ହିଙ୍ଗୁଳାଙ୍କ ହୁଣ୍ଡିରୁ ସଂଗ୍ରହ ହେଲା ୪ ଲକ୍ଷ ୮୮ ହଜାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକ ସୋମବାର ଖୋଲା ଯାଇଥିଲା ବେଳେ ସେଥିରୁ ୪ ଲକ୍ଷ ୮୮ ହଜାର ଟଙ୍କା ସଂଗୃହୀତ ହୋଇଛି। ଟ୍ରଷ୍ଟୋର୍ଡ ସଦସ୍ୟ ରାଜେନ୍ଦ୍ର…

Continue Readingହିଙ୍ଗୁଳାଙ୍କ ହୁଣ୍ଡିରୁ ସଂଗ୍ରହ ହେଲା ୪ ଲକ୍ଷ ୮୮ ହଜାର

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗାଁରୁ ବାସନ୍ଦ ହୋଇଥିବା ୫ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଞ୍ଚଳର ଇଚ୍ଛାପୁର ଗାଁର ୫ ପରିବାରଙ୍କୁ ବାସନ୍ଦ କରାଯାଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ବାସନ୍ଦ ହୋଇଥିବା ଲୋକମାନେ ହେଲେ ସୁଧୀର କୁମାର ପ୍ରଧାନ, ଜଗନ୍ନାଥ ମାଝୀ, ନିତ୍ୟାନନ୍ଦ ମହାଳିକ, ଶରତ ସାହୁ, ଗୌତମ…

Continue Readingଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗାଁରୁ ବାସନ୍ଦ ହୋଇଥିବା ୫ ପରିବାର

ସରିଲା ଅନୁଗୁଳ ଜିଲ୍ଲା ମହୋତ୍ସବ: ତିନି ଦିନ ଧରି ମନଭରି ଝୁମିଲେ, ନାଚିଲେ ସହରବାସୀ

ଅନୁଗୁଳ: ସରିଲା ଜିଲ୍ଲା ମହୋତ୍ସବ। ଗତ ତିନି ଦିନ ଧରି ଅନୁଗୁଳରେ ଚାଲିଥିବା ଉତ୍ସବ ରବିବାର ଶେଷ ହୋଇଛି। ପ୍ରଶାସନ ଓ ସହରବାସୀଙ୍କ ସହଯୋଗରେ ସଫଳ ହୋଇଛି ୯ ମ ଅନୁଗୁଳ ଜିଲ୍ଲା ମହୋତ୍ସବ। ଏ ଅବସରରେ ଜିଲ୍ଲାର ସମସ୍ତ ବାସିନ୍ଦା…

Continue Readingସରିଲା ଅନୁଗୁଳ ଜିଲ୍ଲା ମହୋତ୍ସବ: ତିନି ଦିନ ଧରି ମନଭରି ଝୁମିଲେ, ନାଚିଲେ ସହରବାସୀ

ଅନୁଗୁଳ ମହୋତ୍ସବର ତୃତୀୟ ଦିବସ: ଆଜି ଅଭିଜିତ୍‌ ମଜୁମ୍‌ଦାରଙ୍କ ସହ ଝୁମାଇବାକୁ ଆସୁଛନ୍ତି ବଲିଉଡ୍‌ ସିଙ୍ଗର ସନ୍‌ମୁଖପ୍ରିୟା

ଅନୁଗୁଳ: ଦୀର୍ଘ ୨ ଦିନ ଧରି ସହରରେ ଚାଲିଥିବା ନାଚଗୀତର ଆସର ଆଜି ଶେଷ ହେଉଛି। ଆଜି ଅନୁଗୁଳ ମହୋତ୍ସବର ତୃତୀୟ ତଥା ଉଦ୍‌ଯାପନୀ ଦିବସ। ଶେଷ ଦିବସରେ ଅନୁଗୁଳବାସୀଙ୍କୁ ଝୁମାଇବାକୁ ଆସୁଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ସଂଗୀତକାର ତଥା…

Continue Readingଅନୁଗୁଳ ମହୋତ୍ସବର ତୃତୀୟ ଦିବସ: ଆଜି ଅଭିଜିତ୍‌ ମଜୁମ୍‌ଦାରଙ୍କ ସହ ଝୁମାଇବାକୁ ଆସୁଛନ୍ତି ବଲିଉଡ୍‌ ସିଙ୍ଗର ସନ୍‌ମୁଖପ୍ରିୟା

ଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନ: ଆଜି ସାତ ସୁରରେ ଭିଜାଇବେ ବଲିଉଡ୍‌ କଣ୍ଠଶିଳ୍ପୀ ସଚେତ୍‌ ଓ ପରମ୍ପରା

ଅନୁଗୁଳ: ଆଜି ଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ପାଇଁ ବି ବେଶ୍‌ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ। ଗତକାଲି ଷ୍ଟେବିନ୍‌ ବେନ୍‌ଙ୍କ ସଙ୍ଗୀତର ତାଳେ ତାଳେ ଝୁମିଥିବା ଦର୍ଶକେ ଆଜି ପୁଣି ଭିଜିବେ ସଚେତ୍‌ ଓ ପରମ୍ପରାଙ୍କ ଧୁନ୍‌ରେ।…

Continue Readingଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନ: ଆଜି ସାତ ସୁରରେ ଭିଜାଇବେ ବଲିଉଡ୍‌ କଣ୍ଠଶିଳ୍ପୀ ସଚେତ୍‌ ଓ ପରମ୍ପରା

ଆଜିଠୁ ଅନୁଗୁଳ ମହୋତ୍ସବ, ଆସୁଛନ୍ତି ଷ୍ଟେବିନ୍‌ ବେନ୍‌ ଓ ନାଭ୍ୟା ଜାଇତି

ଅନୁଗୁଳ: ଆଜିଠୁ ଆରମ୍ଭ ହେଉଛି ଅନୁଗୁଳ ମହୋତ୍ସବ। ଦୀର୍ଘ ୨ ବର୍ଷ ପରେ ଆଜି ପୁଣି ଝୁମିବେ ଅନୁଗୁଳବାସୀ। କରୋନା କଟକଣା ହଟିଥିବାରୁ ରହିବନି କୌଣସି ବାଧା ବନ୍ଧନ। ମତୁଆଲା ହେବେ ପିଲାଠୁ ବୁଢ଼ା ଯାଏଁ। ଏଥିପାଇଁ ପ୍ରସ୍ତୁତି ବି ସରିଲାଣି।…

Continue Readingଆଜିଠୁ ଅନୁଗୁଳ ମହୋତ୍ସବ, ଆସୁଛନ୍ତି ଷ୍ଟେବିନ୍‌ ବେନ୍‌ ଓ ନାଭ୍ୟା ଜାଇତି

ବିଜେପିର ଅନୁପମା ସାହୁ ହେଲେ ଅନୁଗୁଳ ପୌରଉପାଧ୍ୟକ୍ଷ, ବିଜେଡି ହାତେଇଲା ଆଠମଲ୍ଲିକ ଓ ତାଳଚେର

ଅନୁଗୁଳ: ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବିଜେପିର ଅନୁପମା ସାହୁ। ଦଳର ହାଇକମାଣ୍ଡ ମୋହର ମାରିବା ପରେ ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ଚଳିତ ପୌର…

Continue Readingବିଜେପିର ଅନୁପମା ସାହୁ ହେଲେ ଅନୁଗୁଳ ପୌରଉପାଧ୍ୟକ୍ଷ, ବିଜେଡି ହାତେଇଲା ଆଠମଲ୍ଲିକ ଓ ତାଳଚେର

ଅନୁଗୁଳବାସୀଙ୍କ ପାଇଁ ଖୁସି ଖବର ! ୧୦ ରୁ ଏହି ରୁଟ୍ ଦେଇ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍

ଅନୁଗୁଳ : ରାମ ନବମୀ ଅର୍ଥାତ୍ ଏପ୍ରିଲ ୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ। ଏହି ଏକ୍ସପ୍ରେସକୁ ପୁଣି ଥରେ ଚଳାଚଳ କରାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ ବିଭାଗ ପକ୍ଷରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (18303) ର…

Continue Readingଅନୁଗୁଳବାସୀଙ୍କ ପାଇଁ ଖୁସି ଖବର ! ୧୦ ରୁ ଏହି ରୁଟ୍ ଦେଇ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍

ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

ଅନୁଗୁଳ : କରୋନା ଯୋଗୁ ଗତ ୨ ବର୍ଷ ହେଲାଣି ବନ୍ଦ ଥିବା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି। ଏ ଅବସରରେ ଆଜି ଦେହୁରୀଙ୍କ ଘରୁ…

Continue Readingଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ମଙ୍ଗଳବାର ଅନୁଗୁଳ ଟାଉନ ଥାନାରେ  ଲିଖିତ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଯେ,…

Continue Readingଛାତ୍ରୀଙ୍କୁ ଅପହରଣ ଅଭିଯୋଗ