ଅନୁଗୁଳରେ ନୂଆ ‘ଓ’ ଜିଲ୍ଲା ଉତ୍ସବ ଆୟୋଜିତ, ଯୋଗ ଦେଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା
ଅନୁଗୁଳ: ଆଜି ନୂଆ 'ଓ' ଜିଲ୍ଲା ଉତ୍ସବ ଅନୁଗୁଳ ବିଜୁ ମଇଦାନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ଓଡିଶାର ଉନ୍ନତି…



