ଛେଣ୍ଡିପଦା ଜେଏମଏଫସି ଅଦାଲତର ୫ମ ପ୍ରତିଷ୍ଠା ଉତ୍ସବ: ସମସ୍ତେ ମିଳିମିଶି କାମ କରିବା ଉପରେ ଗୁରୁତ୍ୱାରୋପ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ୫ମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଓକିଲ ସଂଘର ସଭାଗୃହରେ ପାଳିତ ହୋଇଛି। ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ନଗେନ ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ…

Continue Readingଛେଣ୍ଡିପଦା ଜେଏମଏଫସି ଅଦାଲତର ୫ମ ପ୍ରତିଷ୍ଠା ଉତ୍ସବ: ସମସ୍ତେ ମିଳିମିଶି କାମ କରିବା ଉପରେ ଗୁରୁତ୍ୱାରୋପ

ସହର ସାରା ଚର୍ଚ୍ଚା ଚୌକି ପାଇଁ ଚୌକି ଗଲା!

ଅନୁଗୁଳ: ଅନୁଗୁଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କୁ ଅତର୍କିତ ବଦଳି କରାଯାଇଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ଆଜି ଅତର୍କିତ ଏହି ବଦଳି ଆଦେଶ ଜାରି କରିଛି। ଶ୍ରୀ ମଲ୍ଲିକଙ୍କ ଅନୁଗୁଳ କାର୍ଯ୍ୟକାଳ ସରି ସରି ଆସୁଥିଲା।…

Continue Readingସହର ସାରା ଚର୍ଚ୍ଚା ଚୌକି ପାଇଁ ଚୌକି ଗଲା!

ଆଉ ସେୟାର କରିପାରିବେନି ନେଟ୍‌ଫ୍ଲିକ୍ସ ପାସ୍‌ୱାର୍ଡ, ନୂଆ ନିୟମ ଜାରି କଲା କମ୍ପାନୀ

ନେଟ୍‌ଫ୍ଲିକ୍ସ ହେଉଛି ଏକ ଲୋକପ୍ରିୟ ଓଟିଟି ପ୍ଲାଟ୍‌ଫର୍ମ। ଏଥିରେ ଅନେକ ଫିଲ୍ମ, ସିରିଜ୍‌ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ନେଟ୍‌ଫ୍ଲିକ୍ସକୁ ନେଇ ଖବର ଆସୁଛି ଯେ, ନେଟ୍‌ଫ୍ଲିକ୍ସ ଆକାଉଣ୍ଟର ପାସ୍‌ୱାର୍ଡକୁ ଆଉ ସେୟାର କରି ହେବନି। ଏବେ ଦେଶରେ ସମସ୍ତ ନେଟ୍‌ଫ୍ଲିକ୍ସ…

Continue Readingଆଉ ସେୟାର କରିପାରିବେନି ନେଟ୍‌ଫ୍ଲିକ୍ସ ପାସ୍‌ୱାର୍ଡ, ନୂଆ ନିୟମ ଜାରି କଲା କମ୍ପାନୀ

ଫିସ୍ ଦେବାରେ ବିଳମ୍ବ ହେବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତିନି ଘଣ୍ଟା ଖରାରେ ଛିଡ଼ା କଲେ ସ୍କୁଲ କର୍ତ୍ତୃପକ୍ଷ!

ଅନୁଗୁଳ: ଅନୁଗୁଳ ସହର ସିମିଳିପଡ଼ା ନିକଟ ରାଣୀଗୁଡ଼ା ପମ୍ପ ହାଉସ ଠାରେ ଥିବା ଓମ ବିଦ୍ୟା ମନ୍ଦିରରେ ପଢ଼ୁଥିବା ଜଣେ ଛାତ୍ରୀ ସ୍କୁଲ ଫିସ ଦେବାରେ ବିଳମ୍ବ କରିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ଖରାରେ ଠିଆ କରିଦେଇଥିବା ନେଇ ଖବର ସାମ୍ନାକୁ…

Continue Readingଫିସ୍ ଦେବାରେ ବିଳମ୍ବ ହେବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତିନି ଘଣ୍ଟା ଖରାରେ ଛିଡ଼ା କଲେ ସ୍କୁଲ କର୍ତ୍ତୃପକ୍ଷ!

କଥା ରଖିଲେ ଫାଇଭ ଟି ସଚିବ: ବାସ୍କେଟବଲ ଟିମ୍‌ ପିଲାଙ୍କ ପାଇଁ ପଠାଇଲେ ଉପହାର

ଅନୁଗୁଳ: କଥା ରଖିଲେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ। ଫାଇଭ ଟି ସଚିବ ଅନୁଗୁଳ ଜିଲ୍ଲା ଗସ୍ତ ବେଳେ ନିକଟସ୍ଥ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏ ଅବସରରେ ସେ ବିଦ୍ୟାଳୟ ସମ୍ମୁଖରେ ଥିବା ବାସ୍କେଟବଲ…

Continue Readingକଥା ରଖିଲେ ଫାଇଭ ଟି ସଚିବ: ବାସ୍କେଟବଲ ଟିମ୍‌ ପିଲାଙ୍କ ପାଇଁ ପଠାଇଲେ ଉପହାର

ଜେଏସପି ଫାଉଣ୍ଡେସନ ତରଫରୁ ମେଧାବୃତ୍ତି ଘୋଷଣା: ଆପଣ ବି ଉଠାଇପାରିବେ ଲାଭ, ଜାଣନ୍ତୁ କେମିତି

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପ୍ରତିଷ୍ଠାତା ଓମ ପ୍ରକାଶ ଜିନ୍ଦଲଙ୍କ ସ୍ମୃତିରେ ଜେଏସପି ଫାଉଣ୍ଡେସନ ତରଫରୁ ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ଛାତ୍ର ଛାତ୍ରୀମାନଙ୍କ (EWMS) ପାଇଁ - ଓପି ଜିନ୍ଦଲ ଷ୍ଟାର ଏବଂ ଓପି ଜିନ୍ଦଲ…

Continue Readingଜେଏସପି ଫାଉଣ୍ଡେସନ ତରଫରୁ ମେଧାବୃତ୍ତି ଘୋଷଣା: ଆପଣ ବି ଉଠାଇପାରିବେ ଲାଭ, ଜାଣନ୍ତୁ କେମିତି

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ଦେଲେ ଆହ୍ୱାନ

ଅନୁଗୁଳ: ଲୋକସଭା ପ୍ରବାସ ଯୋଜନାରେ ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଦୁଇଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଏ ଅବସରରେ ସେ ସାମାଜିକ ଗଣମାଧମ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ…

Continue Readingଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ଦେଲେ ଆହ୍ୱାନ

ଅଙ୍କ ସାର୍‌ଙ୍କ ବିଧା ମାଡ଼ରେ ଛାତ୍ର ଗୁରୁତର

ଅନୁଗୁଳ: ବଲାସିଂହା ଉଚ୍ଚ ବିଦ୍ୟାଳୟର ଅଙ୍କ ସାର୍‌ଙ୍କ ବିଧା ମାଡ଼ରେ ଆଜି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଅଙ୍କ ସାର୍‌ ପ୍ରଧାନ ବାବୁ କ୍ଲାସରେ ଅଙ୍କ ଦେଇଥିଲେ କରିବା ପାଇଁ କ୍ଲାସର…

Continue Readingଅଙ୍କ ସାର୍‌ଙ୍କ ବିଧା ମାଡ଼ରେ ଛାତ୍ର ଗୁରୁତର

ପ୍ରତିଶ୍ରୁତି ରଖିଲେ ୫-ଟି ସଚିବ: ମହାବିଦ୍ୟାଳୟର ରୂପାନ୍ତରଣ ପାଇଁ ୧୫୦ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ପ୍ରତିଶ୍ରୁତି ରଖିଲେ ୫-ଟି ସଚିବ। ଅନୁଗୁଳ ଜିଲ୍ଲାକୁ ଗସ୍ତ ସମୟରେ ୫-ଟି ସଚିବ ୪୭ ଟି କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତରକରଣ କରାଯିବ ବୋଲି ଘୋଷଣା କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଏହା ଉପରେ ମୋହର ମାରି ୧୫୦ କୋଟି…

Continue Readingପ୍ରତିଶ୍ରୁତି ରଖିଲେ ୫-ଟି ସଚିବ: ମହାବିଦ୍ୟାଳୟର ରୂପାନ୍ତରଣ ପାଇଁ ୧୫୦ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ମନରେଗା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ଛେଣ୍ଡିପଦାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଆର୍ଥିକ ବର୍ଷ ୨୦୨୨-୨୩ର ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ…

Continue Readingମନରେଗା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ଛେଣ୍ଡିପଦାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର