କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: କୁମ୍ଭୀର ଆକ୍ରମଣରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ ବୁଡିଆବାହାଲ ଗ୍ରାମର ଦେବେନ୍ଦ୍ର ନାୟକ ଆହତ ହୋଇଛନ୍ତି। ବୁଡ଼ିଆବାହାଲ ଗାଁ ପାଖ ନାଳକୁ ଦେବେନ୍ଦ୍ର ଓ ତାଙ୍କ ଦାଦା ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିଥିଲା ।…

Continue Readingକୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ବିଦ୍ୟୁତ ଆଘାତ ଯୋଗୁଁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ…

Continue Readingବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ଇନ୍ଦିରା ମାର୍କେଟରେ ନବଜାତ ଶିଶୁର ମୃତଦେହ

ଅନୁଗୁଳ: ଶୁକ୍ରବାର ଭୋର ସମୟରେ ଅନୁଗୁଳ ନିଉ ଡେଲି ମାର୍କେଟ ନିକଟ ଇନ୍ଦିରା ରେଡିମେଡ ବଜାର ନିକଟରେ ଏକ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଏହି ସଦ୍ୟଜାତ ଶିଶୁକୁ କେହି ଅଖାରେ ପୂରାଇ ଇଟା ଘୋଡାଇ ଦେଇଥିଲା। ସଫେଇ କର୍ମଚାରୀ…

Continue Readingଇନ୍ଦିରା ମାର୍କେଟରେ ନବଜାତ ଶିଶୁର ମୃତଦେହ

ପିଏମ୍ଏୱାଇ ଅନିୟମିତତା ନେଇ ବ୍ଲକ୍ ଘେରିଲା ବିଜେପି

ଅନୁଗୁଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗକରି ଅନୁଗୁଳ ଭାରତୀୟ ଜନତା ପାର୍ଟୀ ତରଫରୁ ସ୍ଥାନୀୟ ଅନୁଗୁଳ ଓ ବଅଁରପାଳ ବ୍ଲକ୍ କାର୍ଯ୍ୟ।ଳୟ ଘେରାଉ କରଯାଇଥିଲା। ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱର କରାଯାଇଥିବା ଏହି ଘେରାଓରେ…

Continue Readingପିଏମ୍ଏୱାଇ ଅନିୟମିତତା ନେଇ ବ୍ଲକ୍ ଘେରିଲା ବିଜେପି

ପାଉଡ଼ି ଭୂୟାଁ ପାଇବେ ୫ ହଜାର ଟଙ୍କା

ଅନୁଗୁଳ: ଓଡ଼ିଶାର ସମସ୍ତ ଜିଲ୍ଲାରେ ଥିବା ପାଉଡ଼ି ଭୂୟାଁମାନଙ୍କ ପାଇଁ ରାଜ୍ୟସରକାର ୫ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। କରୋନା ଯୋଗୁଁ ଗରିବ ଲୋକେ ଜୀବିକା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୁଧବାର ଏହି ଘୋଷଣା ସେମାନଙ୍କ ମଧ୍ୟରେ ଆନନ୍ଦ…

Continue Readingପାଉଡ଼ି ଭୂୟାଁ ପାଇବେ ୫ ହଜାର ଟଙ୍କା

ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ କଦମ ପଡିଆ ପରିଦର୍ଶନ

ଅନୁଗୁଳ: ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତା ଗୁରୁବାର ସ୍ଥାନୀୟ କଦମ ପଡିଆ ପରିଦର୍ଶନ କରିଛନ୍ତି l ଏହି ଅବସରରେ ନୂତନ ଭିତ୍ତିପ୍ରସ୍ତର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା…

Continue Readingଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ କଦମ ପଡିଆ ପରିଦର୍ଶନ

ଝଡ ତୋଫାନ ରେ ଗଛ ଡାଳ ଭାଙ୍ଗିଲା

ଅନୁଗୁଳ: ବୁଧବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଝଡ ତୋଫାନ ଯୋଗୁଁ ଅନୁଗୁଳ ସହର ର ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଏଥି ସହ ରାସ୍ତା କଡ଼ ବିଦ୍ୟୁତ ତାର ଛିଣ୍ଡି ଯିବାରୁ…

Continue Readingଝଡ ତୋଫାନ ରେ ଗଛ ଡାଳ ଭାଙ୍ଗିଲା

ଜିଲ୍ଲାର ସବୁ ବ୍ଲକ୍ ଘେରିବ ବିଜେପି

ଅନୁଗୁଳ: ପ୍ରଧାନମନ୍ତ୍ରୀ ଆବାସରେ ଅନିୟମିତତା ନେଇ ଜିଲ୍ଲାର ସବୁ ବ୍ଲକ୍‌ ଘେରିବ ବିଜେପି। ମଙ୍ଗଳବାର ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ରଣହୁଙ୍ଗାର ଦେଇଛନ୍ତି ବିଜେପି କର୍ମକର୍ତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଯୋଗୁଁ…

Continue Readingଜିଲ୍ଲାର ସବୁ ବ୍ଲକ୍ ଘେରିବ ବିଜେପି

୬ରୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍

ଅନୁଗୁଳ: କରୋନା କଟକଣା କୋହଳ ପରେ କେବଳ ଘରୋଇ ବସ୍ ନୁହଁ, ସରକାରୀ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ଅନୁଗୁଳ ସରକାରୀ ବସଷ୍ଟାଣ୍ଡ୍‌ରେ ଏକାଧିକ ବସ୍ ପୂର୍ବଭଳି ଛିଡ଼ା ହୋଇ ରହିଛନ୍ତି। ପୂର୍ବରୁ ଅନୁଗୁଳରୁ ୬ଟି ରୁଟ୍‌ରେ ଓଏସ୍‌ଆରଟିସିର ବସ୍…

Continue Reading୬ରୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍

୧୯ ସୋ’ରୁମ୍ ବନ୍ଦ କଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ସହରରେ ଥିବା ଛୋଟ ବଡ଼ ସପିଂ ମଲ୍‌ଗୁଡିକ କଟକଣାକୁ ଫୁ’ କରି ଦୋକାନ ଖୋଲୁଛନ୍ତି। ଯଦିଓ ଗ୍ରାହକମାନେ ମାସ୍କ ପିନ୍ଧୁଛନ୍ତି, ତଥାପି ଦୋକାନ ଭିତରେ ସାମାଜିକ ଦୂରତ୍ଵ ରହୁନି। କରୋନା କଟକଣା ଉଲଂଘନ ହେଉଛି ସରକାରୀ ଅନୁମତି ନଥିବାରୁ…

Continue Reading୧୯ ସୋ’ରୁମ୍ ବନ୍ଦ କଲା ପ୍ରଶାସନ