ଜିଲ୍ଲା ବିକାଶ, ସମନ୍ବୟ ଏବଂ ତଦାରଖ କମିଟିର ବୈଠକ: ଅଧା ରହିଥିବା କାମକୁ ତୁରନ୍ତ ସାରିବା ଉପରେ ଗୁରୁତ୍ୱାରୋପ
ଅନୁଗୁଳ: ଜିଲ୍ଲା ପରିଷଦ କାର୍ଯ୍ୟାଳୟ ୨ୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲ୍ଲା ବିକାଶ, ସମନ୍ବୟ ଏବଂ ତଦାରଖ କମିଟି (ଦିଶା)ର ଏକ ବୈଠକ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ୧୦ଗୋଟି ବିଷୟ ଯଥା-ଜଳଯୋଗାଣ…



