ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୁଲି ଦେଖିଲେ ତାଳଚେରର ବିଭିନ୍ନ ପ୍ରକଳ୍ପ

ଅନୁଗୁଳ/ତାଳଚେର: ତିନିଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗସ୍ତର ଅନ୍ତିମ ଦିନରେ ଶୁକ୍ରବାର ସେ ତାଳଚେରରେ ପହଞ୍ଚିଛନ୍ତି। ତାଳଚେରର ଅଧିଷ୍ଠାତ୍ରୀ ଅଗ୍ନିସ୍ଵରୂପା ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ…

Continue Readingମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୁଲି ଦେଖିଲେ ତାଳଚେରର ବିଭିନ୍ନ ପ୍ରକଳ୍ପ

ଚୁଲିକୁ ଗଲାଣି ଖେଳ: ନକଲି ଖେଳ ଶିକ୍ଷକ ମାଳମାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ନେଇ ଯେତେ ଯାହା କୁହା ଗଲେ ମଧ୍ୟ ଫଳାଫଳ ଆଖିଦୃଶିଆ ହୋଇପାରିନାହିଁ।ଜିଲ୍ଲା କ୍ରୀଡ଼ା ସଂସଦର ନିର୍ବାଚନ ହେଉନାହିଁ, ଯୁବ ଖେଳାଳୀ ମାନଙ୍କୁ ଗସ୍ତଖର୍ଚ୍ଚ, କିଟ୍ସ ମିଳୁନାହିଁ ହେଲେ ନକଲି ଖେଳ ଶିକ୍ଷକ ମାଳମାଳ ଜିଲ୍ଲାରେ…

Continue Readingଚୁଲିକୁ ଗଲାଣି ଖେଳ: ନକଲି ଖେଳ ଶିକ୍ଷକ ମାଳମାଳ

ଝାମୁ ଯାତ୍ରା ଦେଖିବାକୁ ଯାଇଥିଲେ, ସକାଳୁ ଗାଁ ପିଣ୍ଡିରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ଅନୁଗୁଳ:  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଜଣଙ୍କୁ ହତ୍ୟା। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗାଁର ସାଗର ପ୍ରଧାନ(୪୫)। ତାଙ୍କୁ ସେହି ଗାଁର ଗୋବିନ୍ଦ ସାଗରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ…

Continue Readingଝାମୁ ଯାତ୍ରା ଦେଖିବାକୁ ଯାଇଥିଲେ, ସକାଳୁ ଗାଁ ପିଣ୍ଡିରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ପ୍ରଭୁ ଶ୍ରୀ ହନୁମାନ ଓ ଆମ୍ବେଦକର ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୁଳ: କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅପରାହ୍ନରେ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହାପରେ ସେ ରାଣୀଗୋଡ଼ା ଦଳୀୟ କାର୍ଯ୍ୟାଳୟରେ…

Continue Readingପ୍ରଭୁ ଶ୍ରୀ ହନୁମାନ ଓ ଆମ୍ବେଦକର ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା: ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅନୁଗୁଳ/ କଟକ: ଅନୁଗୁଳର ବହୁ ଚର୍ଚ୍ଚିତ ଅଭିଜିତ ପଟ୍ଟନାୟକ(୨୮) ଆତ୍ମହତ୍ୟା ମାମଲାରେ ୪ ସପ୍ତାହ ମଧ୍ୟରେ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁଗୁଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରିପୋର୍ଟ ମୁତାବକ, ଅଭିଜିତ ଭାଲେଣ୍ଟାଇନ ଡେ ଦିନ…

Continue Readingଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା: ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୨୩ରେ ଜନ ଆନ୍ଦୋଳନ

ଅନୁଗୁଳ: ତାଳଚେର ମେଡିକାଲ୍ କଲେଜକୁ ସରକାର ପରିଚାଳନା କରିବା ଦାବିରେ ଆଜି ଏକ ବୈଠକ ସ୍ଥାନୀୟ ଘଣ୍ଟପଡା ୱାସେରୀ ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ସି.ଏସ୍.ଆର. ବିନିଯୋଗରେ ଏମ୍.ସି.ଏଲ୍. ପକ୍ଷରୁ ତାଳଚେରରେ ନିର୍ମିତ ମେଡିକାଲ୍ କଲେଜକୁ ସରକାର…

Continue Readingତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୨୩ରେ ଜନ ଆନ୍ଦୋଳନ

ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ବିଧାୟକ

ଭୁବନେଶ୍ୱର : ତାଳଚେର ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ। ଏ ଅବସରରେ ତାଳଚେର ମେଡିକାଲ କଲେଜକୁ ତୁରନ୍ତ…

Continue Readingଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ବିଧାୟକ

କଲବଲ କରୁଛି ଖରା: ଆହୁରି ୩ ଦିନ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର: କଲବଲ କରୁଛି ଖରା। ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମପ୍ରବାହ। ସିଝୁଛି ଓଡିଶା। ଆଜି ରାଜ୍ୟରେ ୧୨ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀରରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ସୋନପୁରରେ ବି…

Continue Readingକଲବଲ କରୁଛି ଖରା: ଆହୁରି ୩ ଦିନ ଗ୍ରୀଷ୍ମପ୍ରବାହ

ପାନୀୟ ଜଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଅନୁଗୁଳ: ପାନୀୟ ଜଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତର କୁଈଓ ଜଙ୍ଗଲ ମୌଜା ଏବଂ କୁଈଓ ଗ୍ରାମବାସୀ। ସେମାନଙ୍କ କହିବାନୁସାରେ, ପ୍ରଶାସନ ପକ୍ଷରୁ ଏବେ ଯାଏଁ ଗାଁକୁ ପିଇବା ପାଣି…

Continue Readingପାନୀୟ ଜଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳକୁ ଐତିହାସିକ ସଫଳତା

ଅନୁଗୁଳ: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାକୁ ତିନୋଟି ସ୍ବର୍ଣ୍ଣ, ଚାରୋଟି ସିଲଭର, ଚାରୋଟି ବ୍ରୋଞ୍ଜ ମେଡାଲ ମିଳିଛି। ଗୋବିନ୍ଦ…

Continue Readingରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳକୁ ଐତିହାସିକ ସଫଳତା