ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଅନୁଗୁଳକୁ ୬ ସ୍ଵର୍ଣ୍ଣ ଓ ୩ ରୌପ୍ୟ ପଦକ
ଅନୁଗୁଳ: ଚଳିତ ମାସ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କିଟ୍ ବିଶ୍ଵବିଦ୍ୟାଳୟ ଦୂତୀ ଚାନ୍ଦ ଷ୍ଟାଡିୟମ୍ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ବିଶେଷ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ଗୋବିନ୍ଦ ପାଣ୍ଡେ ୨୩ ବର୍ଷରୁ କମ୍…




