କରୋନା ମାଡ: ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

ଅନୁଗୁଳ: ଗତ କିଛିଦିନ ଧରି ଲକଡାଉନ୍ ଓ ସପ୍ତାହାନ୍ତ ସଟ୍ଡ଼ାଉନ ଭିତରେ ଅନୁଗୁଳ ସହରର ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ବେଶ୍ ଚିନ୍ତାରେ ଅଛନ୍ତି। ସରକାର ସୋମବାର ଠାରୁ ଶୁକ୍ରବାର ଯାଏ ସକାଳ ୭ ଟା ୧୧ ଟା ଯାଏ ଫଳ,ମାଛ,…

Continue Readingକରୋନା ମାଡ: ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

ରବିବାର ବିଦ୍ୟୁତ ଯୋଗାଣ ବ୍ୟାହତ ହେବ

ଅନୁଗୁଳ: ମେ ୨୩ ତାରିଖ ଦିନ ଅନୁଗୁଳ ସହରର ବିଭିନ୍ନ ଅଂଚଳରେ ସାମୟିକ ବିଦ୍ୟୁତ କାଟ ହେବ। ଗ୍ରୀଡ଼ ମରାମତି ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ସକାଳ ୮ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଏହି ବିଦ୍ୟୁତ କାଟ ହେବ।ସହରର…

Continue Readingରବିବାର ବିଦ୍ୟୁତ ଯୋଗାଣ ବ୍ୟାହତ ହେବ

ଅନୁଗୁଳ ଗସ୍ତରେ ପୁଲିସ୍ ଡିଜି ଅଭୟ, କୋଭିଡ୍ ସ୍ଥିତିର କଲେ ସମୀକ୍ଷା

ଅନୁଗୁଳ: ପୁଲିସ୍ ଡିଜି ଅଭୟ ଶୁକ୍ରବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍ ମୁକାବିଲାରେ ଅନୁଗୁଳ ପୁଲିସ୍‌ର କାର୍ଯ୍ୟକୁ ସେ ପ୍ରଶଂସା କରିବା ସହିତ ଲକଡାଉନ୍, ସପ୍ତାହାନ୍ତ ସଟଡାଉନ୍ ପାଳନକୁ ଆହୁରି କଡ଼ାକଡ଼ି କରିବାକୁ ସେ…

Continue Readingଅନୁଗୁଳ ଗସ୍ତରେ ପୁଲିସ୍ ଡିଜି ଅଭୟ, କୋଭିଡ୍ ସ୍ଥିତିର କଲେ ସମୀକ୍ଷା

ଆଜିଠୁ ଷ୍ଟାଡିୟମ୍‌ରେ ପୁଣି ଟିକାକରଣ

ଅନୁଗୁଳ: ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହେବ ଟିକାକରଣ । ଏଥିପାଇଁ ଶୁକ୍ରବାର ଜିଲ୍ଲାରେ ୮ ହଜାର ଡୋଜ୍ କୋଭିସିଲଡ଼ ପହଞ୍ଚିଛି। ଅନୁଗୁଳ ଷ୍ଟାଡିୟମ୍‌ରେ ମେଗା ଟିକାଦାନ ସହ ଜିଲ୍ଲାର ଅନ୍ୟ ସମସ୍ତ ଟିକାକେନ୍ଦ୍ରକୁ…

Continue Readingଆଜିଠୁ ଷ୍ଟାଡିୟମ୍‌ରେ ପୁଣି ଟିକାକରଣ

ବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଅନୁଗୁଳ: କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଛେଣ୍ଡିପଦା ବ୍ଲକ୍‌ରେ କେତେକ ସରପଞ୍ଚ ଏ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ବ୍ଲକ୍‌ର ବ୍ରାହ୍ମଣବିଲ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ସୁଧାକର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି।…

Continue Readingବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଜେଲ୍‌ରେ ୨୬ ପଜିଟିଭ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ବଢି ଚାଲିଥିଲା ବେଳେ କାରାଗାରରେ ଥିବା ୨୬ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ତିନିଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତୀ ସମୟରେ ଅନ୍ୟମାନଙ୍କର…

Continue Readingଜେଲ୍‌ରେ ୨୬ ପଜିଟିଭ୍

ଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ଼ ପରିଚାଳନା ବ୍ୟବସ୍ଥା (ସିଏମଏସ)। ଏହି ବ୍ୟବସ୍ଥା ଅନୁସାରେ, କୋଭିଡ଼ ପରିଚାଳନା ଅଧିକ ସକ୍ରିୟ ଓ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା ରଖିଛି ପ୍ରଶାସନ। ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍‌ angulcms.com…

Continue Readingଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଆଜି ଟିକାକରଣ ବନ୍ଦ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍‌ରେ ଚାଲିଥିବା ମେଗା ଟିକାକରଣ ସହିତ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ଗୁରୁବାର ଟିକାକରଣ ବନ୍ଦ ରହିବ। ଜିଲ୍ଲାକୁ ଆସିଥିବା ଟିକା ବୁଧବାର ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଟିକା…

Continue Readingଆଜି ଟିକାକରଣ ବନ୍ଦ

ଷ୍ଟାଡିୟମ୍‌ରେ ମେଗା ଟିକାକରଣ, ଏକ ହଜାର ହିତାଧିକାରୀଙ୍କୁ ଟିକା

ଅନୁଗୁଳ: ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା କୋକୁୟା ଭୟ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଅନୁଗୁଳ ଷ୍ଟାଡ଼ିୟମ୍‌ଠାରେ…

Continue Readingଷ୍ଟାଡିୟମ୍‌ରେ ମେଗା ଟିକାକରଣ, ଏକ ହଜାର ହିତାଧିକାରୀଙ୍କୁ ଟିକା

ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି କରେନା। ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲାଣି । ସକ୍ରିୟ ରୋଗୀ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ ରୋଗୀଙ୍କୁ ଉନ୍ନତ ଚିକିତ୍ସା…

Continue Readingଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା