Read more about the article ଆଜି ବିଶ୍ୱ ହାତୀ ଦିବସ, ଆସନ୍ତା ଅକ୍ଟୋବରରୁ ହାତୀଙ୍କ ବେକରେ ଲାଗିବ ରେଡ଼ିଓ କଲାର
Asian elephant (Elephas maximus) in Kaziranga National park.

ଆଜି ବିଶ୍ୱ ହାତୀ ଦିବସ, ଆସନ୍ତା ଅକ୍ଟୋବରରୁ ହାତୀଙ୍କ ବେକରେ ଲାଗିବ ରେଡ଼ିଓ କଲାର

ଅନୁଗୁଳ: ଆଜି ବିଶ୍ୱ ହାତୀ ଦିବସ। ହାତୀଙ୍କ ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସଟି ପାଳନ କରାଯାଏ। ଓଡ଼ିଶାରେ ହାତୀ ମଣିଷ ବିବାଦ ଗତ ଦଶ ବର୍ଷରେ ବଢ଼ିଛି। ହାତୀଙ୍କ ବଂଶ ବୃଦ୍ଧି ସହ…

Continue Readingଆଜି ବିଶ୍ୱ ହାତୀ ଦିବସ, ଆସନ୍ତା ଅକ୍ଟୋବରରୁ ହାତୀଙ୍କ ବେକରେ ଲାଗିବ ରେଡ଼ିଓ କଲାର

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ… ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ ପ୍ରଧାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ। ଲାଞ୍ଚ ନେବା ବେଳେ ତାଙ୍କୁ ପୋଲିସ ଗିରଫ କରିଛି। ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ…

Continue Reading୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ… ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ ପ୍ରଧାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ରେଳ ବିଭାଗର ଡିଆରଏମଙ୍କୁ ଭେଟି ଟ୍ରେନ ରହଣି ପାଇଁ ଦାବି ଜଣାଇଲା ଜରପଡ଼ା ଆଞ୍ଚଳିକ ବିକାଶ ପରିଷଦ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଷ୍ଟେସନରେ ଗୁରୁବାର ଜରପଡା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରେଳ ବିଭାଗର ଡିଆରଏମଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି। ରେଳ ବିଭାଗର ଡିଆରଏମ ଭିନୀତ ସିଂ ଗୁରୁବାର ଅପରାହ୍ନରେ ଏକ…

Continue Readingରେଳ ବିଭାଗର ଡିଆରଏମଙ୍କୁ ଭେଟି ଟ୍ରେନ ରହଣି ପାଇଁ ଦାବି ଜଣାଇଲା ଜରପଡ଼ା ଆଞ୍ଚଳିକ ବିକାଶ ପରିଷଦ

ରୋଟାରୀ କ୍ଳବ୍ ପରିଚାଳନା ସଙ୍କଟ ନେଇ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ଅପରାହ୍ନରେ ରୋଟାରୀ କ୍ଳବ୍‌ ଅନୁଗୁଳ ଓ ରୋଟାରୀ ପବ୍ଲିକ ସ୍କୁଲ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ରୋଟାରୀଆନ ନିଖିଲ ରଞ୍ଜନ ମିଶ୍ର,ଉଲ୍ଲାସ ଚମ୍ପତିରାୟ,ନିର୍ମଳ କୁମାର ମିଶ୍ର ଓ ଅଶୋକ କୁମାର ବେହେରା…

Continue Readingରୋଟାରୀ କ୍ଳବ୍ ପରିଚାଳନା ସଙ୍କଟ ନେଇ ସାମ୍ବାଦିକ ସମ୍ମିଳନୀ

ନବବିବାହିତା କିଶୋରୀ ଉଦ୍ଧାର

ଛେଣ୍ତିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦୁର୍ଗାପୁର ଗାଁରୁ ଏକ ନବବାହିତା କିଶୋରୀଙ୍କୁ ଚାଇଲ୍ଡ ଲାଇନ ଅନୁଗୁଳ ଦ୍ଵାରା ଉଦ୍ଧାର କରାଇଯାଇଛି। କିଶୋରନଗର ବ୍ଲକର ଲୁହାମୁଣ୍ଡା ଗ୍ରାମର ଜଣେ ଝିଅ, ଦୁର୍ଗାପୁର ଗ୍ରାମର ଜଣେ ପୁଅକୁ ଭଲପାଉଥିଲା। କିନ୍ତୁ ଝିଅଘର ଏହି…

Continue Readingନବବିବାହିତା କିଶୋରୀ ଉଦ୍ଧାର

ଡିଇଓ ଅଫିସ ଆଗରେ ଶିକ୍ଷକମାନଙ୍କ ବିକ୍ଷୋଭ

ଅନୁଗୁଳ: ଆଜି ଶତାଧିକ ବ୍ଲକ ଗ୍ରାଣ୍ଟ ଶିକ୍ଷକ ବିଭିନ୍ନ ଦାବି ନେଇ ଅନୁଗୁଳ ଡିଇଓ ଅଫିସ ଆଗରେ ବିକ୍ଷୋଭ ସଭା କରିବା ସହ ସେମାନଙ୍କ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରଦାନ କରିଥିଲେ।ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିଦ୍ୟାଳୟକୁ…

Continue Readingଡିଇଓ ଅଫିସ ଆଗରେ ଶିକ୍ଷକମାନଙ୍କ ବିକ୍ଷୋଭ

ମା’ ବାସନ୍ତୀ ଦୁର୍ଗା ପୂଜା ପଡିଆର ସୁରକ୍ଷା ନେଇ ସାହି ବାସୀ ଦେଲେ ସ୍ମାରକ

ଅନୁଗୁଳ: ଆଜି ମା ବାସନ୍ତୀ ଦୁର୍ଗା ପୂଜା କମିଟି, ଅମଲାପଡ଼ା ବାସୀ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ପଡିଆର ସୁରକ୍ଷା ନେଇ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଦିଆ ଯାଇଥିଲା। ତାମଡ଼ା ପକ୍ଷରୁ ସେଭ୍ ଦି ଲ୍ୟାଣ୍ଡ ଯୋଜନାରେ…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ପଡିଆର ସୁରକ୍ଷା ନେଇ ସାହି ବାସୀ ଦେଲେ ସ୍ମାରକ

ଆଠମଲ୍ଲିକ ଅବକାରୀକୁ ବଡ଼ ସଫଳତା: ୧୫୦ ଲିଟର ଦେଶୀ ରନ୍ଧାମଦ ଓ ୬୦୦ କିଲୋ ମହୁଲ ପୋଚ ଜବତ, ୬ ଗିରଫ

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୫୦ ଲିଟର ଦେଶୀ ରନ୍ଧାମଦ ଓ ୬୦୦ କିଲୋ ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତ…

Continue Readingଆଠମଲ୍ଲିକ ଅବକାରୀକୁ ବଡ଼ ସଫଳତା: ୧୫୦ ଲିଟର ଦେଶୀ ରନ୍ଧାମଦ ଓ ୬୦୦ କିଲୋ ମହୁଲ ପୋଚ ଜବତ, ୬ ଗିରଫ

ପ୍ରେମ ବିବାହ ପରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ୱାମୀ, ଶାଶୁ ଓ ଶ୍ୱଶୁରକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଏକ ବଧୂ ହତ୍ୟା ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଜିଲ୍ଲା ଦୌରା ଜଜ। ଅନୁଗୁଳ ଜିଲ୍ଲାରେ ୨୦୨୦ ମସିହା ଫେବ୍ରୁଆରୀ ୨ ତାରିଖରେ ହୋଇଥିବା ଏକ ଯୌତୁକ ଜନିତ ବଧୂହତ୍ଯା ମାମଲାରେ ସ୍ୱାମୀ,…

Continue Readingପ୍ରେମ ବିବାହ ପରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ୱାମୀ, ଶାଶୁ ଓ ଶ୍ୱଶୁରକୁ ଆଜୀବନ କାରାଦଣ୍ଡାଦେଶ

ନିର୍ବାଚନ ପାଇଁ ‘ମୁଁ ବି ମିତା’ କର୍ମଶାଳା ଆୟୋଜିତ: ପ୍ରଶିକ୍ଷଣ ନେଲେ ଛାତ୍ରୀ

ଅନୁଗୁଳ: ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ୧୭ ବର୍ଷ ବୟସରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 'ମୁଁ ବି ମିତା' ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସନ୍ତା…

Continue Readingନିର୍ବାଚନ ପାଇଁ ‘ମୁଁ ବି ମିତା’ କର୍ମଶାଳା ଆୟୋଜିତ: ପ୍ରଶିକ୍ଷଣ ନେଲେ ଛାତ୍ରୀ