ନିଶାର୍ଦ୍ଧରେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ମା’ ଅଗ୍ନିରୂପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ତାଳଚେର : ରବିବାର ନିଶାର୍ଦ୍ଧରେ ତାଳଚେରର ଅଧୀଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପଶ୍ଚାତ୍ ଭାଗ ତଥା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ଚାରିଶହ ମିଟର ଦୂରରେ ଅବସ୍ଥିତ ଅରା ବାଉଁଶ ବଣି…

Continue Readingନିଶାର୍ଦ୍ଧରେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ମା’ ଅଗ୍ନିରୂପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

୭ ବର୍ଷ ହେଲା ମିଳୁନି ଶୁଦ୍ଧ ଜଳ, ପାଣି ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାନ୍ତରାପୁରର ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନ୍ତରାପୁର 'ଖ' ପଞ୍ଚାୟତ ସାନ୍ତରାପୁର ଗାଁର ମହିଳା ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପାଣି ସମସ୍ୟା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ବସୁଧା ଯୋଜନାରେ ଗାଁକୁ ପାଇପ ସଂଯୋଗ ହୋଇଛି। କିନ୍ତୁ ଦୀର୍ଘ ୭-୮ ବର୍ଷ ହେବ…

Continue Reading୭ ବର୍ଷ ହେଲା ମିଳୁନି ଶୁଦ୍ଧ ଜଳ, ପାଣି ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାନ୍ତରାପୁରର ମହିଳା

ଅନୁଗୁଳ ଓକିଲ ସଂଘର ନିର୍ବାଚନ: ଦିଲୀପ ସଭାପତି, ହିମାଂଶୁ ସଂପାଦକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଦିଲୀପ ସାହୁ ପୁଣି ଥରେ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ଶ୍ରୀ ସାହୁ ୭୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଲଗାତାର ଚତୁର୍ଥ ଥର ପାଇଁ…

Continue Readingଅନୁଗୁଳ ଓକିଲ ସଂଘର ନିର୍ବାଚନ: ଦିଲୀପ ସଭାପତି, ହିମାଂଶୁ ସଂପାଦକ

୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ୨ ଶିକ୍ଷକଙ୍କୁ ୫ ବର୍ଷ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ୨ ଶିକ୍ଷକଙ୍କୁ ଶନିବାର ଅନୁଗୁଳ ଆଡହକ୍ ଫାଷ୍ଟ ଟ୍ରାକ୍ କୋର୍ଟରେ ୫ ବର୍ଷ ସଶ୍ରମ କାରାଦଣ୍ଡସହ ୫ ହଜାର ଟଙ୍କା ଜରିମାନା ଦେବାକୁ…

Continue Reading୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ୨ ଶିକ୍ଷକଙ୍କୁ ୫ ବର୍ଷ କାରାଦଣ୍ଡ
Read more about the article ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଉଦ୍ୟମ ମାମଲା: ଛେଣ୍ଡିପଦା ଜେଏମଏଫସି କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସୁକାନ୍ତ
Law Judge Gavel And Legality Symbol

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଉଦ୍ୟମ ମାମଲା: ଛେଣ୍ଡିପଦା ଜେଏମଏଫସି କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସୁକାନ୍ତ

ଛେଣ୍ଡିପଦା: ମହିଳାଙ୍କୁ ଅସଦାଚରଣ ଓ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ମାମଲାର ଶୁଣାଣି କରି ଛେଣ୍ଡିପଦା ଜେଏମଏଫସି କୋର୍ଟ ପୁରୁଣାଗଡ଼ ଗ୍ରାମର ସୁକାନ୍ତ ଗଡ଼ନାୟକକୁ ଏକ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୧୦ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।…

Continue Readingମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଉଦ୍ୟମ ମାମଲା: ଛେଣ୍ଡିପଦା ଜେଏମଏଫସି କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସୁକାନ୍ତ

ସାତକୋଶିଆରେ ରାଜ୍ୟର ପ୍ରଥମ ପକ୍ଷୀ ଗଣନା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଥମ ଥର ପାଇଁ ପକ୍ଷୀ ଗଣନା କରାଯାଇଥିଲା। ଓଡ଼ିଶା ଓ ଓଡ଼ିଶା ବାହାରର ପକ୍ଷୀ ବିଜ୍ଞାନର ଛାତ୍ର ଛାତ୍ରୀ ଓ ଏଫଇଏସର କର୍ମକର୍ତ୍ତା ଏହି ଗଣନାରେ ଅଂଶ ଗ୍ରହଣ କରିଥିଲେ।…

Continue Readingସାତକୋଶିଆରେ ରାଜ୍ୟର ପ୍ରଥମ ପକ୍ଷୀ ଗଣନା

ରାହୁଲ ଗାନ୍ଧୀଙ୍କୁ ଜେଲ ଦଣ୍ଡକୁ ବିରୋଧ, ଅନୁଗୁଳ ଜିଲ୍ଲା କଂଗ୍ରେସର ପ୍ରତିବାଦ

ଅନୁଗୁଳ: ଏକ ମାମଲାରେ ସୁରତର କୋର୍ଟ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ରାହୁଲକୁ ଅଗଣତାନ୍ତ୍ରିକ ଉପାୟରେ ବଦନାମ କରିବା ଉଦ୍ଦେଶ୍ୟରେ ବିଜେପି ନ୍ୟାୟପାଳିକାକୁ ହାତ ବାରିଶି କରିଛି ବୋଲି ଅଭିଯୋଗ କରି ଆଜି ଜିଲ୍ଲା…

Continue Readingରାହୁଲ ଗାନ୍ଧୀଙ୍କୁ ଜେଲ ଦଣ୍ଡକୁ ବିରୋଧ, ଅନୁଗୁଳ ଜିଲ୍ଲା କଂଗ୍ରେସର ପ୍ରତିବାଦ

ରାସ୍ତାରେ ଏଣେତେଣେ ପାର୍କିଂ କଲେ ଗଣିବେ ତଣ୍ଡ, ଉଭୟ ଗାଡ଼ି ଚାଳକ ଓ ବ୍ୟବସାୟୀଙ୍କୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରାସ୍ତାର ଉଭୟ ପାର୍ଶ୍ଵରେ ସଠିକ ଢଙ୍ଗରେ ପାର୍କିଂ କରାଇବା ପାଇଁ ପ୍ରଶସ୍ତ ଜାଗା ଛାଡ଼ିବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ପାର୍କିଂ କରିବା ଦ୍ବାରା ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ହେବା ସହିତ ବହୁତ…

Continue Readingରାସ୍ତାରେ ଏଣେତେଣେ ପାର୍କିଂ କଲେ ଗଣିବେ ତଣ୍ଡ, ଉଭୟ ଗାଡ଼ି ଚାଳକ ଓ ବ୍ୟବସାୟୀଙ୍କୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଜାତୀୟ ରାଜପଥରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର କାଣ୍ଡସର ବିଦ୍ୟାଳୟ ସାମ୍ନାରୁ ଗୁରୁବାର ଅପରାହ୍ନରେ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଛି। ସୂଚନା ମୁତାବକ, ବଅଁରପାଳ ବ୍ଲକ୍ ଅନ୍ତର୍ଗତ ତୁଳସୀପାଳ ଗାଁର କମଳିନି ସ୍ବୟଂ ସହାୟକ…

Continue Readingଜାତୀୟ ରାଜପଥରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍

ଜମି ସୀମାକୁ ନେଇ ବିବାଦରୁ ରକ୍ତପାତ: ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ବଡ଼ହିଂସର ଗାଁରେ ଜମି ବାଡ଼ି ବିବାଦକୁ ନେଇ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବଡ଼ହିଂସର ଗାଁର…

Continue Readingଜମି ସୀମାକୁ ନେଇ ବିବାଦରୁ ରକ୍ତପାତ: ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମୃତ, ୨ ଗୁରୁତର