ନାଲକୋ ନିଷିଦ୍ଧାଞ୍ଚଳରୁ ବ୍ରାଉନସୁଗାର ଜବତ, ନାବାଳକ ସମେତ ୪ ଗିରଫ

ନାଲକୋ:ଅନୁଗୁଳ ଜିଲ୍ଲା ନାଲକୋ ଥାନା ଇଲାକାରେ ଥମୁନି ଚୋରା ବ୍ରାଉନ ସୁଗାର କରବାର। ନାଲକୋ ନିଷିଦ୍ଧାଞ୍ଚଳ ଆସପଣ୍ଡ ରାସ୍ତାରେ ବୁଧବାର ମଧ୍ୟାହ୍ନରେ ନାଲକୋ ପୋଲିସ ଚଢ଼ଉ କରି ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର…

Continue Readingନାଲକୋ ନିଷିଦ୍ଧାଞ୍ଚଳରୁ ବ୍ରାଉନସୁଗାର ଜବତ, ନାବାଳକ ସମେତ ୪ ଗିରଫ

ଶୁଣିଲେନି ସରକାର, ସମୂହ ଇସ୍ତଫା ଦେଲେ ଅନୁଗୁଳ ଜିଲ୍ଲା ପ୍ରାଣୀ ଚିକିତ୍ସକ

ଅନୁଗୁଳ: ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଆହ୍ୱାନ କ୍ରମେ ଆଜି ଅନୁଗୁଳ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଙ୍ଘର ସମାପ୍ତ ସଦସ୍ୟ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ନିଜର ସମୂହ ସର୍ତ୍ତମୂଳକ ଇସ୍ତଫା ଅନୁଗୁଳ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା…

Continue Readingଶୁଣିଲେନି ସରକାର, ସମୂହ ଇସ୍ତଫା ଦେଲେ ଅନୁଗୁଳ ଜିଲ୍ଲା ପ୍ରାଣୀ ଚିକିତ୍ସକ

ଖୁସି ଖବର ! ସପ୍ତାହକୁ ୫ ଦିନ କାମ କରିବେ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ: ସପ୍ତାହକୁ ୫ ଦିନ କାମ କରିବେ ସରକାରୀ ବ୍ୟାଙ୍କ କର୍ମଚାରୀ। ଏନେଇ ଅନୁମତି ପ୍ରଦାନ କରିବାକୁ ସରକାର ବିଚାର କରୁଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏହାକୁ ଶୀଘ୍ର ମଞ୍ଜୁରୀ ଦେବାର ସମ୍ଭାବନା ରହିଛି। ଏନେଇ ବିଜ୍ଞପ୍ତି ମଧ୍ୟ ଶୀଘ୍ର ଜାରି ହେବ…

Continue Readingଖୁସି ଖବର ! ସପ୍ତାହକୁ ୫ ଦିନ କାମ କରିବେ ବ୍ୟାଙ୍କ କର୍ମଚାରୀ

୭ ଯାଏଁ ରାଜ୍ୟରେ କାଳବୈଶାଖୀ, ସୁରକ୍ଷିତ ଜାଗାରେ ଆଶ୍ରୟ ନେବାକୁ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଏମିତି ପାଗ ଆସନ୍ତା ୭ ତାରିଖ ଯାଏଁ ରହିବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ଓ ପବନର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

Continue Reading୭ ଯାଏଁ ରାଜ୍ୟରେ କାଳବୈଶାଖୀ, ସୁରକ୍ଷିତ ଜାଗାରେ ଆଶ୍ରୟ ନେବାକୁ ପରାମର୍ଶ

ନାଲକୋ କୋଇଲା ଖଣି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଲା ବିଜେପି ଟିମ୍, ନ୍ୟାୟ ପାଇଁ କଲା ଦାବି

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନାଲକୋ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରଜାଙ୍କ ସହ ଆଲୋଚନା କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ…

Continue Readingନାଲକୋ କୋଇଲା ଖଣି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଲା ବିଜେପି ଟିମ୍, ନ୍ୟାୟ ପାଇଁ କଲା ଦାବି

ବିଲରେ କାମ ତଦାରଖ କରିବା ବେଳେ ମୁଣ୍ଡରେ ପଡ଼ିଲା ଘଡ଼ଘଡ଼ି, ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

ଖମାର : ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ସହରଗୁରୁଜାଙ୍ଗ ଗ୍ରାମରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କ ଜୀବନ ଯାଇଛି। ସୂଚନା ମୁତାବକ, ଆଜି ପ୍ରାୟ ୪ ଟା ବେଳେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ଓ ଧନୁ ଦେହୁରୀ ନିକଟସ୍ଥ…

Continue Readingବିଲରେ କାମ ତଦାରଖ କରିବା ବେଳେ ମୁଣ୍ଡରେ ପଡ଼ିଲା ଘଡ଼ଘଡ଼ି, ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

କଲେଜ କ୍ୱାର୍ଟରରୁ ଲୁଟ୍ ମାମଲା: ଚୋରି ସାମଗ୍ରୀ ଜବତ, ୭ଙ୍କୁ କୋର୍ଟଚାଲାଣ କଲା ପୋଲିସ

ଅନୁଗୁଳ: ଅନୁଗୁଳ କଲେଜ କ୍ୱାର୍ଟରରୁ ଚୋରି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ନଗଦ ଟଙ୍କା ସହ ଜିନିଷ ଜବତ କରାଯାଇଛି। ସୂଚନା ମୁତାବକ, ଭାନୁପ୍ରିୟା ନନ୍ଦ ଅନୁଗୁଳ କଲେଜ କ୍ଵାର୍ଟର ନମ୍ବର…

Continue Readingକଲେଜ କ୍ୱାର୍ଟରରୁ ଲୁଟ୍ ମାମଲା: ଚୋରି ସାମଗ୍ରୀ ଜବତ, ୭ଙ୍କୁ କୋର୍ଟଚାଲାଣ କଲା ପୋଲିସ

ମେଡିକାଲ ସାମନା ରାସ୍ତା ନୋ ପାର୍କିଂ ଜୋନ ଘୋଷିତ

ଅନୁଗୁଳ: ଅନୁଗୁଳ ମେଡିକାଲ ସାମନା ରାସ୍ତାର ପ୍ରାୟ ୫୦ ମିଟର ରାସ୍ତାକୁ ପ୍ରଶାସନ ପକ୍ଷରୁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି। ସଂଜୀବନି ମାର୍କେଟର ଏହି ଅଂଶରେ ଲୋକ ମାନେ ମନ ଇଛା ଗାଡି ପାର୍କିଂ କରିବାରୁ ଆମ୍ବୁଲାନ୍ସ ଯିବା ଆସିବାରେ…

Continue Readingମେଡିକାଲ ସାମନା ରାସ୍ତା ନୋ ପାର୍କିଂ ଜୋନ ଘୋଷିତ

ସାମାନ୍ୟ ଏସି ପାଇଁ ପୁଣି ଗଲା ଜଣେ ନବବଧୂର ଜୀବନ, ଛାତି ପିଟି କାନ୍ଦୁଛି ଅସହାୟ ବାପା

ଅନୁଗୁଳ: ସାମାନ୍ୟ ଏସି ପାଇଁ ପୁଣି ଗଲା ଜଣେ ନବବିବାହିତାର ଜୀବନ। ଅନୁଗୁଳ ଜିଲ୍ଲାରୁ ବଧୂ ହତ୍ୟା ନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ବାପା। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ସାନ ଜୋରଡ଼ା ଗ୍ରାମର ଦୁଲ୍ଲଭ…

Continue Readingସାମାନ୍ୟ ଏସି ପାଇଁ ପୁଣି ଗଲା ଜଣେ ନବବଧୂର ଜୀବନ, ଛାତି ପିଟି କାନ୍ଦୁଛି ଅସହାୟ ବାପା

ଆମ ଡାକ୍ତରଖାନା ଯୋଜନାରେ ଛେଣ୍ଡିପଦାକୁ ସାମିଲ କରିବା ଦାବି, ତହସିଲ ଅଫିସ ଘେରିଲେ ଶତାଧିକ ମହିଳା

ଛେଣ୍ଡିପଦା: ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଆମ ହସ୍ପିଟାଲ ଯୋଜନାରୁ ବାଦ କରାଯିବା ପ୍ରତିବାଦରେ ଗତ ମାସ ୨୦ ତାରିଖରୁ ସ୍ଥାନୀୟ ଲୋକମାନେ ଆନ୍ଦୋଳନ ଚଳାଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ…

Continue Readingଆମ ଡାକ୍ତରଖାନା ଯୋଜନାରେ ଛେଣ୍ଡିପଦାକୁ ସାମିଲ କରିବା ଦାବି, ତହସିଲ ଅଫିସ ଘେରିଲେ ଶତାଧିକ ମହିଳା