ଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ
ଅନୁଗୁଳ: ତାଳଚେର ଦେଉଳବେଡା କଲୋନୀରୁ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦…
ଅନୁଗୁଳ: ତାଳଚେର ଦେଉଳବେଡା କଲୋନୀରୁ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହିରେ ଖରାପ ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡ଼ିଛି। ସୂଚନା ଅନୁସାରେ, ଗାଁର ଶ୍ରୀବତ୍ସ ସାହୁ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧ ମଧୁମେହ ରୋଗରେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର ଅନ୍ତୁଳିଆ ସେକ୍ସନର ରୋଡ଼ସିଂହା ଗ୍ରାମରୁ ଦୁଇ ହରିଣ ଶିକାରୀକୁ ଗିରଫ କରିଛି ଜରପଡା ବନ ବିଭାଗ। ଗିରଫମାନେ ହେଲେ ରୋଡ଼ସିଂହାର ରୋହିତ ବେହେରା ଓ ସତ୍ୟବାନ ପ୍ରଧାନ। ସୂଚନା ମୁତାବକ, ରୋଡ଼ସିଂହା ଗ୍ରାମ୍ୟ ଜଙ୍ଗଲରୁ…
ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମସ୍ତ ରାଜଧାନୀରେ ମହାସମାବେଶକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ମିଳିତ କନ୍ଭେନ୍ସନ୍ ସ୍ଥାନୀୟ ଶିକ୍ଷକପଡାଠାରେ ଅନୁଷ୍ଠିତ ହୋଇଛି। ଶ୍ରମିକ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମ ମନ୍ଦିରରେ ବିବାହ ହୋଇଥିବା ଜଣେ ନାବାଳିକାକୁ ପୋଲିସ ପ୍ରଶାସନ ଉଦ୍ଧାର କରି ଶିଶୁ ମଙ୍ଗଳ କେନ୍ଦ୍ର ଜିମା ଦେଇଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ପଞ୍ଚାୟତ ନୂଆମୌଜ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ନିକଟସ୍ଥ କାଣ୍ଡସର ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ବଦଳରେ ପାଣି ବାହାରୁଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ମୁତାବକ, ଗତ ୨୦ ତାରିଖରେ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ପେଟ୍ରୋଲ ଟାଙ୍କିରେ…
ତାଳଚେର: ପିଇବା ପାଣି ପାଇଁ ଆନ୍ଦୋଳନ କରିବାରୁ ତାଳଚେର ଅଞ୍ଚଳରେ ଆଦିବାସୀ ନେତା ତଥା ବିଜେପି ଅନୁଗୁଳ ଜିଲ୍ଲା ଏସ ଟି ମୋର୍ଚ୍ଚା ସଭାପତି ଅର୍ଜୁନ କିସ୍କୁଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି। ଏଥିସହ ୨୩ ଜଣଙ୍କ ନାମରେ ଏତଲା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନରେ କୋଶଳା କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ…
ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ୫ମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଓକିଲ ସଂଘର ସଭାଗୃହରେ ପାଳିତ ହୋଇଛି। ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ନଗେନ ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ…
ଅନୁଗୁଳ: ଅନୁଗୁଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କୁ ଅତର୍କିତ ବଦଳି କରାଯାଇଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ଆଜି ଅତର୍କିତ ଏହି ବଦଳି ଆଦେଶ ଜାରି କରିଛି। ଶ୍ରୀ ମଲ୍ଲିକଙ୍କ ଅନୁଗୁଳ କାର୍ଯ୍ୟକାଳ ସରି ସରି ଆସୁଥିଲା।…