୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ: ବନ୍ଧା ହେଲା ଘର ମାଲିକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ଘରେ ଭଡ଼ାରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇଛନ୍ତି ଘର ମାଲିକ। ସୂଚନା ଯେ, ସୁବାଷ ସାହୁ(୫୨)ଙ୍କ ଘରେ ଭଡ଼ାରେ ଏକ ପରିବାର ରହୁଥିଲେ। ପରିବାର ସଦସ୍ୟମାନେ କୌଣସି…
