କିଶୋରନଗର ବିଡିଓଙ୍କ ବିଜ୍ଞାପନରେ ବିଜେଡି ଚିହ୍ନକୁ ବିଜେପିର ବିରୋଧ, ଜିଲ୍ଲାପାଳଙ୍କୁ ଭେଟି କଲା ଅଭିଯୋଗ

ଅନୁଗୁଳ: ଅନୁଗୁଳ କିଶୋରନଗର ବିଡିଓ ଓଡିଶା ସରକାରୀ କର୍ମଚାରୀ ସର୍ଭିସ କୋଡ଼ ୧୯୫୯କୁ ଉଲ୍ଲଙ୍ଘନ କରି ବିଜେଡି ଦଳର ଚିହ୍ନ ଲଗାଇ ବିଜ୍ଞାପନ ଦେଇଥିବା ଏବଂ ଜିଲ୍ଲାର ଅନ୍ୟାନ୍ୟ ସମସ୍ୟା ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସଭାପତି ଦିଲେଶ୍ୱର…

Continue Readingକିଶୋରନଗର ବିଡିଓଙ୍କ ବିଜ୍ଞାପନରେ ବିଜେଡି ଚିହ୍ନକୁ ବିଜେପିର ବିରୋଧ, ଜିଲ୍ଲାପାଳଙ୍କୁ ଭେଟି କଲା ଅଭିଯୋଗ

ଧୁମଧାମରେ ପାଳିତ ହେଲା ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ, ଫିଟନେସର ଶପଥ ନେଲେ କର୍ମଚାରୀ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀମାନେ ଫିଟନେସର ଶପଥ ନେବା ସହ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ ପାଳନ କରିଛନ୍ତି। ଏ ଅବସରରେ କର୍ମଚାରୀ ଏବଂ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ନିମନ୍ତେ ଫିଟନେସର ଗୁରୁତ୍ବ ସଂପର୍କିତ…

Continue Readingଧୁମଧାମରେ ପାଳିତ ହେଲା ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ, ଫିଟନେସର ଶପଥ ନେଲେ କର୍ମଚାରୀ

ପୋଲିସ ଦ୍ୱାରା ନିର୍ଯାତିତ ପାଳଲହଡା ଆଦିତ୍ୟଙ୍କୁ ନ୍ୟାୟ ଦାବି, ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ଅନୁଗୁଳ: ପୋଲିସ ଦ୍ୱାରା ନିର୍ଯାତିତ ପାଳଲହଡ଼ାର ଆଦିତ୍ୟ ଓ ତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ଵରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଘଟଣାର ତଦନ୍ତ ସହିତ ଆଦିତ୍ୟଙ୍କ ପରିବାରକୁ ନ୍ୟାୟ…

Continue Readingପୋଲିସ ଦ୍ୱାରା ନିର୍ଯାତିତ ପାଳଲହଡା ଆଦିତ୍ୟଙ୍କୁ ନ୍ୟାୟ ଦାବି, ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

୭ ଦିନ ପରେ ଗାଁକୁ ଫେରିଲା ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ଶବ, ଓଡ଼ିଶା ଓ କେରଳ ସରକାରଙ୍କୁ ଧନ୍ୟବାଦ ଦେଲେ ପରିବାର ବର୍ଗ

ଆଠମଲ୍ଲିକ: ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ୯ ନମ୍ବର ୱାର୍ଡ ବାସିନ୍ଦା ପାଣୁ କଉଡ଼ିଙ୍କ ପୁଅ ଅଭିଳାଷ କଉଡି (୩୦)ଙ୍କ ମୃତ ଦେହ କେରଳରୁ ଓଡ଼ିଶା ଆସିଛି। ଉଭୟ କେରଳ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଦାଦନ ଖଟିବାକୁ ଯାଇଥିବା ଅଭିଳାଷର…

Continue Reading୭ ଦିନ ପରେ ଗାଁକୁ ଫେରିଲା ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ଶବ, ଓଡ଼ିଶା ଓ କେରଳ ସରକାରଙ୍କୁ ଧନ୍ୟବାଦ ଦେଲେ ପରିବାର ବର୍ଗ

ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ବିଧାୟକ

ଅନୁଗୁଳ: ଆଜି ଦିନ ପ୍ରାୟ ଦଶଟା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଅନୁଗୁଳ ଗସ୍ତରେ ଆସୁଥିବାବେଳେ କର୍ଣ୍ଣପୁର ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇ ରାସ୍ତା କଡ଼ରେ ପଡିଥିବାର ଦେଖିଥିଲେ। ବିଧାୟକ ଶ୍ରୀ ପ୍ରଧାନ ଏହା…

Continue Readingଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ବିଧାୟକ

ରାତି ପାହିଲେ ହୋଇଥାନ୍ତା ବିବାହ: ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଗଲା ବର ଜୀବନ

ଅନୁଗୁଳ: ସରିଥିଲା ସବୁ ପ୍ରସ୍ତୁତି। ହୋଲି ସରିଥିଲେ ପରଦିନ ହୋଇଥାନ୍ତା ରୀତିନୀତି ଅନୁଯାୟୀ ବିବାହ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ବାହା ହୋଇ ବୋହୂକୁ ସସମ୍ମାନେ ଘରକୁ ଆଣିବା ପୂର୍ବରୁ ଚାଲିଗଲା ବର ନିଶା ବେହେରାର ଜୀବନ। ପୁରୁଣାକୋଟ ଥାନା…

Continue Readingରାତି ପାହିଲେ ହୋଇଥାନ୍ତା ବିବାହ: ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଗଲା ବର ଜୀବନ

ଅନୁଗୁଳରେ ହୋଲି: ଦୁର୍ଘଟଣାରେ ୫୦ରୁ ଅଧିକ ଆହତ

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ରଙ୍ଗର ପର୍ବ ହୋଲି ଆପାତତଃ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲେ ମଧ୍ୟ ବିଭିନ୍ନ ରାସ୍ତାରେ ସଡକ ଦୁର୍ଘଟଣା ଘଟି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସହରବାସୀ ବିଶେଷ କରି ଘର ଭିତରେ ଅତି…

Continue Readingଅନୁଗୁଳରେ ହୋଲି: ଦୁର୍ଘଟଣାରେ ୫୦ରୁ ଅଧିକ ଆହତ

ଛୋଟ ଚାଷୀଙ୍କ ମୁହଁରେ ହସ ଫୁଟାଉଛି ତରଭୁଜ

ଅନୁଗୁଳ: ଖରା ଦିନ ଆସିଲେ ଆମ୍ବ ଓ ତରଭୁଜ କଥା ପ୍ରଥମେ ମନକୁ ଆସେ।ବର୍ତ୍ତମାନ ଅନୁଗୁଳ ମାର୍କେଟରେ ରାୟପୁର,ମୁମ୍ବାଇ,କଲିକତା ତରଭୁଜ ଭର୍ତି ହୋଇଗଲାଣି। ପୂର୍ବରୁ ଅନୁଗୁଳ ଜିଲ୍ଲାରେ ତରଭୁଜ ଚାଷକୁ କେହି ଗୁରୁତ୍ବ ଦେଉନଥିଲେ।ଏବେ ଉଦ୍ୟାନ କୃଷି ବିଭାଗ ଅନୁଗୁଳ ପକ୍ଷରୁ…

Continue Readingଛୋଟ ଚାଷୀଙ୍କ ମୁହଁରେ ହସ ଫୁଟାଉଛି ତରଭୁଜ

ଗଣ୍ଠିଗାଡ଼ିଆରେ ୫ ଘଣ୍ଟା ଧରି ତାଣ୍ଡବ ରଚିଲା ଦନ୍ତା, ଖବର ଦେବା ପରେ ବି ଆସିଲେନି ବନ କର୍ମଚାରୀ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ପଞ୍ଚାୟତର ଗଣ୍ଠିଗାଡ଼ିଆ ଗାଁରେ ପଶି ୫ ଘଣ୍ଟା ଉତ୍ପାତ ହୋଇଛି ହାତୀ। ହାତୀ ତାଣ୍ଡବରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗାଁର ଅନିଲ ବିଶ୍ଵାଳ, ସୁମନ୍ତ ସାହୁ, ସନ୍ତୋଷ ସାହୁ, ସଞ୍ଜୟ…

Continue Readingଗଣ୍ଠିଗାଡ଼ିଆରେ ୫ ଘଣ୍ଟା ଧରି ତାଣ୍ଡବ ରଚିଲା ଦନ୍ତା, ଖବର ଦେବା ପରେ ବି ଆସିଲେନି ବନ କର୍ମଚାରୀ

୨୦୨୨-୨୩ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କଲା ଏମସିଏଲ, ଶୁଭେଚ୍ଛା ଜଣାଇଲେ ଅଧ୍ୟକ୍ଷ

ତାଳଚେର: ଏମସିଏଲ ନିଜର ରେକର୍ଡ ଉତ୍ପାଦନ ଜାରି ରଖିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି କରି ୧୭୬ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ପାର କରିଛି। ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି.ସିଂହ…

Continue Reading୨୦୨୨-୨୩ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କଲା ଏମସିଏଲ, ଶୁଭେଚ୍ଛା ଜଣାଇଲେ ଅଧ୍ୟକ୍ଷ