ଇଣ୍ଡୋନେସିଆର ବାଲିରେ ଡେଷ୍ଟିନେସନ୍ ୱେଡିଂ କଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ
ଭୁବନେଶ୍ୱର: ବିବାହ କଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଓଡ଼ିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ…
