ବିଳମ୍ବିତ ରାତିରେ ଝିଅଙ୍କୁ କମେଣ୍ଟ କରୁଥିବା ରୋଡ ରୋମିଓଙ୍କୁ ଧରି ନିର୍ଦ୍ଧୁମ୍ ଛେଚିଲା ପୋଲିସ, ୬ ଅଟକ

ଅନୁଗୁଳ: ରୋଡ ରୋମିଓଙ୍କୁ ଆଉ ନିସ୍ତାର ନାହିଁ। ରାସ୍ତାରେ ଯୁବତୀଙ୍କୁ କମେଣ୍ଟ କରୁଥିବା ୬ ଜଣ ରୋଡ୍‌ ରୋମିଓଙ୍କୁ ଆଜି ରାତି ପ୍ରାୟ ୯ଟା ବେଳେ ସ୍ଥାନୀୟ ପୋଲିସ ଉଠାଇ ନେଇଛି। ସୂଚନା ମୁତାବକ, ଆଜି ବିଳମ୍ବିତ ରାତିରେ ଅନୁଗୁଳ ଶଙ୍କର…

Continue Readingବିଳମ୍ବିତ ରାତିରେ ଝିଅଙ୍କୁ କମେଣ୍ଟ କରୁଥିବା ରୋଡ ରୋମିଓଙ୍କୁ ଧରି ନିର୍ଦ୍ଧୁମ୍ ଛେଚିଲା ପୋଲିସ, ୬ ଅଟକ

ଅନୁଗୁଳ ମେଡିକାଲରୁ ପୁଣି ରୋଗୀ ଫେରାର

ଅନୁଗୁଳ: ସବୁବେଳେ ଦାୟିତ୍ୱରେ ଅବହେଳା ପାଇଁ ବିବାଦ ଘେରରେ ଥିବା ଅନୁଗୁଳ ମେଡିକାଲରୁ ଗତ ଶୁକ୍ରବାର ସନ୍ଧ୍ୟାରେ ଆଉ ଜଣେ ରୋଗୀ ପଳାଇ ଥିବା ଜଣା ପଡ଼ିଛି। ମେଲ ମେଡ଼ିସିନ ୱାର୍ଡରେ ଥିବା ଏହି ଅଜଣା ରୋଗୀ ଯାହାର କେହି ସହାୟକ…

Continue Readingଅନୁଗୁଳ ମେଡିକାଲରୁ ପୁଣି ରୋଗୀ ଫେରାର

କୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସ: ଏମସିଏଲ ପୁରସ୍କୃତ, କୋଇଲା ଉତ୍ପାଦନ ପାଇଁ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ସମ୍ମାନିତ

ତାଳଚେର : ୪୮ତମ କୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ସୁରକ୍ଷା, ସିଏସଆର, ବିକାଶ ଏବଂ ସ୍ୱଚ୍ଛତା ଆଦିରେ ଉତ୍ତମ ଯୋଗଦାନ ପାଇଁ ମହାନଦୀ କୋଲଫିଲ୍‌ଡସ ଲିଃ (ଏମସିଏଲ) ପୁରସ୍କୃତ ହୋଇଛି। କୋଲକାତାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର କୋଇଲା, ଖଣି…

Continue Readingକୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସ: ଏମସିଏଲ ପୁରସ୍କୃତ, କୋଇଲା ଉତ୍ପାଦନ ପାଇଁ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ସମ୍ମାନିତ

ଅଙ୍ଗନବାଡି ଚାଉଳ ହେରଫେର: ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ନାଁ ରେ ଥାନାରେ ମାମଲା

ଅନୁଗୁଳ: ଅଙ୍ଗନବାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ହେରାଫେରି ଅଭିଯୋଗରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ବିରୁଦ୍ଧରେ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ। ମିଳିଥିବା ସୂଚନା ଅନୁସାରେ ୨୦୧୬-୧୭ ଓ ୨୦୧୮-୧୯…

Continue Readingଅଙ୍ଗନବାଡି ଚାଉଳ ହେରଫେର: ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ନାଁ ରେ ଥାନାରେ ମାମଲା

ଟ୍ରକ ମାଲିକ ସଂଘ ସାଧାରଣ ବୈଠକ: ସଭା ଛାଡି ପଳାଇଲେ ସଭାପତି

ଅନୁଗୁଳ: ଆଜି ଅନୁଗୁଳ ଟ୍ରକ ମାଲିକ ସଂଘର ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନର ନିର୍ଦେଶରେ ହୋଇଥିବା ଏହି ସ୍ୱତନ୍ତ୍ର ବୈଠକ ବେଶ ହୁଲସ୍ତୁଲ ହୋଇଥିଲା। ବୈଠକ ପାଇଁ ସଭାପତି ଓ ସମ୍ପାଦଙ୍କ ଗୋଷ୍ଠୀ ଅଲଗା ବୈଠକ କରି ରଣନୀତି…

Continue Readingଟ୍ରକ ମାଲିକ ସଂଘ ସାଧାରଣ ବୈଠକ: ସଭା ଛାଡି ପଳାଇଲେ ସଭାପତି

ବାଜିରାଉତ କପ ଫୁଟବଲ: ଗୋଆ,ହାଇଦ୍ରାବାଦ,ରାଜସ୍ଥାନ ବିଜୟୀ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ବାଜି ରାଉତ କପ ଜାତୀୟ ଫୁଟବଲ ପ୍ରତିଯୋଗୀତା ତିନୋଟି କ୍ୱାଟରଫାଇନାଲ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ମ୍ୟାଚରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ…

Continue Readingବାଜିରାଉତ କପ ଫୁଟବଲ: ଗୋଆ,ହାଇଦ୍ରାବାଦ,ରାଜସ୍ଥାନ ବିଜୟୀ

ଦିନିକିଆ ଛେଣ୍ଡିପଦା ଗସ୍ତରେ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ କଲେ ସମୀକ୍ଷା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳକୁ ଦିନିକିଆ ଗସ୍ତ କରି ସରକାରଙ୍କ ବହୁ ପ୍ରକଳ୍ପର ପରିଦର୍ଶନ କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି. ବୃନ୍ଦା। ନିର୍ଦ୍ଦେଶିକା ପ୍ରଥମେ ନିଶା ପଞ୍ଚାୟତର ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ।…

Continue Readingଦିନିକିଆ ଛେଣ୍ଡିପଦା ଗସ୍ତରେ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ କଲେ ସମୀକ୍ଷା

ଫଳକ ରାଜନୀତି ! ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର

ଆଠମଲ୍ଲିକ : ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର। ପ୍ରଥମେ ଏନଏସି ଅଧ୍ୟକ୍ଷା ଆସି ଥରେ ଫିତା କାଟିଲେ ଆଉ ଆଜି ୨ ମାସ ପରେ ପୁଣିଥରେ ବିଧାୟକ ନୂଆ ଫଳକ ଲଗାଇ କୋଠ ଘରକୁ ଉଦଘାଟନ…

Continue Readingଫଳକ ରାଜନୀତି ! ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର

୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲର ସମୀକ୍ଷା ପାଇଁ ମନିଟରିଂ କମିଟି ଗଠିତ

ତାଳଚେର: ତାଳଚେରରେ ଆରମ୍ଭ ହେବାକୁ ଥିବା ୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିମନ୍ତେ ଏକ ମନିଟରିଂ କମିଟି ଗଠନ କରାଯାଇଛି। ଏହି କମିଟି ମେଡିକାଲରେ ଦରକାର ଥିବା ଭିତ୍ତିଭୂମି, ଉପକରଣର ମୂଲ୍ୟାଙ୍କନ ଏବଂ ତଦାରଖ କରିବ। ଏଠାରେ ଶିକ୍ଷାଦାନର ବ୍ୟବସ୍ଥା ରହିବ।…

Continue Reading୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲର ସମୀକ୍ଷା ପାଇଁ ମନିଟରିଂ କମିଟି ଗଠିତ

ମରାତିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ସିଡିଏମ୍ଓଙ୍କୁ ଦାବି କଲେ ୯ ପଞ୍ଚାୟତବାସୀ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ମରାତିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ନେଇ ସିଡିଏମଓଙ୍କୁ ଦାବି କରିଛନ୍ତି ପଞ୍ଚାୟତବାସୀ। ୯ ଟି ପଞ୍ଚାୟତର ଲୋକ ଆଜି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଲାଗି ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ,…

Continue Readingମରାତିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ସିଡିଏମ୍ଓଙ୍କୁ ଦାବି କଲେ ୯ ପଞ୍ଚାୟତବାସୀ