୭ ଦିନ ହେଲାଣି ଗାଁ ଛାଡ଼ୁନି ଅସୁସ୍ଥ ଦନ୍ତା, ଚିକିତ୍ସା କରାଇ ଜଙ୍ଗଲ ପଠାଇବାକୁ ଗ୍ରାମବାସୀଙ୍କ ନିବେଦନ

  ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳର ବଡ଼କନ୍ତକୁଳ ଗାଁ ମୁଣ୍ଡରେ ଗତ ୭ ଦିନ ହେବ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ବୁଲୁଛି। ଏଣୁ ତାର ଚିକିତ୍ସା କରିବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ନିବେଦନ କରିଛନ୍ତି।…

Continue Reading୭ ଦିନ ହେଲାଣି ଗାଁ ଛାଡ଼ୁନି ଅସୁସ୍ଥ ଦନ୍ତା, ଚିକିତ୍ସା କରାଇ ଜଙ୍ଗଲ ପଠାଇବାକୁ ଗ୍ରାମବାସୀଙ୍କ ନିବେଦନ

ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏକାମ୍ରକ୍ଷେତ୍ର ଭୁବନେଶ୍ବରକୁ ୧୨ ରନରେ ହରାଇଲା ଚାର୍ଜ ଇଲେଭେନ କଟକ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଲିଗ୍ ମ୍ୟାଚ ଚାର୍ଜ ଇଲେଭେନ କଟକ ଓ ଏକାମ୍ରକ୍ଷେତ୍ର ଭୁବନେଶ୍ବର ମଧ୍ୟରେ ଆୟୋଜିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ୧୨ ରନରେ ଚାର୍ଜ ଇଲେଭେନ…

Continue Readingଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏକାମ୍ରକ୍ଷେତ୍ର ଭୁବନେଶ୍ବରକୁ ୧୨ ରନରେ ହରାଇଲା ଚାର୍ଜ ଇଲେଭେନ କଟକ

ନାବାଳିକାକୁ ଘରେ ପଶି ଅସଦାଚରଣ ମାମଲା: ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କମ୍ ସ୍ପେଶାଲ କୋର୍ଟ ପୋକ୍‌ସୋ ସୌମ୍ୟା ଶୁଭଦର୍ଶିନୀ। ଜରିମାନା…

Continue Readingନାବାଳିକାକୁ ଘରେ ପଶି ଅସଦାଚରଣ ମାମଲା: ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ଆୟୋଜିତ: ସମବାୟ ବିକାଶରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନକୁ ମନେପକାଇଲେ ଅତିଥି

ଅନୁଗୁଳ: ୭୧ ତମ ନିଷ୍ଫଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ସଭାଘର ଠାରେ ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିବା ବେଳେ ଅନୁଗୁଳ…

Continue Readingଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ଆୟୋଜିତ: ସମବାୟ ବିକାଶରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନକୁ ମନେପକାଇଲେ ଅତିଥି

ନାଲକୋରେ ବିର୍ସା ମୁଣ୍ଡା ଜୟନ୍ତୀ କାର୍ଯ୍ୟକ୍ରମ ଉଦଯାପିତ, ଯୋଗ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ କେନ୍ଦ୍ରଠାରେ ନାଲକୋ ନଗର ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଚାଲିଥିବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତିଭିତ୍ତିକ ସାନ୍ତାଳୀ ନୃତ୍ୟ ସାଙ୍ଗକୁ ଛୋଟ ଛୋଟ…

Continue Readingନାଲକୋରେ ବିର୍ସା ମୁଣ୍ଡା ଜୟନ୍ତୀ କାର୍ଯ୍ୟକ୍ରମ ଉଦଯାପିତ, ଯୋଗ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଅନୁଗୁଳରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ: ପରିଚୟ ପତ୍ର ଓ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

ଅନୁଗୁଳ: ସୋମବାର ଅପରାହ୍ନରେ ସ୍ଥାନୀୟ ପୌରପାଳିକା ଟାଉନ୍ ହଲ ଠାରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ ଆୟୋଜିତ ହୋଇଛି। ଏହି ସମାରୋହରେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ସମସ୍ତଙ୍କ ସହଯୋଗ, ବିଶ୍ବାସ ଓ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ: ପରିଚୟ ପତ୍ର ଓ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

‘ଶ୍ରମବୀର ପ୍ୟାଲେସ’ ଉଦଘାଟିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଜେଏସପିର ଅନୁଗୁଳ ୟୁନିଟରେ 'ଶ୍ରମବୀର ପ୍ୟାଲେସ'ର ଉଦଘାଟନ କରିଛନ୍ତି। ଏହି ଶ୍ରମବୀର ପ୍ୟାଲେସ ତଥା ଶୀତତାପ ନିୟନ୍ତ୍ରିତ ଆବାସରେ ୧୦୫୬ଟି ଶଯ୍ୟା ରହିଛି, ଯେଉଁଠାରେ ଶ୍ରମିକମାନଙ୍କ ରହିବା ପାଇଁ…

Continue Reading‘ଶ୍ରମବୀର ପ୍ୟାଲେସ’ ଉଦଘାଟିତ

ଅଷ୍ଟମ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ଅନୁଗୁଳକୁ ହରାଇଲା ହିନ୍ଦୋଳ ଏକାଦଶ ୱାରିଅର୍ କ୍ଲବ

ଅନୁଗୁଳ: ସ୍ଥାନୀୟ କଦମ ପଡିଆ ଠାରେ ଆଜି ଅଷ୍ଟମ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି। ଆଠ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚରେ ହିନ୍ଦୋଳ ଏକାଦଶ ୱାରିଅର୍ କ୍ଲବ ଅନୁଗୁଳକୁ ପରାସ୍ତ କରିଛି। ଅନୁଗୁଳ…

Continue Readingଅଷ୍ଟମ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ଅନୁଗୁଳକୁ ହରାଇଲା ହିନ୍ଦୋଳ ଏକାଦଶ ୱାରିଅର୍ କ୍ଲବ

ମଦ ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍, ନେଇଗଲେ ୧ ଲକ୍ଷ ୨୪ ହଜାର ଟଙ୍କା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟ ବଉଳି ପୋଲ ନିକଟରେ ସୋମବାର ସକାଳେ ମଦ ଦୋକାନର ଜଣେ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ମହୀଧରପୁର ସ୍ଥିତ ସରକାରୀ ସ୍ୱୀକୃତି ପ୍ରାପ୍ତ…

Continue Readingମଦ ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍, ନେଇଗଲେ ୧ ଲକ୍ଷ ୨୪ ହଜାର ଟଙ୍କା

ବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ ୩ ଥର ବିଧାୟକ ଭାବେ…

Continue Readingବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ