ମ୍ୟାଟ୍ରିକ ପରୀକ୍ଷା ଫଳ: ଅନୁଗୁଳ ଜିଲ୍ଲାରେ ପାଶ ହାର ୯୩.୬୦ ପ୍ରତିଶତ

ଅନୁଗୁଳ: ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ,ଓଡିଶା ପକ୍ଷରୁ ହାଇସ୍କୁଲ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ରାଜ୍ୟର ଫଳାଫଳ ୯୦. ୭୯ ପ୍ରତିଶତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାର ଫଳାଫଳ ୯୩.୬୦ ପ୍ରତିଶତ ହୋଇଛି। ରିପୋର୍ଟ ମୁତାବକ ଜିଲ୍ଲାର ୨୬୨ ଟି ସ୍କୁଲର…

Continue Readingମ୍ୟାଟ୍ରିକ ପରୀକ୍ଷା ଫଳ: ଅନୁଗୁଳ ଜିଲ୍ଲାରେ ପାଶ ହାର ୯୩.୬୦ ପ୍ରତିଶତ

ସାତକୋଶିଆରେ ପୁଣି ଏକ ଗୟଳ ମୃତ, ୧୦ ଦିନରେ ଏହା ତୃତୀୟ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ଜୀବଙ୍କ ଜୀବନ ଯାଉଛି। ହାତୀ ପରେ ଏଠାରେ ଏବେ ଏକ ଗୟଳର ମୃତ୍ୟୁ ଘଟିଛି। ଲଗାତର ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ୩ଟି ଗୟଳଙ୍କ ଜୀବନ ଗଲାଣି। ରବିବାର ପୁରୁଣାକୋଟ ବନାଞ୍ଚଳରେ…

Continue Readingସାତକୋଶିଆରେ ପୁଣି ଏକ ଗୟଳ ମୃତ, ୧୦ ଦିନରେ ଏହା ତୃତୀୟ

କାଲି ଦୁଇଦିନିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଅନୁଗୁଳ: କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି। ୭ ତାରିଖ ଅପରାହ୍ନରେ ଅନୁଗୁଳରେ ପହଞ୍ଚି ସେ ମାଳତୀ ଚୌଧୁରୀ ଆଶ୍ରମ ପରିଦର୍ଶନ କରିବା ସହ ଗୁଣ୍ଡିଚା ମନ୍ଦିରରେ ପୂଜା…

Continue Readingକାଲି ଦୁଇଦିନିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

୫୫ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ପ୍ରଶସ୍ତିକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ଦାୟିତ୍ବରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ…

Continue Reading୫୫ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ବୈଠକ

୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆସନ୍ତା ୫ ଦିନ ପ୍ରବଳ ବର୍ଷିବ 

ଅନୁଗୁଳ/ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଏବଂ ଉତ୍ତର- ପୂର୍ବ ମଧ୍ୟ ପ୍ରଦେଶରେ ସୃଷ୍ଟ ଲଘୁଚାପ ଯୋଗୁ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଣୁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

Continue Reading୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆସନ୍ତା ୫ ଦିନ ପ୍ରବଳ ବର୍ଷିବ 

ତାଳଚେର ବନ୍ଦ : ଆନ୍ଦୋଳନ କରୁଥିବା କ୍ରିୟାନୁଷ୍ଠାନ କମିଟିର ୧୬ ସଦସ୍ୟ ଗିରଫ

ତାଳଚେର: ଆଜି ତାଳଚେର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଆରମ୍ଭ ହୋଇଛି। ଏ ଅବସରରେ କମିଟିର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି…

Continue Readingତାଳଚେର ବନ୍ଦ : ଆନ୍ଦୋଳନ କରୁଥିବା କ୍ରିୟାନୁଷ୍ଠାନ କମିଟିର ୧୬ ସଦସ୍ୟ ଗିରଫ

ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ଅନୁଗୁଳ: ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବିରେ ଆଜି ତାଳଚେର ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଛି। ତାଳଚେର କ୍ରିୟାନୁଷ୍ଠାନ କମିଟିର କହିବା ଅନୁସାରେ, ମେଡ଼ିକାଲ କଲେଜକୁ ଚଳାଇବାକୁ ଏମସିଏଲ୍ ଟଙ୍କା ଦେବାକୁ…

Continue Readingମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ଟ୍ରକ ମାଲିକ ସଂଘରେ ସାଂଘାତିକ ଅନିୟମିତତା: ହିସାବ ନ ମିଳିଲେ ୧୫ ଦିନ ପରେ କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘରେ ବ୍ୟାପକ ଅନିୟମିତତା। ଗତ ଏପ୍ରିଲ ମାସରେ ସଂଘରେ ନୂଆ ସଭାପତି ଯୋଗ ଦେବା ପରେ ୨୦୨୦-୨୧ ଆର୍ଥିକ ବର୍ଷର ଅଡିଟ କରାଇବା ବେଳେ ଆର୍ଥିକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ଏହି ମାମଲା ଏବେ…

Continue Readingଟ୍ରକ ମାଲିକ ସଂଘରେ ସାଂଘାତିକ ଅନିୟମିତତା: ହିସାବ ନ ମିଳିଲେ ୧୫ ଦିନ ପରେ କାର୍ଯ୍ୟାନୁଷ୍ଠାନ

ଘନଉଛି ଲଘୁଚାପ : ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୪୮ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ଯାଏ ଓଡ଼ିଶାର…

Continue Readingଘନଉଛି ଲଘୁଚାପ : ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ବର୍ଷାଦିନେ ଶକ୍ତି କେନ୍ଦ୍ରଗୁଡ଼ିକୁ ନିୟମିତ ଭାବେ କୋଇଲା ଯୋଗାଇବାକୁ ଏମସିଏଲ ପ୍ରସ୍ତୁତ

ତାଳଚେର: ରାଷ୍ଟ୍ରାୟତ୍ତ ଉଦ୍ୟୋଗର କୋଲ ଇଣ୍ଡିଆ ଲିଃର ଅଂଶୀଦାର କମ୍ପାନୀ ମହାନଦୀ କୋଲ ଫିଲଡ୍ସ ଲିଃ ପକ୍ଷରୁ ମୌସୁମୀ ଆଗମନକୁ ଦୃଷ୍ଟିରେ ରଖି ଆଗାମୀ ମାସଗୁଡ଼ିକ ନିମନ୍ତେ ଓଡ଼ିଶାର ଶକ୍ତି କେନ୍ଦ୍ରଗୁଡ଼ିକରେ ଶୁଖିଲା ଇନ୍ଧନର ଗଚ୍ଛିତ ରଖିବା ନେଇ ପ୍ରସ୍ତୁତ ହୋଇଛି।…

Continue Readingବର୍ଷାଦିନେ ଶକ୍ତି କେନ୍ଦ୍ରଗୁଡ଼ିକୁ ନିୟମିତ ଭାବେ କୋଇଲା ଯୋଗାଇବାକୁ ଏମସିଏଲ ପ୍ରସ୍ତୁତ