ନର୍ସିଂ ଓ ପାରାମେଡିକାଲ ଠିକା କର୍ମଚାରୀ ନିଯୁକ୍ତିରେ ଚଞ୍ଚକତା, ଭିଜିଲାନ୍ସ ତଦନ୍ତ ଦାବିରେ ଗଣଧାରଣା
ଅନୁଗୁଳ: ସ୍ଥାନୀୟ ବଳରାମପ୍ରସାଦସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ରେ ନବନିର୍ମିତ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବା ପରେ ବିଭିନ୍ନ ପଦପଦବୀରେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ପଦାରେ ପଡ଼ି ଦାଣ୍ଡରେ ଗଡ଼ୁଛି।ବିଶେଷକରି ନର୍ସିଂ ଅର୍ଡରଲି ପଦବୀରେ ନକଲି ଅଭିଜ୍ଞତା ପ୍ରମାଣ ପତ୍ର ଦେଇଥିବା…




