ପାନୀୟ ଜଳ ଯୋଗାଣରେ ଅନିୟମିତତା: ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ବଅଁରପାଳ ଓ ଅନୁଗୁଳ ବ୍ଲକର ଶତାଧିକ ମହିଳା ଓ ପୁରୁଷ

ଅନୁଗୁଳ: ପାନୀୟ ଜଳ ଯୋଗାଣରେ ଅନିୟମିତତା ନେଇ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକର ଦୁଇ ଗାଁ ମହୀଧରପୁର ଏବଂ ପରତରା ଗାଁର ଶତାଧିକ ମହିଳା ପୁରୁଷ ଓ ଅନୁଗୁଳ ବ୍ଲକ ଶାବଳଭଙ୍ଗା ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର…

Continue Readingପାନୀୟ ଜଳ ଯୋଗାଣରେ ଅନିୟମିତତା: ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ବଅଁରପାଳ ଓ ଅନୁଗୁଳ ବ୍ଲକର ଶତାଧିକ ମହିଳା ଓ ପୁରୁଷ

୧୨୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ହେଲା ଅବକାରୀ ବିଭାଗର ଟାର୍ଗେଟରେ ଥିବା ବ୍ରାଉନସୁଗାର ବେପାରୀ ଅନିଲ ସାହୁ ଧରାପଡ଼ିଛି। ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ସୂଚନା ଅନୁସାରେ,…

Continue Reading୧୨୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

କାର ଧକ୍କାରେ ମହିଳା ମୃତ: କାରରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

ଅନୁଗୁଳ: ରବିବାର ସନ୍ଧ୍ୟାରେ ବଅଁରପାଳ ଥାନା ମହୀଧରପୁର ନିକଟରେ କାର (OD02BT476) ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ମହୀଧରପୁର ଗାଁର ଲକ୍ଷ୍ମୀ ପ୍ରଧାନ। ଲକ୍ଷ୍ମୀ ଚାଲି ଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା କାରଟି ତାଙ୍କୁ…

Continue Readingକାର ଧକ୍କାରେ ମହିଳା ମୃତ: କାରରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ, ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ପରାମର୍ଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଜିଲ୍ଲାର ଉପଖଣ୍ଡ ଓ ୮ଟି ବ୍ଲକ ୨ଟି ପୌରପାଳିକା ଗୋଟିଏ…

Continue Readingଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ, ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜଭୁତ କରିବାକୁ ଗୁରୁ ମନ୍ତ୍ର ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ

ଅନୁଗୁଳ: ଅନୁଗୁଳ ସଦର ମହକୁମା ସ୍ଥିତ ଜିଲ୍ଲା ସଭାଘର ପରିସରରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଛି। ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ…

Continue Readingମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜଭୁତ କରିବାକୁ ଗୁରୁ ମନ୍ତ୍ର ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ

ନୂଆଦିଲ୍ଲୀରେ ଅନୁଗୁଳର ସୁସ୍ୱାଦୁ ଆମ୍ବର ମଜା ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଚାଖିଲେ ଆମ୍ରପାଲି, ମଲ୍ଲିକା ଆମ୍ବ

ଅନୁଗୁଳ: ନୂଆଦିଲ୍ଲୀରେ ଅନୁଗୁଳର ସୁସ୍ୱାଦୁ ଆମ୍ବର ମଜା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିଲ୍ଲୀକୁ ଆସୁଥିବା ଏହି ଆମ୍ବର ଅନନ୍ୟ ସ୍ୱାଦ ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୋର…

Continue Readingନୂଆଦିଲ୍ଲୀରେ ଅନୁଗୁଳର ସୁସ୍ୱାଦୁ ଆମ୍ବର ମଜା ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଚାଖିଲେ ଆମ୍ରପାଲି, ମଲ୍ଲିକା ଆମ୍ବ

ତାଳଚେର ବିଧାୟକଙ୍କ ପିତୃ ବିୟୋଗ: ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପିତୃ ବିୟୋଗରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି, ତାଳଚେର ବିଧାୟକଙ୍କ ପିତା ଭାରତୀୟ ସେନା ବାହିନୀର ପୂର୍ବତନ…

Continue Readingତାଳଚେର ବିଧାୟକଙ୍କ ପିତୃ ବିୟୋଗ: ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ନେଲେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗାଁରେ ଅନୁଗୁଳ ବନ ବିଭାଗ ଏବଂ ରାମେଶ୍ୱର ୟୁଥ୍ କ୍ଲବ ମିଳିତ ସହଯୋଗରେ ମହିଳାମାନଙ୍କୁ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ଦିଆଯାଇଛି। ଏହା ଦ୍ୱାରା ବହୁ ମହିଳା ଉପକୃତ ହେବେ। ସୂଚନାଯୋଗ୍ୟ ଯେ,…

Continue Readingଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ନେଲେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଦ୍ୱାବିଂଶ ଶୈଳ ଶ୍ରୀକ୍ଷେତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଅନୁଗୁଳ: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ଶୈଳ ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରା ୩୦ ଜୁନ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଓ ତାର ପ୍ରସ୍ତୁତି ନେଇ ମନ୍ଦିର ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ…

Continue Readingଦ୍ୱାବିଂଶ ଶୈଳ ଶ୍ରୀକ୍ଷେତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜିଲିଣ୍ଡା ରେଞ୍ଜ ସାତକୋଶିଆ ଜଙ୍ଗଲ କଟରଙ୍ଗ ସେକ୍ସନ ଭିଲେଜ ଏରିଆର ବାଙ୍କଧର ବିଟ ଅଞ୍ଚଳରେ ଆଜି ଏକ ଗୁଳିବିଦ୍ଧ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ହାତୀର ଡାହାଣ କାନ ପାଖରେ ଗୁଳି ବାଜିଛି।…

Continue Readingସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ