ଆସନ୍ତା କାଲି ୮ ଘଣ୍ଟା ବିଦ୍ୟୁତ୍ କାଟ
ଅନୁଗୁଳ: ଅନୁଗୁଳ ବିଦ୍ୟୁତ୍ ସବ୍ ଡିଭିଜନ ୧୩୨/୩୩ କେ.ଭି. ଗ୍ରୀଡର ବାର୍ଷିକ ରକ୍ଷଣାବେକ୍ଷଣ ନିମନ୍ତେ ଆସନ୍ତା ରବିବାର ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଅନୁଗୁଳ ସବ୍ ଡିଭିଜନ ଅଧିନସ୍ତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ…
ଅନୁଗୁଳ: ଅନୁଗୁଳ ବିଦ୍ୟୁତ୍ ସବ୍ ଡିଭିଜନ ୧୩୨/୩୩ କେ.ଭି. ଗ୍ରୀଡର ବାର୍ଷିକ ରକ୍ଷଣାବେକ୍ଷଣ ନିମନ୍ତେ ଆସନ୍ତା ରବିବାର ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଅନୁଗୁଳ ସବ୍ ଡିଭିଜନ ଅଧିନସ୍ତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ…
ଅନୁଗୁଳ: ଦୀର୍ଘ ୯ ମାସ ପରେ ଶୁକ୍ରବାର ଜିଲ୍ଲାରେ ଖୋଲିଛି ସ୍କୁଲ୍। ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ୩୦ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ବିଭିନ୍ନ ଅଧିକାରୀ ବୁଲି ରିପୋର୍ଟ ଦାଖଲ କରିଥିବା…
ଅନୁଗୁଳ: ବର୍ତ୍ତମାନ ପରିସ୍ଥିତିରେ ଦେଶର କେତେକ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଗୁରୁବାର ଏକ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି। ଜିଲ୍ଲାରେ ନିଜ ଅଞ୍ଚଳରେ ପକ୍ଷୀ କିମ୍ବା କୁକୁଡ଼ାର ମୃତ୍ୟୁକୁ ନେଇ…
ଅନୁଗୁଳ : ବାଉଁଶ ଚାରା ରୋପଣରେ ହେରଫେର୍ । ଏଭଳି ଅଭିଯୋଗ ହେବା ପରେ ସାତକୋଶିଆ ଅଭୟାରଣ୍ୟରେ ଭିଜିଲାନ୍ସ ପକ୍ଷରୁ ରେଡ଼୍ କରାଯାଉଛି । ଭିଜିଲାନ୍ସର ୪ଟିମ୍ ବୁଧବାରଠାରୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ କରିଛନ୍ତି। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା…
ଅନୁଗୁଳ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହିଁ କେବଳ ସମ୍ପନ୍ନ ହେବ ହେବ ପୂରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି…
ଅନୁଗୁଳ: ଚଳିତ ମାସ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଯାଉଛି। ସାତକୋଶିଆର ମହାନଦୀ ଏବଂ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ବନ ବିଭାଗର ୧୩ଟି…
ଅନୁଗୁଳ: ଅନୁଗୁଳ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନକୁ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…
ଅନୁଗୁଳ: ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦକୁ ଛାଡିଦେଲେ ଅନ୍ୟ ସମସ୍ତ ପଦ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ସମ୍ପାଦକ…
ଅନୁଗୁଳ: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବିଳମ୍ବ ହୋଇଛି ପାଠପଢା। ବହୁ କଳ୍ପନାଜଳ୍ପନା ଭିତରେ ମେ ୩ରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ । ଛାତ୍ରଛାତ୍ରୀ ୫୦…
ଆଠମଲ୍ଲିକ: ଭାରତ ସରକାରଙ୍କ ଗୃହ ଏବ˚ ନଗର ଉନ୍ନୟନ ବିଭାଗ ତରଫରୁ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଉତ୍କୃଷ୍ଟ କାର୍ଯ୍ୟ ଭାରତ ବର୍ଷରେ କରିଥିବାରୁ ପ୍ରଧାନମନ୍ତ୍ରୀ ସହରି ଯୋଜନାରେ ଭାରତର ଶ୍ରେଷ୍ଠ ନଗର ପଞ୍ଚାୟତ ହିସାବର ସର୍ବୋତ୍କୃଷ୍ଟ ଦ୍ବିତୀୟ ସମ୍ମାନ ପ୍ରାପ୍ତ…