ସାମାନ୍ୟ କଥାରୁ ହତ୍ୟା: ଯୁବକକୁ ନିସ୍ତୁକ ମାଡ଼ ପରେ ପୋଖରୀରେ ଫିଙ୍ଗି ମାରିଦେଇଥିବା ଅଭିଯୋଗ
ଅନୁଗୁଳ: ଝିମିଟି ଖେଳରୁ ମହାଭାରତ। ସାମାନ୍ୟ କଥାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ସୌମ୍ୟ ରଞ୍ଜନ ବେହେରା। ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୦ ଟା…



