ଡରାଇଲାଣି ଖରା: ୪୦ ଡିଗ୍ରୀରେ ସିଝିଲା ସହର
ଅନୁଗୁଳ: ଆଜି ଅନୁଗୁଳ ସହରର ତାପମାତ୍ରା ୪୦ ଡିଗ୍ରୀ ଓଆର କରିଯାଇଛି। ଆଜିର ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀରେ ପହଞ୍ଚି ଥିଲା। ପ୍ରଚଣ୍ଡ ଖରା ଯୋଗୁଁ ସକାଳ ୯ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ। ଖରା ଯୋଗୁଁ…
ଅନୁଗୁଳ: ଆଜି ଅନୁଗୁଳ ସହରର ତାପମାତ୍ରା ୪୦ ଡିଗ୍ରୀ ଓଆର କରିଯାଇଛି। ଆଜିର ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀରେ ପହଞ୍ଚି ଥିଲା। ପ୍ରଚଣ୍ଡ ଖରା ଯୋଗୁଁ ସକାଳ ୯ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ। ଖରା ଯୋଗୁଁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ଅରାହାଟ ଶିକ ସାହିରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଜଣେ ବ୍ୟକ୍ତି ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି। ଫଳରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ବାହାରେ…
ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ହିପଦା ଥାନା ଅଞ୍ଚଳର ଜଣେ ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସୋମବାର ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ମାସରେ ଛେଣ୍ଡିପଦା ଥାନା ଅଞ୍ଚଳରୁ ଜଣେ ୧୬ ବର୍ଷର…
ଅନୁଗୁଳ:ଅନୁଗୁଳ ଟାଉନ୍ ପୋଲିସକୁ ମଳିଛି ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ହାଟରୁ ମୋବାଇଲ ଚୋରି କରୁଥିବା ଏକ ୫ ଜଣିଆ ଗ୍ୟାଙ୍ଗକୁ ରବିବାର କାବୁ କରିବାରେ ସଫଳ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଅନୁଗୁଳ ସାପ୍ତାହିକ ହାଟରେ ନିମାଇଁ…
ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଜିଲ୍ଲା ସ୍ତରୀୟମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୪୬ଟି ଅଭିଯୋଗରୁ ୪୨ଟି ବ୍ୟକ୍ତିଗତ ଓ…
ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା କର୍ଣ୍ଣପୁର ଗାଁ ଦେଇ ଯାଇଥିବା ନାଲକୋର ନିଜସ୍ୱ ରେଳ ପଥକୁ ଆଜି ଜମିହାର ପ୍ରଜା ଓ ନାଲକୋ ସ୍ପୋନ୍ସର LAP ITI କ୍ଷତିଗ୍ରସ୍ତ ପ୍ରଜା ସଂଘ ଅବରୋଧ କରିଛନ୍ତି। ୧୨ ଘଣ୍ଟା ଧରି…
ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)ର ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସୋମବାରଠୁ ଆରମ୍ଭ ହୋଇ ୨୨ ତାରିଖରେ ସରିବ। ଖାତା ମୂଲ୍ୟାୟନ ପାଇଁ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍…
ଛେଣ୍ଡିପଦା: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଡିଜିଟାଲ କର୍ମଶାଳା ଆୟୋଜିତ ହୋଇଛି। ବୈଠକରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ବିଜୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ନିଶାରେ ୪ଟି ଥାନା ଅଞ୍ଚଳରେ ଚୋରି କରି ପୋଲିସ ନିଦ ହଜାଇ ଦେଇଥିବା ପାଞ୍ଚ ଜଣ ନାବାଳକଙ୍କ ସମେତ ଚାରି ଚୋରକୁ ବନ୍ତଳା ପୋଲିସ ଗିରଫ କରିଛି। ସେମାନଙ୍କ…
ଅନୁଗୁଳ: ରାଜ୍ୟସ୍ତରୀୟ ନୋଟାରୀ ମହାସଂଘର ସପ୍ତମ ଅଧିବେଶନ ରାଜ୍ୟ ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କ ସଭାପତିତ୍ବରେ ସ୍ଥାନୀୟ ସଭାଘରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ମୁଖ୍ୟବକ୍ତା ଭାବରେ ତାଳଚେରର ବିଧାୟକ ବ୍ରଜକିଶୋର…