ୍ରଶାସନ ନିଦାବିଷ୍ଣୁ

ଭରତପୁର କୋଇଲା ଖଣିରେ ପୁଣି ଦୁର୍ଘଟଣା: ସାଇଲୋରେ ନିଆଁ ଲାଗି ଜଳିଗଲା ମୂଲ୍ୟବାନ ଯନ୍ତ୍ରାଂଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିରେ ଯେମିତି କାହା ନଜର ଲାଗିଯାଇଛି। ଖଣିରେ ବାରମ୍ବାର ବିଭିନ୍ନ ଦୁର୍ଘଟଣା ଘଟୁଛି।ଆଜି ପୁଣି ଭରତପୁର କୋଇଲା ଖଣି ସାଇଲୋରେ ନିଆଁ ଲାଗି ବହୁ ମୂଲ୍ୟବାନ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା…

Continue Readingଭରତପୁର କୋଇଲା ଖଣିରେ ପୁଣି ଦୁର୍ଘଟଣା: ସାଇଲୋରେ ନିଆଁ ଲାଗି ଜଳିଗଲା ମୂଲ୍ୟବାନ ଯନ୍ତ୍ରାଂଶ

ଅସୁରକ୍ଷିତ ଅନୁଗୁଳ! ମାଉଜର ଦେଖାଇ ଟାଟା ଏସିରୁ ନେଇଗଲେ ୬୦ ହଜାର ଟଙ୍କା

ଅନୁଗୁଳ: ଟାଟା ଏସି ଗାଡ଼ି ଅଟକାଇ ମାଉଜର ଓ ମାରଣାସ୍ତ୍ର ଦେଖାଇ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଦୋହଲି- ବାରିଣୀ ରାସ୍ତାର ରହଣୀ ସାହି ଠାରେ ତେଜରାତି ସାମଗ୍ରୀ ବିକ୍ରି କରି ଫେରୁଥିବା…

Continue Readingଅସୁରକ୍ଷିତ ଅନୁଗୁଳ! ମାଉଜର ଦେଖାଇ ଟାଟା ଏସିରୁ ନେଇଗଲେ ୬୦ ହଜାର ଟଙ୍କା

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ

ଅନୁଗୁଳ : ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନà ଅବସରରେ ଗୋଟିଏ ସପ୍ତାହ ଧରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଆଇସିଡିଏସର ମିଳିତ…

Continue Readingଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ