ବଢ଼ିଲା ଗୃହରକ୍ଷୀମାନଙ୍କ ଭତ୍ତା

ଭୁବନେଶ୍ବର: ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…

Continue Readingବଢ଼ିଲା ଗୃହରକ୍ଷୀମାନଙ୍କ ଭତ୍ତା

ଭାରତର ପ୍ରଥମ ଯାତ୍ରୀବାହୀ ଡ୍ରୋନ ‘ବରୁଣ’, ନୌସେନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ :ଦେଶର ପ୍ରଥମ ଯାତ୍ରୀବାହୀ ଡ୍ରୋନ ବରୁଣ। ପୁଣେର ଏକ ଷ୍ଟାର୍ଟଅପ ସାଗର ଡିଫେନ୍ସ ଇଂଜିନିୟରିଂ କମ୍ପାନି ଭାରତୀୟ ନୌସେନା ପାଇଁ ନିର୍ମାଣ କରିଛି। ଏହାର ବିଶେଷତା ହେଉଛି ଏଥିରେ ଜଣେ ଯାତ୍ରୀ ବସି ପାରିବେ, କିନ୍ତୁ କେହି ପାଇଲଟ ରହିବେ…

Continue Readingଭାରତର ପ୍ରଥମ ଯାତ୍ରୀବାହୀ ଡ୍ରୋନ ‘ବରୁଣ’, ନୌସେନା ପାଇଁ ପ୍ରସ୍ତୁତ

ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଭୋଗବେରୋଣୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜାଲ ପ୍ରାଣପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଶୁକ୍ରବାର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଭୋଗବେରୋଣୀ…

Continue Readingଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ଅଭିଯୋଗ

ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରାକୃତିକ ଆର୍ଦ୍ରଭୂମି ବା ରାମସର୍ ସାଇଟରେ ମାନ୍ୟତା ପାଇଛି। ଅଗଷ୍ଟ ୩ ତାରିଖରେ ବିଧିବଧ ଭାବେ କେନ୍ଦ୍ର ପରିବେଶ, ଜଂଗଲ ଓ ଜଳବାୟୁ ମନ୍ତ୍ରାଳୟ ଏହା ଘୋଷଣା କରିବା…

Continue Readingଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ଭୋଟର ତାଲିକା ପ୍ରସ୍ତୁତି ନେଇ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଭୋଟର ତାଲିକା ପ୍ରସ୍ତୁତି ନେଇ ଏକ ବୈଠକ ବୁଧବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଶୋଧିତ ଭୋଟର ପଞ୍ଜିକରଣ…

Continue Readingଭୋଟର ତାଲିକା ପ୍ରସ୍ତୁତି ନେଇ ବୈଠକ

୬୦୦ କୋଟି ଟପିଲା ୟୁପିଆଇ କାରବାର

ନୂଆଦିଲ୍ଲୀ: ଚଳିତବର୍ଷ ଜୁଲାଇ ମାସରେ ପ୍ରଥମ ଥର ପାଇଁ ୬୦୦ କୋଟି ଟପିଛି ଦେଶରେ ୟୁପିଆଇ (ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ) କାରବାର। ଦେଶରେ ଡିଜିଟାଲ କାରବାର ପାଇଁ ୨୦୧୬ ଅଗଷ୍ଟରେ ୟୁପିଆଇ ଆରମ୍ଭ ହୋଇଥିଲା। ଜୁନ ତୁଳନାରେ ୟୁପିଆଇ କାରବାର ସଂଖ୍ୟା…

Continue Reading୬୦୦ କୋଟି ଟପିଲା ୟୁପିଆଇ କାରବାର

ଅନିର୍ଦ୍ଦିଷ୍ଟ କାଳ ପାଇଁ ଜନଗଣନାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଜନଗଣନା କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏ ନେଇ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଦେଶରେ ଜନଗଣନାକୁ ସମକାଳୀନ ତାଲିକାକୁ ଆଣିବା ଏବଂ ରାଜ୍ୟ ସରକାରମାନଙ୍କୁ ଜନଗଣନା…

Continue Readingଅନିର୍ଦ୍ଦିଷ୍ଟ କାଳ ପାଇଁ ଜନଗଣନାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା

ଡିଜିଟାଲ ଡିସପେନସାରି ସ୍ଥାପନ କରିବ ଏମସିଏଲ

ତାଳଚେର: ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଏକ ଉତ୍ସାହପ୍ରଦ ପଦକ୍ଷେପ ସ୍ୱରୂପ ମହାନଦୀ କୋଲଫିଲଡସ ଲିମିଟେଡ (ଏମସିଏଲ) ଏହାର ଡିସପେନସାରୀଗୁଡ଼ିକୁ ଡିଜିଟାଲ ଡିସପେନସାରୀରେ ପରିବର୍ତନ କରି ସେଠାରେ ଟେଲି ମେଡିସିନ ଟର୍ମିନାଲ ଏବଂ ଭିଡିଓ କନଫରେନ୍ସିଂ…

Continue Readingଡିଜିଟାଲ ଡିସପେନସାରି ସ୍ଥାପନ କରିବ ଏମସିଏଲ

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା; ୧୮ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ୧୮ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର…

Continue Reading୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା; ୧୮ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ପୁଣି ମାତିଲେଣି ଡିକି ଲୁଟେରା, ଆଜି ଦିନ ଦ୍ବିପ୍ରହରରେ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

ତାଳଚେର: ଜିଲ୍ଲାରେ ପୁଣି ମାତିଲେଣି ଡିକି ଲୁଟେରା। ଆଜି ତାଳଚେର ହାଟତୋଟା ବଜାରର ଜନ ଗହଳିପୂର୍ଣ୍ଣ ସ୍ଥାନରୁ ନିମିଷକ ମଧ୍ୟରେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ଥାନାରେ…

Continue Readingପୁଣି ମାତିଲେଣି ଡିକି ଲୁଟେରା, ଆଜି ଦିନ ଦ୍ବିପ୍ରହରରେ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା