ଅନୁଗୁଳ ବସ୍ ମାଲିକ ସଂଘର ନିର୍ବାଚନ

ଅନୁଗୁଳ: ଆଜି ଅନୁଗୋଳର ଏକ ହୋଟେଲରେ ଅନୁଗୁଳ ଜିଲ୍ଲା ବସ୍ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମାନସ କୁମାର ସାମଲ ସଭାପତି,କଲ୍ଲୋଳ କୁମାର ସାହୁ ଉପସଭାପତି,ସନ୍ତୋଷ କୁମାର ମିଶ୍ର ସମ୍ପାଦକ, ସୁଦୀପ୍ କୁମାର ଗଡ଼ନାୟକ ସହ ସମ୍ପାଦକ…

Continue Readingଅନୁଗୁଳ ବସ୍ ମାଲିକ ସଂଘର ନିର୍ବାଚନ

ଆଜି ଅନୁଗୁଳରେ ବର୍ଷର ସର୍ବୋଚ୍ଚ ତାପମାତ୍ରା

ଅନୁଗୁଳ: ଆଜି ଅନୁଗୁଳର ତାପମାତ୍ରା ପୂର୍ବର ସବୁ ରେକର୍ଡକୁ ଟପି ଯାଇଛି। ଆଜି ଅନୁଗୁଳର ତାପମାତ୍ରା ୪୪.୭ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଥିଲା। ଏଭଳି ତାପମାତ୍ରାରେ ଅନୁଗୁଳର ଜନଜୀବନ ଦୁର୍ବିସହ ହୋଇଯାଇଥିଲା। ସକାଳ ୯ ଟା ପରେ ଏବଂ ସନ୍ଧ୍ୟା ୬…

Continue Readingଆଜି ଅନୁଗୁଳରେ ବର୍ଷର ସର୍ବୋଚ୍ଚ ତାପମାତ୍ରା

ତୁଟୁନି ବିଜୁଳି ସମସ୍ୟା: ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବିକ୍ଷୋଭ

ଅନୁଗୁଳ: ସ୍ଥାନୀୟ ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାର ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ନେତୃତ୍ୱରେ ବିଜୁଳି ବିଭ୍ରାଟ ସମସ୍ୟା ନେଇ ଅମଲାପଡା ସ୍ଥିତ ବିଦ୍ୟୁତ୍…

Continue Readingତୁଟୁନି ବିଜୁଳି ସମସ୍ୟା: ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବିକ୍ଷୋଭ

ଟାଟା ଷ୍ଟିଲରେ ଦୁର୍ଘଟଣା ପ୍ରସଙ୍ଗ: ଉଚ୍ଚସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନର ଦାବି

ବଅଁରପାଳ: ସ୍ଥାନୀୟ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାକୁ ନେଇ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଏକ ମନୁଷ୍ୟକୃତ ଦୁର୍ଘଟଣା ବୋଲି ୟୁନିଅନ କହିବା ସହ ଏଥିପାଇଁ ଦାୟୀ ଟାଟା…

Continue Readingଟାଟା ଷ୍ଟିଲରେ ଦୁର୍ଘଟଣା ପ୍ରସଙ୍ଗ: ଉଚ୍ଚସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନର ଦାବି

ତିନି ଅନୁଗୁଳିଆଙ୍କୁ ମିଳିବ ରାଜଧାନୀ ପୁସ୍ତକ ମେଳା ପୁରସ୍କାର

ଅନୁଗୁଳ: ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ୨୦୨୦,୨୦୨୧ ଓ ୨୦୨୨ ମସିହା ପାଇଁ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ମସିହା ପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ,ସୁ ବକ୍ତା ତଥା ଆଦର୍ଶ ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ…

Continue Readingତିନି ଅନୁଗୁଳିଆଙ୍କୁ ମିଳିବ ରାଜଧାନୀ ପୁସ୍ତକ ମେଳା ପୁରସ୍କାର

ଗେଲ ଇଣ୍ଡିଆର ଏକ ଗ୍ୟାସ ସବ ଷ୍ଟେସନରୁ ହେଉଛି ଗ୍ୟାସ ଲିକେଜ, ଯାତାୟାତ ଠପ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପିଙ୍ଗୁଆ ଗ୍ରାମରେ ନିର୍ମାଣ ହୋଇଥିବା ଗେଲ ଇଣ୍ଡିଆର ଏକ ଗ୍ୟାସ ସବ ଷ୍ଟେସନରୁ ଆଜି ଗ୍ୟାସ ଲିକେଜ ହୋଇଛି। ଏହି ଲିକେଜ ପରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନାଯୋଗ୍ୟ ଯେ ଧାମରାରୁ ବୋକାରୋକୁ ପାଇପ…

Continue Readingଗେଲ ଇଣ୍ଡିଆର ଏକ ଗ୍ୟାସ ସବ ଷ୍ଟେସନରୁ ହେଉଛି ଗ୍ୟାସ ଲିକେଜ, ଯାତାୟାତ ଠପ୍

ପୂର୍ବ ଶତ୍ରୁତାରୁ ଗୁଳି ମାଡ଼: ଯୁବକ ମୃତ, ଅଭିଯୁକ୍ତ ଫେରାର

ଅନୁଗୁଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରେଞ୍ଜର ଭୋଇ। ରେଞ୍ଜର ଭୋଇଙ୍କ ଘରେ ସେହି ଗ୍ରାମର ମଙ୍ଗୁଳୁ ଭୋଇ ପଶି…

Continue Readingପୂର୍ବ ଶତ୍ରୁତାରୁ ଗୁଳି ମାଡ଼: ଯୁବକ ମୃତ, ଅଭିଯୁକ୍ତ ଫେରାର

ପାଣି ପାଇଁ ୨ କିଲୋମିଟର ଯାତ୍ରା, ଅତିଷ୍ଠ ହୋଇ ରାସ୍ତା ଅବରୋଧ କଲେ ମୁଣ୍ଡା ବଜାର ବସ୍ତି ବାସିନ୍ଦା; ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

ଅନୁଗୁଳ: ସ୍ଥାନୀୟ ତାଳଚେର ବ୍ଲକ ଏଫ.ସି.ଆଇ କାରଖାନା ନିକଟରେ ଥିବା ମୁଣ୍ଡା ବଜାରରେ ପାଣି ସମସ୍ୟା ଉତ୍କଟ ହୋଇଛି। ଏଣୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଆଜି ଅନୁଗୁଳ- ତାଳଚେର ରାସ୍ତାକୁ ଅବରୋଧ କରିଥିଲେ। ଏହି ଅଞ୍ଚଳ ଏଫ.ସି.ଆଇ…

Continue Readingପାଣି ପାଇଁ ୨ କିଲୋମିଟର ଯାତ୍ରା, ଅତିଷ୍ଠ ହୋଇ ରାସ୍ତା ଅବରୋଧ କଲେ ମୁଣ୍ଡା ବଜାର ବସ୍ତି ବାସିନ୍ଦା; ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

ଅନୁଗୁଳର ବଣମଲ୍ଲି ଝରିଗଲା: ପରଲୋକରେ ଭିନ୍ନକ୍ଷମ ଲେଖିକା ବି ନିରୁପମା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଣମଲ୍ଲି ଛେଣ୍ଡିପଦା ଥାନା ଅନ୍ତର୍ଗତ ମାମୁରିଆ ଗାଁର ଭିନ୍ନକ୍ଷମ ଲେଖିକା ବି ନିରୁପମାଙ୍କ ଆଜି ୪୨ ବର୍ଷ ବୟସରେ ପରଲୋକ ଘଟିଛି। ନିରୁପମା ଆମ ଜିଲ୍ଲାର ହେଲେନ କେଲର କହିଲେ ଅତ୍ୟୁକ୍ତି ହେବ ନାହିଁ। ବାପା ଭୁବନେଶ୍ବର…

Continue Readingଅନୁଗୁଳର ବଣମଲ୍ଲି ଝରିଗଲା: ପରଲୋକରେ ଭିନ୍ନକ୍ଷମ ଲେଖିକା ବି ନିରୁପମା

ଟାଟା ଷ୍ଟିଲ କାରଖାନାରେ ଗ୍ୟାସ ଲିକ,୧୯ ଆହତ

ଅନୁଗୁଳ: ଆଜି ଦିନ ପ୍ରାୟ ଗୋଟାଏ ବେଳେ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ କାରଖାନାରେ ବ୍ଲାଷ୍ଟ୍ ଫର୍ଣେସ ୨ର ପାଇପ ଲାଇନ୍ ରେ ଉତ୍ତପ୍ତ ଗ୍ୟାସ ଲିକ୍ କରିବାରୁ ସେଠାରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ପୋଡ଼ି ଗୁରୁତର ଆହତ…

Continue Readingଟାଟା ଷ୍ଟିଲ କାରଖାନାରେ ଗ୍ୟାସ ଲିକ,୧୯ ଆହତ