ଡାକ୍ତର ଲକ୍ଷ୍ମୀ ସାହୁଙ୍କ ହୃଦଘାତରେ ପରଲୋକ
ଅନୁଗୁଳ: ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ କଲ୍ୟାଣୀ ନର୍ସିଂ ହୋମର ମାଲିକ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁଙ୍କ ନିଜ ନର୍ସିଂ ହୋମରେ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ନର୍ସିଂହୋମରେ ଭର୍ତି କରାଯାଇଥିଲା। ସେ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ…



