ପୌର ପ୍ରଶାସନ ର ଅପାରଗତା,ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ପୋଡ଼ିଗଲା ୧୫ ଲକ୍ଷ ଟଙ୍କାର ପରିବା
ଅନୁଗୁଳ: ଆଜି ଦିନ ପ୍ରାୟ ସାଢେ଼ ଏଗାର ଟା ସମୟରେ ଅନୁଗୁଳ ଡେଲି ମାର୍କେଟରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଓ କଳା ଧୂଆଁ ଏପରି ଛାୟି ଯାଇଥିଲା ଜେ ଲୋକମାନେ ପାଖ ମେଡ଼ିକାଲ ଏନ୍ଆର୍ସି ବିଲଡିଂରେ ନିଆଁ ଲାଗିଥିବା ଭାବି…
