ଦୋକାନ ସିଲ୍, ୭ ହଜାର ଜରିମାନା ଆଦାୟ

ଅନୁଗୁଳ: ଜିଲ୍ଲାରେ ଦ୍ରୁତ ସଂକ୍ରମଣ ସତ୍ତ୍ଵେ ସାମାଜିକ ଦୂରତ୍ୱ ଓ ମାସ୍କକୁ ଗୁରୁତ୍ବ ଦେଉନାହାନ୍ତି। କଟକଣାରେ ମଧ୍ୟ ସହରର ବିଭିନ୍ନ ଦୋକାନରେ ଭିଡ଼ ଲାଗୁଛି। ସୋମବାର ପୂର୍ବାହ୍ନରେ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ହୋଇଥିଲା । ଅନୁଗୁଳ ଥାନା ପୁଲିସ୍‌ ପକ୍ଷରୁ…

Continue Readingଦୋକାନ ସିଲ୍, ୭ ହଜାର ଜରିମାନା ଆଦାୟ

ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କ ଯୋଗଦାନ

ଅନୁଗୁଳ: ଅନୁଗୁଳ ସିଡିଏମଓ ଭାବରେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି ଡ଼ା. ତ୍ରିଲୋଚନ ପ୍ରଧାନ। ବିଦାୟୀ ସିଡିଏମଓ ଡ଼ା. ଅଭୟ କୁମାର ଦାଶଙ୍କ ଠାରୁ ଆଜି ପୂର୍ବାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ଼ା. ପ୍ରଧାନ ପୂର୍ବରୁ ବୌଦ୍ଧ ସିଡିଏମଓ ଭାବରେ…

Continue Readingସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କ ଯୋଗଦାନ

ଆଣ୍ଟିଜେନ୍ କିଟ୍ ରଖି ଯୁବକ ଗିରଫ

ଅନୁଗୁଳ: ଆଣ୍ଟିଜେନ କିଟ୍ ମାଧ୍ୟମରେ ବାହାରେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ପାଖରୁ କିଛି ଆଣ୍ଟିଜେନ କିଟ୍ କବତ କରାଯାଇଛି। ଗିରଫ ଯୁବକ ଜଣଙ୍କ ହେଲେ ତୁରଙ୍ଗ ଗାଁର ସାଗର ପ୍ରଧାନ(୨୩ବର୍ଷ)। ପୁଲିସ ସୂଚନା…

Continue Readingଆଣ୍ଟିଜେନ୍ କିଟ୍ ରଖି ଯୁବକ ଗିରଫ

ଡା. ତ୍ରିଲୋଚନ ପ୍ରଧାନ ଅନୁଗୁଳର ନୂତନ ସିଡିଏମ୍ଓ

ଅନୁଗୁଳ: ବୌଦ୍ଧ ସିଡିଏମଓ ଡ଼ା. ତ୍ରିଲୋଚନ ପ୍ରଧାନଙ୍କର ଅନୁଗୁଳ ସିଡିଏମ୍ଓ ଭାବରେ ବଦଳି ହୋଇଛି। ସେହିପରି ଅନୁଗୁଳ ସିଡିଏମ୍ଓ ଡ଼ା ଅଭୟ କୁମାର ଦାଶଙ୍କୁ ବୌଦ୍ଧରେ ଅବସ୍ଥାପିତ କରାଯାଇଛି। ସଂପ୍ରତି କରୋନା କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିଚାଳନା ଗତ ଅବ୍ୟବସ୍ଥା…

Continue Readingଡା. ତ୍ରିଲୋଚନ ପ୍ରଧାନ ଅନୁଗୁଳର ନୂତନ ସିଡିଏମ୍ଓ

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅତ୍ୟାଧୁନିକ ଆମ୍ବୁଲାନ୍ସ

ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁଗୁଳ ଜିଲ୍ଲା ପାଇଁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଅନୁମୋଦନ କରିଛନ୍ତି। ଏହି ଆମ୍ବୁଲାନ୍ସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଯେପରିକି ଏଥିରେ…

Continue Readingବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅତ୍ୟାଧୁନିକ ଆମ୍ବୁଲାନ୍ସ

କୋର୍ଟର କଣ୍ଟେନମେଣ୍ଟ ଅବଧି ବଢିଲା

ଅନୁଗୁଳ: କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା। ଗତ ୧୮ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବ ବୋଲି କୁହାଯାଇଥିଲା। କିନ୍ତୁ କୋଭିଡ ସଂକ୍ରମଣ ସ୍ଥିତିରେ ସୁଧାର ନ…

Continue Readingକୋର୍ଟର କଣ୍ଟେନମେଣ୍ଟ ଅବଧି ବଢିଲା

ଶୁଦ୍ଧିକ୍ରିୟାରେ ଭୋଜିଭାତ, ୫ ହଜାର ଜରିମାନା, ସାହି ପଡ଼ୋଶୀଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ଅନୁଗୁଳ: କରୋନା ପାଇଁ ବିବାହ ଓ ଶୁଦ୍ଧିକ୍ରିୟାରେ କଟକଣା ଲାଗିଛି । ୨୦ ଜଣ ଲୋକଙ୍କୁ ନେଇ ଶୁଦ୍ଧିକ୍ରିୟା କରିବା ପାଇଁ ପ୍ରଶାସନ ଅନୁମତି ରହିଥିବା ବେଳେ ଭୋଜିଭାତକୁ ସମ୍ପୂର୍ଣ୍ଣ ବାରଣ କରାଯାଉଛି। ମାତ୍ର କରୋନା କଟକଣାକୁ ଉଲଂଘନ କରି ଅନୁଗୁଳ…

Continue Readingଶୁଦ୍ଧିକ୍ରିୟାରେ ଭୋଜିଭାତ, ୫ ହଜାର ଜରିମାନା, ସାହି ପଡ଼ୋଶୀଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ଅନୁଗୁଳ : ଜୈବ ବିବିଧତାର ଗନ୍ତାଘର ସାତକୋଶିଆରୁ ଆସିଛି ଖୁସି ଖବର। ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ପ୍ରଜନନ ସଂଖ୍ୟା ଉତ୍ସାହଜନକ ରହିଛି । ଦୀର୍ଘବର୍ଷ ପରେ ସାତକୋଶିଆ ମହାନଦୀ କୂଳରୁ ଠାବ ହୋଇଛନ୍ତି ଘଡ଼ିଆଳ ଶାବକ। ସାତକଶିଆ ଗଣ୍ଡର ବଳଦମରା…

Continue Readingସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ବାତ୍ୟା ‘ୟାଶ୍’ ମୁକାବିଲା ପାଇଁ ଯାଜପୁର ଗଲା ଅନୁଗୁଳ ଅଗ୍ନିଶମ ବାହିନୀ

ଅନୁଗୁଳ: ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ‘ୟାଶ୍” ଭୟଙ୍କର ରୂପ ନେଇ ମାଡ଼ି ଆସୁଛି । ପାଣିପାଗ ବିଭାଗ ଆକଳନ ମୁତାବକ, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖରେ ମାଡ଼ ହେବ ‘ୟାଶ୍’। ଏହାର ମୁକାବିଲା ପାଇଁ ରାଜ୍ୟ…

Continue Readingବାତ୍ୟା ‘ୟାଶ୍’ ମୁକାବିଲା ପାଇଁ ଯାଜପୁର ଗଲା ଅନୁଗୁଳ ଅଗ୍ନିଶମ ବାହିନୀ

ଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକାଙ୍କ ଦେହାନ୍ତ

ଅନୁଗୁଳ: ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକ କରୋନାରେ ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି। ସତ୍ୟଭାମା ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୦୦୯…

Continue Readingଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକାଙ୍କ ଦେହାନ୍ତ