ସହରର ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ଉ, ସିଲ୍ କରିବା ସହ ମୋଟାଅଙ୍କର ଜରିମାନା ଆଦାୟ କଲା ଟିମ୍
ଅନୁଗୁଳ: ଅନୁଗୁଳ ବହୁମୁଖୀ ଶୃଙ୍ଖଳାଗତ ଟିମ୍ ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ବାସି ଖାଦ୍ୟ ବିକୁଥିବା ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଦେଉଥିବା କାରଣରୁ ୩ଟି ଦୋକାନ ସିଲ୍ ହୋଇଥିଲା ବେଳେ ୫ଟି ଦୋକାନରୁ ୩୩ ହଜାର…
