ଧୂଣ୍ଡି ଗ୍ରାମରେ ଉତ୍କଟ ଜଳ ସମସ୍ୟା: ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଲାଗି ଦାବି

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ପଞ୍ଚାୟତ ଧୂଣ୍ଡି ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ଖରା ଦିନ ଆସିବାରୁ ସବୁ ବର୍ଷ ଭଳି ଏବର୍ଷ ବି ଲୋକେ ଆଉଟୁପାଉଟୁ ହେଉଛନ୍ତି। ଏହି ଗାଁରେ ୪୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ…

Continue Readingଧୂଣ୍ଡି ଗ୍ରାମରେ ଉତ୍କଟ ଜଳ ସମସ୍ୟା: ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଲାଗି ଦାବି

ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି, ଜୁନ ୭ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ତାଳଚେର: ତାଳଚେରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୁନ୍ ୭ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ୍ ଡାକରା ଦିଆଯାଇଛି। ବିଗତ ଦିନରେ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେର ଗସ୍ତରେ ଆସିବା ବେଳେ ତାଳଚେର…

Continue Readingତାଳଚେରକୁ ଜିଲ୍ଲା ମାନ୍ୟତା ଦାବି, ଜୁନ ୭ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ ଜିଲ୍ଲା ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏ ଅବସରରେ ବିଜେଡି ସୁସୁଡା ପଞ୍ଚାୟତ ପକ୍ଷରୁ କଲେଜ ଛକ ଠାରେ ଦହି ସରବତ ବିତରଣ…

Continue Readingଅନୁଗୁଳ ଜିଲ୍ଲା ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ସାଇବର ଠକକୁ ସିନିଅର ସିଟିଜେନ ମାଡିବସିଲେ

ଅନୁଗୁଳ: ଅମଲାପଡାରେ ଗ୍ରୋସେରି ଦୋକାନ ଦେଇଥିବା ଜଣେ ସିନିଅର ସିଟିଜେନ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଜଣେ ଠକ ଯୁବକକୁ କୌଶଳ କ୍ରମେ ଧରିବା ସହ ଥାନାରେ ଦେଇଥିଲେ। ଗତ ଶୁକ୍ରବାର ଦିନବେଳା ଉକ୍ତ ଯୁବକ ରାସନ ଦୋକାନୀ ପ୍ରସନ୍ନ…

Continue Readingସାଇବର ଠକକୁ ସିନିଅର ସିଟିଜେନ ମାଡିବସିଲେ

ଅଦ୍ୱୈତ ସିଂହଙ୍କ ଜନ୍ମ ଶତବାର୍ଷିକୀ କାଲି

ଅନୁଗୁଳ: ଅନୁଗୁଳର ଇତିହାସ ପୁରୁଷ,କୃତି ଶିକ୍ଷକ,ବିଚକ୍ଷଣ ରାଜନୀତିଜ୍ଞ,ଅପ୍ରତିଦ୍ବନ୍ଦୀ ଜନନାୟକ ତଥା ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ଆସନ୍ତା ୨୮.୫.୨୦୨୩ରେ ପାଳିତ ହେବାକୁ ଯାଉଛି।ଏଥିପାଇଁ ଅଦ୍ୱୈତ ବାବୁଙ୍କ ସୁପୁତ୍ର ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ତତ୍ୱାବଧାନରେ ବିଭିନ୍ନ…

Continue Readingଅଦ୍ୱୈତ ସିଂହଙ୍କ ଜନ୍ମ ଶତବାର୍ଷିକୀ କାଲି

ସାତକୋଶିଆରେ ଲୋପ ପାଉଛନ୍ତି ହାତୀ, ଉପଯୁକ୍ତ ଖାଦ୍ୟ-ପାନୀୟ ମିଳୁନଥିବା ଅଭିଯୋଗ

ଅନୁଗୁଳ: ସାତକୋଶିଆରୁ ଧୀରେ ଧୀରେ ହଜିବାକୁ ବସିଲେଣି ହାତୀ। ସାତକୋଶିଆ ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଏବେ ନାଁକୁ ମାତ୍ର ରହିଛି। ଦିନ ଥିଲା ସାତକୋଶିଆରେ ପ୍ରାୟ ୨ ଶହରୁ ଅଧିକ ହାତୀ ବିଚରଣ କରୁଥିଲେ। ହେଲେ ଏବେ ସେହି ସଂଖ୍ୟା ଧୀରେ…

Continue Readingସାତକୋଶିଆରେ ଲୋପ ପାଉଛନ୍ତି ହାତୀ, ଉପଯୁକ୍ତ ଖାଦ୍ୟ-ପାନୀୟ ମିଳୁନଥିବା ଅଭିଯୋଗ

ନାବାଳିକାକୁ ତଣ୍ଟି କାଟି ହତ୍ୟା ଘଟଣା, ୧୯ ଦିନ ପରେ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ନାବାଳିକା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ଗିରଫ କରିଛି ପୋଲିସ। ଗତକାଲି ଛତିଶଗଡ଼ ଓ ଝାରସୁଗୁଡା ସୀମାନ୍ତରୁ ତାକୁ ଗିରଫ କରାଯାଇଛି। ସୂଚନା ଅନୁସାରେ,…

Continue Readingନାବାଳିକାକୁ ତଣ୍ଟି କାଟି ହତ୍ୟା ଘଟଣା, ୧୯ ଦିନ ପରେ ଅଭିଯୁକ୍ତ ଗିରଫ

ଆଠମଲ୍ଲିକରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ

ଆଠମଲ୍ଲିକ: ଆଠମଲ୍ଲିକରେ ଆୟୋଜିତ ବିଶାଳ ଜନସଭାରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡ଼ିଶାର ବିକାଶ ହେବ।…

Continue Readingଆଠମଲ୍ଲିକରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ

ମାଟ୍ରିକରେ ଉତ୍ତମ ପ୍ରଦର୍ଶନ କରିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରମିଳା ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ, ଭବିଷ୍ୟତରେ ଶିକ୍ଷୟିତ୍ରୀ ହେବାକୁ ରଖିଛନ୍ତି ଆଶା

ଅନୁଗୁଳ: ତାଳଚେର ବ୍ଲକ ଘଣ୍ଟପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀ ପ୍ରମିଳା ମୁଣ୍ଡା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦୦ରୁ ମୋଟ ୩୪୬ ନମ୍ବର ରଖି ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଣୁ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

Continue Readingମାଟ୍ରିକରେ ଉତ୍ତମ ପ୍ରଦର୍ଶନ କରିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରମିଳା ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ, ଭବିଷ୍ୟତରେ ଶିକ୍ଷୟିତ୍ରୀ ହେବାକୁ ରଖିଛନ୍ତି ଆଶା

ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି, କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ତାଳଚେର : ଚାଇଁପାଳ ବିଦ୍ୟୁତ ଡିଭିଜନ ଦ୍ୱାରା ଆୟୋଜିତ ମେଗା ବିଦ୍ୟୁତ ଚୋରି ରୋକିବା ଅଭିଯାନରେ ସାମିଲ ବିଦ୍ୟୁତ କର୍ମଚାରୀଙ୍କୁ ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମର ଶିଖପାଳ ସାହିର ଉପଭୋକ୍ତାଙ୍କ ଦ୍ୱାରା ମାଡ଼ ମରା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି…

Continue Readingବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି, କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ