ଅନୁଗୁଳ: ରାଜସ୍ଥାନ ସରକାରଙ୍କ ରାଇଟ୍ ଟୁ ହେଲଥ ବିଲ୍କୁ ଦେଶର ଭାରତୀୟ ଡାକ୍ତର ସଂଘ ଘୋର ବିରୋଧ କରିଛି। ରାଜସ୍ଥାନରେ ହଜାର ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହି ବିଲ୍ ପ୍ରତ୍ୟାହାର ପାଇଁ ଦାବି ଯୋର ଧରିଛି। ଆଇଏମ୍ଏ ସୋମବାର ଦିନ ଟିକୁ କଳା ଦିବସ ବୋଲି ପାଳି ଥିବା ବେଳେ ଅନୁଗୁଳ ଆଇଏମ୍ ଏର ଡାକ୍ତର ମାନେ ଡା ପ୍ରଭାତ କୁମାର ପଣ୍ଡା ଏବଂ ଡା ବିଶ୍ୱଜିତ୍ ସାମଲଙ୍କ ନେତୃତ୍ୱରେ ଡାକ୍ତରମାନେ ସୋମବାର ଅନୁଗୁଳ ହସ୍ପିଟାଲ ସମ୍ମୁଖରେ ଏହି ବିଲ୍କୁ ବିରୋଧ କରିବା ସହ ଏହା ଡାକ୍ତରଙ୍କ ସ୍ୱାର୍ଥ ବିରୋଧୀ ବୋଲି କହିଛନ୍ତି ।
ରାଜସ୍ଥାନର ଆର୍ଟିଏଚ୍ ବିଲ୍କୁ ଡାକ୍ତରଙ୍କ ବିରୋଧ
- Post published:March 27, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul