ପୌରପାଳିକା କାଉନ୍ସିଲ ମିଟିଂକୁ ବିଜେପି ପାରିଷଦଙ୍କ ବର୍ଜନ
ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର କାଉନ୍ସିଲ ମିଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା କିନ୍ତୁ ବିଜେପି ପାରିଷଦ ମାନେ ବୈଠକକୁ ବର୍ଜନ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା ବିଜେପି ପାରିଷଦଙ୍କ ୱାର୍ଡ ଗୁଡିକରେ ବିଜେଡି ୱାର୍ଡ ତୁଳନାରେ କମ କାମ ହେଉଛି।…



