ପାଣି ପାଇଁ ୨ କିଲୋମିଟର ଯାତ୍ରା, ଅତିଷ୍ଠ ହୋଇ ରାସ୍ତା ଅବରୋଧ କଲେ ମୁଣ୍ଡା ବଜାର ବସ୍ତି ବାସିନ୍ଦା; ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା
ଅନୁଗୁଳ: ସ୍ଥାନୀୟ ତାଳଚେର ବ୍ଲକ ଏଫ.ସି.ଆଇ କାରଖାନା ନିକଟରେ ଥିବା ମୁଣ୍ଡା ବଜାରରେ ପାଣି ସମସ୍ୟା ଉତ୍କଟ ହୋଇଛି। ଏଣୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଆଜି ଅନୁଗୁଳ- ତାଳଚେର ରାସ୍ତାକୁ ଅବରୋଧ କରିଥିଲେ। ଏହି ଅଞ୍ଚଳ ଏଫ.ସି.ଆଇ…
