ତାଳଚେର ସରକାରୀ ମେଡିକାଲ୍ କଲେଜକୁ ସରକାର ପରିଚାଳନା ନ କଲେ ଏପ୍ରିଲ ୧ ରେ ବନ୍ଦ ହେବ ସହର
ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍କୁ କାର୍ଯ୍ୟକାରୀ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠା ବାର୍ଷିକୀରେ ଏକ ସଚେତନ ନାଗରିକ ସମାବେଶ ମେଡିକାଲ୍ କଲେଜ୍ ସମ୍ମୁଖରେ ଅନୁଷ୍ଠିତ ହୋଇଛି। ଆବାହକ ପଦ୍ମଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ତାଳଚେର ମେଡିକାଲ୍…



