ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ, ପର୍ଯ୍ୟଟକଙ୍କୁ ବୋଟିଂ ମନା

ଅନୁଗୁଳ: ସାତକୋଶିଆ ଗଣ୍ଡରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ତିନି ଦିନ ଧରି ଗଣନା ଚାଲିବ। ଏଣୁ ୧୭, ୧୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କୁ ବୋଟିଂ ପାଇଁ ବାରଣ କରାଯାଇଛି। ପକ୍ଷୀ ଓ କୁମ୍ଭୀର…

Continue Readingଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ, ପର୍ଯ୍ୟଟକଙ୍କୁ ବୋଟିଂ ମନା

କଣିହାଁରୁ ସାଇକେଲରେ ଅଯୋଧ୍ୟା ଯାତ୍ରା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରିବିଡା ପଞ୍ଚାୟତ ଧୋବାପାଳ ଗାଁର ସଞ୍ଜୟ ସାହୁ(୪୧) ନିଜ ଗାଁରୁ ସାଇକେଲେ ଯୋଗେ ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି I ସୋମବାର ସକାଳ ୮ଟା ସମୟରେ ଗାଁରେ ପୂଜାର୍ଚ୍ଚନା କରିବା ସହିତ ଗ୍ରାମବାସୀ ନାମ-ସଂକୀର୍ତନ କରି…

Continue Readingକଣିହାଁରୁ ସାଇକେଲରେ ଅଯୋଧ୍ୟା ଯାତ୍ରା

ଅନୁଗୁଳ ଜିଲ୍ଲା ବିଜେପିର ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ

ଅନୁଗୁଳ : ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅନୁଗୁଳ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରାକ୍ତନ…

Continue Readingଅନୁଗୁଳ ଜିଲ୍ଲା ବିଜେପିର ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ

ସର୍ବଭାରତୀୟ ପବିତ୍ରନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ପ୍ରଥମ ମ୍ୟାଚ୍ ଜିତିଲା ତାଳଚେର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ରବିବାର ପବିତ୍ରନଗର କ୍ଲବ ପକ୍ଷରୁ ୩୫ତମ ସର୍ବଭାରତୀୟ ପବିତ୍ରନଗର କପ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବରେ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥି…

Continue Readingସର୍ବଭାରତୀୟ ପବିତ୍ରନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ପ୍ରଥମ ମ୍ୟାଚ୍ ଜିତିଲା ତାଳଚେର

ସଡ଼କ ସୁରକ୍ଷା ମାସ ପାଳନ: ଗାଡ଼ି ଚାଳକଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ, ନିୟମ ମାନୁଥିବା ଲୋକଙ୍କୁ ଦେଲେ ଉପହାର

ଅନୁଗୁଳ: ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅନୁଗୁଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେମୀର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଥାନା ଛକରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ରାସ୍ତାରେ ନିୟମ ମାନି…

Continue Readingସଡ଼କ ସୁରକ୍ଷା ମାସ ପାଳନ: ଗାଡ଼ି ଚାଳକଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ, ନିୟମ ମାନୁଥିବା ଲୋକଙ୍କୁ ଦେଲେ ଉପହାର

ଅନୁଗୁଳ ପୂଜ୍ୟ ପୂଜା ଅନୁଷ୍ଠାନ ପକ୍ଷରୁ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଅନୁଗୁଳ: ସ୍ଥାନୀୟ ପୂଜ୍ୟପୂଜା ଅନୁଷ୍ଠାନ ପକ୍ଷରୁ ପ୍ରବୋଧ କୁମାର ସ୍ବାଇଁଙ୍କ ନିଦର୍ଶନରେ ଏକ ସର୍ବଦଳୀୟ ସର୍ବଧର୍ମ ଶୋକ ସଭା ଆୟୋଜିତ ହୋଇଛି। ଏ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସଂକୀର୍ତ୍ତନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶୋକ ସଭାରେ ଜଗଦାନନ୍ଦ…

Continue Readingଅନୁଗୁଳ ପୂଜ୍ୟ ପୂଜା ଅନୁଷ୍ଠାନ ପକ୍ଷରୁ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଅସୁରକ୍ଷିତ ଓମ୍ ରେସିଡେନ୍ସି! କାର ଚକା ହାଣି ଦେଲେ ଦୁର୍ବୁତ୍ତ

ଅନୁଗୁଳ: ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ଓମ ରେସିଡେନ୍ସିରେ ଗତ ୪ ତାରିଖରେ ପ୍ରିତମ ଅଗ୍ରୱାଲାଙ୍କ କାର ପାର୍କିଙ୍ଗରେ ଥିଲାବେଳେ ପରଦିନ ସକାଳେ ସେ ତାଙ୍କ କାରର ଚାରୋଟି ଯାକ ଚକାକୁ କେହି ହାଣି ଦେଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ରେସିଡେନ୍ସିର…

Continue Readingଅସୁରକ୍ଷିତ ଓମ୍ ରେସିଡେନ୍ସି! କାର ଚକା ହାଣି ଦେଲେ ଦୁର୍ବୁତ୍ତ

ପଥର ତଳେ କିନ୍ନର ଥଇଥାନ ନୀତି

ଅନୁଗୁଳ: ଗତ ଡିସେମ୍ବର ୨୨ ତାରିଖରେ ହାଇଦେରାବାଦ ସିଟି ପୋଲିସ ପକ୍ଷରୁ ୩୯ ଜଣ କିନ୍ନରଙ୍କୁ ପୋଲିସ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ମିଳିବା ପରେ ଦେଶର ସବୁଆଡୁ ଏହାକୁ ପ୍ରଶଂସା କରାଯାଉଛି। କିନ୍ନରଙ୍କ ଜୀବନ ଧାରଣର ମାନ ବଢାଇବା ଏବଂ ସମାଜର…

Continue Readingପଥର ତଳେ କିନ୍ନର ଥଇଥାନ ନୀତି

ପୋକୁଣ୍ଡାରେ ଦନ୍ତାର ମୃତ୍ୟୁ ଘଟଣା: ୫ ଅଟକ, ୩ ଦେଶୀ ବନ୍ଧୁକ ସହ ଗୁଳି ଜବତ

ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ ମାଟିଆସାହି ନିକଟରେ ଗତ ରବିବାର ଧାନ ବିଲରୁ ଏକ ଦନ୍ତା ହାତୀର ମୃତ ଦେହ ଠାବ ହେବା ପରେ ବନ ବିଭାଗ ସନ୍ଦେହରେ ୫ ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ପାଖରୁ…

Continue Readingପୋକୁଣ୍ଡାରେ ଦନ୍ତାର ମୃତ୍ୟୁ ଘଟଣା: ୫ ଅଟକ, ୩ ଦେଶୀ ବନ୍ଧୁକ ସହ ଗୁଳି ଜବତ

ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଅଭିଯୁକ୍ତ ଗିରଫ: ପୂର୍ବ ଶତ୍ରୁତାରୁ ଗୁଳି ମାରିଥିବା ସୂଚନା

ଅନୁଗୁଳ: ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୋଲିସ ଗିରଫ କରିଛି। ଦୁଇ ପିଲାଙ୍କ ବାପା ପ୍ରଫୁଲ ମିର୍ଧା ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ଏହି ଗୁଳିକାଣ୍ଡ ଭିଆଇଥିବା ଜଣାପଡ଼ିଛି। ପ୍ରଶାନ୍ତ ବିଳମ୍ବିତ…

Continue Readingଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଅଭିଯୁକ୍ତ ଗିରଫ: ପୂର୍ବ ଶତ୍ରୁତାରୁ ଗୁଳି ମାରିଥିବା ସୂଚନା